Latest Odisha News

BREAKING NEWS

Yearly Archives

2021

କରୋନାରେ ପଞ୍ଜାବ ପୋଲିସ ଡିଏସପି ବୀରେନ୍ଦ୍ରପାଲ ସିଂଙ୍କ ଦେହାନ୍ତ 

ଛଣ୍ଡୀଗଡ: ପଞ୍ଜାବ ଜଳନ୍ଧରର ଶାହକୋଟରେ ମୁତୟନ ଡିଏସପି ବୀରେନ୍ଦ୍ରପାଲ ସିଂଙ୍କ କରୋନାରେ ଆଜି ମୃତ୍ୟୁ ହୋଇଛି । କିଛିଦିନ ପୂର୍ବେ ତାଙ୍କର ସ୍ବାସ୍ଥ୍ୟ ଖରାପ ହୋଇଯାଇଥିଲା । ଏହାପରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା । ରିପୋର୍ଟ ପଜିଟିଭ ଆସିଥିଲା । ବୀରେନ୍ଦ୍ରପାଲଙ୍କର…

ବଢିଲାଣି ଖରା, ଆପଣଙ୍କ କଲେକ୍ସନରେ ନିହାତି ରଖନ୍ତୁ ଏହି ପାଞ୍ଚ ପ୍ରକାରର ସନଗ୍ଲାସ

ସନଗ୍ଲାସ ଯେ କେବଳ ଆପଣଙ୍କୁ ଖରା ପ୍ରକୋପରୁ ରକ୍ଷା କରିଥାଏ ତା ନୁହେଁ, ଏହା ଏକ ଷ୍ଟାଇଲିସ ଏବଂ ଟ୍ରେଣ୍ଡି ଲୁକ୍ ପ୍ରଦାନ କରିଥାଏ । ଦିନଥିଲା ଆମେ ସନଗ୍ଲାସ ର ବ୍ୟବହାର ଆଖିକୁ ଅତି ବାଇଗଣି ରଶ୍ମିରୁ ସୁରକ୍ଷା ପ୍ରଦାନ କରିବା ପାଇଁ ପିନ୍ଧୁଥିଲୁ, ହେଲେ ସେଦିନ ଏବେ ଗଲାଣି । ଯଦି ଆପଣ…

ସୁମନ୍ତ ମହାନ୍ତି ହତ୍ୟାକାଣ୍ଡ ଘଟଣା: ୧୨ ବର୍ଷ ପରେ ୫ମ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ସଂଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ଘଟଣା । ଏହି ମାମଲାରେ ଫେରାର ଥିବା ୫ମ ଅଭିଯୁକ୍ତକୁ ଗିରଫ କରାଯାଇଛି । ଘଟଣାର ୧୨ ବର୍ଷ ପରେ ଅଭିଯୁକ୍ତ ଗିରଫ କରିଛି କମିଶନରେଟ୍ ପୋଲିସ । ଆଜି ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା…

ବଲିଉଡ୍‌ରେ ଗୋବିନ୍ଦା ବି ହୋଇଥିଲେ ‘ନେପୋଟିଜମ୍’‌ର ଶିକାର

ନୂଆଦିଲ୍ଲୀ: ଗୋବିନ୍ଦା ହିନ୍ଦୀ ସିନେମାର ବେଶ୍‌ ପରିଚିତ ନାଁ। ସେ ୯୦ ଦଶକର ଜଣେ ହିଟ୍ କଳାକାର। ଚଳଚ୍ଚିତ୍ର ବ୍ୟତୀତ ଗୋବିନ୍ଦା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଥର ଚର୍ଚ୍ଚାକୁ ଆସିଛନ୍ତି। ବର୍ତ୍ତମାନ ଗୋବିନ୍ଦା ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ଷ୍ଟାଚୁ ଅଫ୍ ଲିବର୍ଟିର ସତ୍ୟତା

ଭୁବନେଶ୍ୱର: କିଏ ନିର୍ମାଣ କରିଥିଲା ଷ୍ଟାଚୁ ଅଫ୍ ଲିବର୍ଟି ? କେବେ ହୋଇଥିଲା ଏହାର ନିର୍ମାଣ ? କ’ଣ ରହିଥିଲା ଏହି ଷ୍ଟାଚୁ ନିର୍ମାଣ ପଛର ଅସଲ କାରଣ ? ଷ୍ଟାଚୁ ଅଫ୍ ଲିବର୍ଟିକୁ ନେଇ କିଛି ଏପରି ପ୍ରଶ୍ନର ଉତ୍ତର ହୁଏ ତ ଆପଣଙ୍କ ମଧ୍ୟରୁ କିଛି ଲୋକ ଜାଣିଥିବେ । ହେଲେ ସୋସିଆଲ୍ ମିଡିଆରେ…

କଙ୍କାଳ ପରେ ଗାଡି ନିକଟରୁ ମିଳିଛି ଏକ ହାତ ଲେଖା ପ୍ରେମ ଚିଠି 

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଯାଁଳା ଫାଣ୍ଡି ପରିସରରେ ଜବତ ଗାଡିରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣା । ଏବେ ଗାଡି ନିକଟରୁ ମିଳିଛି ଏକ ହାତ ଲେଖା ପ୍ରେମ ଚିଠି । ୨୦୧୫ ମସିହାର ଏକ ଡାଏରୀ ଫର୍ଦ୍ଦରେ ଇଂରାଜୀରେ ଏହି ଚିଠି ଲେଖାଯାଇଛି । ଚିଠିର ଶିରୋନାମା ଲାଇଫ୍ ଲାଇନ୍ ରହିଛି ।…

ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣର କୌଣସି ପ୍ରମାଣ ନାହିଁ; ଇସି

ନୂଆଦିଲ୍ଲୀ: ରବିବାର ନିର୍ବାଚନ ଆୟୋଗ କହିଛନ୍ତି ଯେ ଗତ ସପ୍ତାହରେ ନନ୍ଦିଗ୍ରାମ ଗସ୍ତ ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣର କୌଣସି ଉପଯୁକ୍ତ ପ୍ରମାଣ ନାହିଁ। ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଏବଂ ଦୁଇଜଣ ସ୍ୱତନ୍ତ୍ର ପୋଲ୍‌…

ଇଣ୍ଟରନେଟ୍‌ ସେନ୍ସେସନ୍‌‌ ପାଲଟିଛି ଅଟୋ ଚାଳକଙ୍କ ‘ଲାବ୍‌ନୀ’ ନୃତ୍ୟ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଏକ ଲୋକପ୍ରିୟ ନୃତ୍ୟଶୈଳୀ ହେଉଛି 'ଲାବ୍‌ନୀ'। ତେବେ ଲାବ୍‌ନୀ କରୁଥିବା ଜଣେ ଅଟୋ ଡ୍ରାଇଭରର ଭିଡିଓ ଏବେ ଇଣ୍ଟରନେଟ୍‌ରେ ବେଶ୍‌ ଭାଇରାଲ ହେଉଛି। ଏହି ଭିଡିଓକୁ ମହାରାଷ୍ଟ୍ର ସୂଚନା କେନ୍ଦ୍ରର ଡେପୁଟି ଡାଇରେକ୍ଟର ଦୟାନନ୍ଦ କାମ୍ବଲେ ଟ୍ୱିଟରରେ ସେୟାର କରିଛନ୍ତି।…

ସୁବାଷ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ ମାମଲା: କ୍ଷମା ମାଗନ୍ତୁ ସୁବାଷ, କହିଲେ ବାଚସ୍ପତି

ଭୂୁବନେଶ୍ବର: ସୁବାଷ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ ମାମଲା । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ବିଜେପି ବିଧାୟକ ଦଳ ବୈଠକ କରନ୍ତୁ । ଦୁଃଖ ପ୍ରକାଶ କରନ୍ତୁ ସୁବାଷ ପାଣିଗ୍ରାହୀ ଯେ ବିଧାନସଭା ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେ ବେଆଇନ କାମ କରିଛନ୍ତି । ଏପରି କେବେ ବି…

ଗୋଟିଏ ବର୍ଷରେ ଆମେରିକା ବିମାନବନ୍ଦରରେ ରେକର୍ଡ ସଂଖ୍ୟକ ଯାତ୍ରୀ

ୱାଶିଂଟନ୍: କରୋନା ମହାମାରୀ ସମୟରେ ସମସ୍ତ ଯାତ୍ରାକୁ ବନ୍ଦ ରଖାଯାଇଥିବା ବେଳେ ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ରର ବିମାନବନ୍ଦରଗୁଡିକରେ ସର୍ବାଧିକ ସଂଖ୍ୟକ ଯାତ୍ରୀଙ୍କୁ ଦେଖିବାକୁ ମିଳିଛି। ପରିବହନ ସୁରକ୍ଷା ପ୍ରଶାସନ ଆକଳନ ଅନୁଯାୟୀ ଶୁକ୍ରବାର ଦିନ ଆମେରିକାର ବିମାନବନ୍ଦରରେ ମାତ୍ର ୧.୩୫…