ସ୍ପାଇସ୍ଜେଟ୍ ପକ୍ଷରୁ ସୋନୁ ସୁଦଙ୍କୁ ମିଳିଲା ଏହି ସ୍ୱତନ୍ତ୍ର ସମ୍ମାନ
ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦଙ୍କୁ ମିଳିଲା ସ୍ବତନ୍ତ୍ର ସମ୍ମାନ। କରୋନା ମହାମାରୀ ସମୟରେ ତାଙ୍କ ଉଦ୍ୟମ ପାଇଁ ସ୍ପାଇସଜେଟ ଦ୍ୱାରା ସ୍ୱତନ୍ତ୍ର ବିମାନରେ ତାଙ୍କ ପ୍ରତିଛବି ଅଙ୍କାଯାଇ ତାଙ୍କୁ ସମ୍ମାନିତ କରାଯାଇଛି।
ସ୍ପାଇସଜେଟ୍ ଏହାର ବୋଇଙ୍ଗ ୭୩୭ ବିମାନରେ ଆବୃତ ସୋନୁ ସୁଦଙ୍କ…