Latest Odisha News

BREAKING NEWS

Yearly Archives

2021

ଟିଏମସି ଜାରି କଲା ଇସ୍ତାହାର, ଯୁବକଙ୍କୁ ନିଯୁକ୍ତି ଓ ଚାଷୀଙ୍କୁ ମିଳିବ ସହାୟତା

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ନିଜର ଘୋଷଣା ପତ୍ର ଜାରି କରିଛି ତୃଣମୂଳ କଂଗ୍ରେସ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗାମୀ ନିର୍ବାଚନ ପାଇଁ ଇସ୍ତାହାର ଉନ୍ମୋଚନ କରିଛନ୍ତି । ଇସ୍ତାହାରରେ ବର୍ଷକ ମଧ୍ୟରେ ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପ୍ରତିଶ୍ରୁତି…

ସିଙ୍ଗଡାକୁ ମିସ୍ କରୁଛନ୍ତି ହ୍ରିତିକ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ ସିଙ୍ଗଡାକୁ ମିସ୍ କରୁଛନ୍ତି ବୋଲି କହିଛନ୍ତି । ସେ ତାଙ୍କର ଇଚ୍ଛାକୁ ଏକ ଫଟୋ ମାଧ୍ୟରେ ସୋସିଆଲ ସାଇଟରେ ଶେୟାର କରିବା ପରେ ଏହା ଭାଇରାଲ ହେବା ସହ ମିଶ୍ର ପ୍ରତିକ୍ରିୟା ଆସିଛି । ଏହି ଫଟୋରେ ହ୍ରିତିକ ଲ୍ୟାପଟପ ଧରି କୌଣସି ଏକ ବସ୍ତୁକୁ ଗୁରୁତ୍ୱ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୧ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନାକୁ ନେଇ ଦେଶରେ ବଢୁଛି ଚିନ୍ତା । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ଟିକାକରଣ ଅଭିଯାନ ବି ଜାରି ରହିଛି । ଏହାରି ଭିତରେ ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୬୧ କରୋନା ଆକ୍ରାନ୍ତ । ଅନୁଗୁଳ ଓ ସମ୍ବଲପୁରରୁ ୯ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ, ମୟୂରଭଞ୍ଜ ଓ…

ସାମ୍ବାଦିକଙ୍କୁ ଟିକା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି

ଭୁବନେଶ୍ବର : ଗଣମାଧ୍ୟମ ପ୍ରତିନିଧିଙ୍କୁ କରୋନା ଟିକାକରଣରେ ସାମିଲ ପାଇଁ ଚିଠି । କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ସେହିପରି ସମ୍ମୁଖ ଯୋଦ୍ଧା ଭାବେ କାମ କରୁଥିବା ଆଉ କିଛି ବର୍ଗଙ୍କୁ ଏହି ଟିକାକରଣରେ…

ବଦଳିଲେ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ

ମୁମ୍ବାଇ : ବଦଳିଲେ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ । ତାଙ୍କୁ ହୋମଗାର୍ଡ ଡିଜି ଭାବେ ଅବସ୍ଥାପିତ କରାଯାଇଛି । ପରମବୀରଙ୍କ ସ୍ଥାନରେ ହେମନ୍ତ ନଗରାଲେଙ୍କୁ ମୁମ୍ବାଇ ପୋଲିସର କମିଶନର ପଦରେ କରାଯାଇଛି ନିଯୁକ୍ତି । ପରମବୀରଙ୍କୁ ମୁମ୍ବାଇ ପୋଲିସ କମିଶନର ପଦରୁ ହଟାଇବା ନେଇ ଟ୍ବିଟ କରି…

ମମତାଙ୍କ ବଡ଼ ଘୋଷଣା, ପଶ୍ଚିମବଙ୍ଗରେ ମାଗଣାରେ ମିଳିବ କରୋନା ଟିକା

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ରାଜନୈତିକ ଉଷ୍ମତା ସେତିକି ବଢୁଛି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ଦଳ ପକ୍ଷରୁ ଦିଆଯାଉଛି କାହିଁ କେତେ କଣ ପ୍ରତିଶ୍ରୁତି । ଗଡ ଦଖଲ ପାଇଁ ଜୋରସୋରେ ଚାଲିଛି ପ୍ରଚାର । ଏହି କ୍ରମରେ ଝାରଗ୍ରାମର…

ବିମାନରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ଗର୍ଭବତୀ, ଯାତ୍ରା କରୁଥିବା ଡାକ୍ତର କରାଇଲେ ପ୍ରସବ

ଜୟପୁର: ବେଙ୍ଗାଲୁରୁରୁ ଜୟପୁର ଆସୁଥିବା ଏକ ବିମାନରେ ଜଣେ ଗର୍ଭବତୀ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ବିମାନ ଚାଲୁଥିବା ସମୟରେ ସେହି ବିମାନରେ ଯାଉଥିବା ଜଣେ ଡାକ୍ତର ଓ ବିମାନ କର୍ମଚାରୀ ମହିଳାଙ୍କ ପ୍ରସବ କରାଇଛନ୍ତି । ଜୟପୁରରେ ବିମାନ ପହଞ୍ଚିବା ପରେ ମହିଳା ଓ ନବଜାତକୁ ଏକ ଘରୋଇ…

୪ ବଲ୍ ଖେଳି ମ୍ୟାଚ ଜିତିଲା ମୁମ୍ବାଇ

ମୁମ୍ବାଇ: କ୍ରିକେଟ ଅନିଶ୍ଚିତତାର ଖେଳ । ଏହାର ଆଉ ଏକ ପ୍ରମାଣ ବୁଧବାର ଦେଖିବାକୁ ମିଳିଛି । ଚଳିତ ସିନିୟର ମହିଳା ଦିନିକିଆ କ୍ରିକେଟରେ ମୁମ୍ବାଇ ମାତ୍ର ୪ଟି ବଲ ଖେଳି ମ୍ୟାଚରେ ବିଜୟ ହାସଲ କରିଛି । ବିଶ୍ୱାସ ନ ହେଲେ ବି ଏହା ସତ୍ୟ । ପ୍ରଥମେ ବ୍ୟାଟିଂ କରି ନାଗାଲାଣ୍ଡ ଦଳ ୧୭ ରନରେ ଅଲଆଉଟ…

ଘର କିଣିବାକୁ ଘରଣୀଙ୍କୁ ହତ୍ୟା ଅଭିଯୋଗ

ଭୁବନେଶ୍ବର: କିଛି ଦିନ ତଳେ ମାତ୍ର ଦୁଇ ବର୍ଷ ପୂରିଥିଲା ରାଜଧାନୀ ଉପକଣ୍ଠ ବାଲିଅନ୍ତାର ସୁଚିସ୍ମିତାଙ୍କ ବାହାଘରକୁ । ଏବେ ସେ ଥିଲେ ମାତ୍ର ୫ ମାସର ଗର୍ଭବତୀ । କିନ୍ତୁ ଗତକାଲି ତାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ବାପଘର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ସ୍ୱାମୀ ତାଙ୍କୁ ହତ୍ୟା…

ଏପ୍ରିଲ ୨୬ରେ ଭାରତ ଆସିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍ 

ନୂଆଦିଲ୍ଲୀ:ଭାରତ ଆସୁଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍ । ଆସନ୍ତା ଏପ୍ରିଲ ୨୬ ତାରିଖରେ ସେ ଭାରତ ଗସ୍ତରେ ଆସିବେ । ବୋରିସଙ୍କର ଏହା ହେଉଛି ପ୍ରଥମ ଅନ୍ତର୍ଜାତୀୟ ଗସ୍ତ ।  ଆସନ୍ତା ମାସରେ ମୁଁ ଭାରତ ଗସ୍ତରେ ଯିବି । ଏଥିପାଇଁ ମୁଁ ବହୁତ ଖୁସି ଅନୁଭବ କରୁଛି ବୋଲି…