Latest Odisha News

BREAKING NEWS

Yearly Archives

2021

ଟସ୍ ଜିତି ଭାରତର ବୋଲିଂ ନିଷ୍ପତି: ଈଶାନ, ସୂର୍ଯ୍ୟକୁମାରଙ୍କୁ ସୁଯୋଗ

ଅହମ୍ମଦାବାଦ: ଏଠାରେ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ମ୍ୟାଚରେ ଦୁଇ ଯୁବ ଖେଳାଳି ଈଶାନ କିଶାନ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ଆନ୍ତର୍ଜାତୀୟ ମ୍ୟାଚ…

ନୂତନ କୀର୍ତିମାନ ସ୍ଥାପନ କଲେ ଆଫଗାନିସ୍ତାନ ସ୍ପିନର ରଶିଦ

କାବୁଲ: ଆଫଗାନିସ୍ତାନ ସ୍ପିନର ରଶିଦ ଖାଁ ରବିବାର ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ୨୧ତମ ଶତାବ୍ଦୀରେ ପ୍ରଥମ ଖେଳାଳି ଭାବେ ଗୋଟିଏ ଟେଷ୍ଟରେ ସର୍ବାଧିକ ୯୯.୨ ଓଭର ବୋଲିଂ କରିଛନ୍ତି । ଜିମ୍ବାୱେ ବିପକ୍ଷ ଟେଷ୍ଟରେ ସେ ଏହି କୀର୍ତିମାନ କରିଛନ୍ତି । ଏହା ପୂର୍ବରୁ ୧୯୯୮ରେ ଶ୍ରୀଲଙ୍କାର…

ଓଡ଼ିଆ ଚଳଚ୍ଚିତ୍ର “ମୋ ଜୀବନ ତୁ”ର ଶୁଭ ମହୁରତ

ଭୁବନେଶ୍ୱର: ଦର୍ଶକଙ୍କ ସାମ୍ନାକୁ ଖୁବଶୀଘ୍ର ଆସିବ ଓଡ଼ିଆ ଚଳଚ୍ଚିତ୍ର “ମୋ ଜୀବନ ତୁ” । ଆଜି ଭୁବନେଶ୍ୱର ସ୍ଥିତ ହୋଟେଲ ସ୍ୱସ୍ତି ଗ୍ରାଣ୍ଡରେ ଫିଲ୍ମର ଶୁଭ ମହୁରତ ହୋଇଯାଇଛି । ଆସନ୍ତା ଦିନରେ ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବାକୁ ଥିବାବେଳେ ମହୁରତ ଅବସରରେ ଉପସ୍ଥିତ ଥିଲେ ସମସ୍ତ…

ଦିନିକିଆରେ ମିଥାଲୀଙ୍କ ଆଉ ଏକ ବିଶ୍ୱରେକର୍ଡ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ମିଥାଲୀ ରାଜ ଦିନିକିଆ କ୍ରିକେଟରେ ଆଉ ଏକ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ପ୍ରଥମ ମହିଳା ଖେଳାଳି ଭାବେ ସେ ସୀମିତ ଓଭର କ୍ରିକେଟରେ ୭୦୦୦ ରନ ପୂର୍ଣ୍ଣ କରିଛନ୍ତି । ୩୮ ବର୍ଷୀୟା ଏହି ଷ୍ଟାର ଖେଳାଳି ୨୧୩ ଦିନିକିଆରେ ୭୦୧୯ ରନ…

ମୁମ୍ବାଇ ଜିତିଲା ବିଜୟ ହଜାରେ ଟ୍ରଫି

ମୁମ୍ବାଇ: ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟର ଟାଇଟଲ ମୁମ୍ବାଇ ହାତେଇଛି । ରବିବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ମୁମ୍ବାଇ ୬ ଉଇକେଟରେ ଉତରପ୍ରଦେଶକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଉତରପ୍ରଦେଶ ୫୦ ଓଭରରେ ୪ ଉଇକେଟ ହରାଇ ୩୧୨ ରନ…

ମାଡ ଖାଇଲେ ନାଗା ସାଧୁ, ହସ୍ପିଟାଲରେ ଭର୍ତ୍ତି: ଜବରଦସ୍ତ ରୋହିଣୀ କୁଣ୍ତର ପଟ୍ଟା ଖୋଲି ଜଳ ସିଞ୍ଚନ କରିବାକୁ କରୁଥିଲେ…

ପୁରୀ: ଶ୍ରୀମନ୍ଦିର ଭିତରେ ପଶି ଜୋର ଜବରଦସ୍ତ ଭାବେ ଦୀର୍ଘ ଦିନ ହେବ ବନ୍ଦ ପଡିଥିବା ରୋହିଣୀ କୁଣ୍ତର ପଟ୍ଟା ଖୋଲି ଜଳ ସିଞ୍ଚନ କରିବାକୁ ଉଦ୍ୟମ କରିବାକୁ ଯାଇ ମାଡ ଖାଇଲେ ନାଗା ସାଧୁ । ସେଠାରେ ମୁତୟନ ଥିବା ଜେଟିପି ବାରଣ କରିବାରୁ କଥା କଟାକଟି ହୋଇଥିଲା ଏବଂ କଥା ହାତାହାତି ପର୍ଯ୍ୟନ୍ତ…

ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ଦେଶର ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ଜାରି ରଖିଛି ବିଜେପି । ବିଜେପି ମହାସଚିବ ଅରୁଣ ସିଂହ ଆଜି ଦଳର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ବିଜେପିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ…

ଖୁବ୍‌ ଶୀଘ୍ର ଦ୍ୱିତୀୟ ସନ୍ତାନର ପିତାମାତା ହେବେ ଗୀତା ବସ୍ରା ଏବଂ ହରଭଜନ ସିଂ

ନୂଆଦିଲ୍ଲୀ: ଅଭିନେତ୍ରୀ ଗୀତା ବସ୍ରା ରବିବାର ଦିନ ଘୋଷଣା କରିଛନ୍ତି ଯେ ସେ ପୁଣି ଥରେ ମା ହେବାକୁ ଯାଉଛନ୍ତି। ଅର୍ଥାତ୍‌ ଅଭିନେତ୍ରୀ ଗୀତା ବସ୍ରା ଏବଂ କ୍ରିକେଟର ହରଭଜନ ସିଂ ଖୁବ୍‌ ଶୀଘ୍ର ତାଙ୍କ ଦ୍ୱିତୀୟ ସନ୍ତାନର ପିତାମାତା ହେବାକୁ ଯାଉଛନ୍ତି। ଗୀତା ଇନଷ୍ଟାଗ୍ରାମରେ ଏକ ବେବି ବମ୍ପ୍‌ର…

ଆଜି ରିଲିଜ ହେବ ଭିନ୍ନ ସ୍ୱାଦର ଫିଲ୍ମ ‘ଚୁମ୍‌କି ମାଇଁ ଡାର୍ଲିଙ୍ଗ’

ଭୁବନେଶ୍ୱର: ତରଙ୍ଗ ଟିଭିରେ ଆଜି ରିଲିଜ ହେଉଛି ତରଙ୍ଗ ସିନେ ପ୍ରଡକ୍ସନର ନୂଆ ଫିଲ୍ମ 'ଚୁମ୍‌କି ମାଇଁ ଡାର୍ଲିଙ୍ଗ'। ଏଥିରେ ଜଣେ ୨୫ ବର୍ଷୀୟ ଯୁବକ ନାୟକ ସାଜିଥିବା ବେଳେ ୫୨ ବର୍ଷୀୟ ମହିଳା ହୋଇଛନ୍ତି ନାୟିକା । ନାୟକ ଭୂମିକାରେ ଅଭିନେତା ସମ୍ବିତ ଓ ନାୟିକା ଭୂମିକାରେ ମହେଶ୍ୱତାଙ୍କୁ ଅଭିନୟ…

ଜୋମାଟୋ ଡେଲିଭରୀ ବଏଙ୍କୁ ନ୍ୟାୟ ଦେବାକୁ ପରିଣୀତି ଚୋପ୍ରାଙ୍କ ଅପିଲ : କହିଲେ ‘ଅମାନବୀୟ, ହୃଦୟ ବିଦାରକ’

ମୁମ୍ବାଇ: ନିକଟରେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଜଣେ ମହିଳାଙ୍କ ନାକ ଫାଟି ରକ୍ତସ୍ରାବ ହେଉଥିଲା ଏବଂ ସେ ଫୁଡ୍ ସର୍ଭିସ୍ ଜୋମାଟୋ ଡେଲିଭରୀ ବଏ ବିରୋଧରେ ମାରପିଟ୍ ଅଭିଯୋଗ କରିଥିଲେ । ଭିଡିଓ ଭାଇରାଲ ହେବା ପରେ ଜୋମାଟୋ ଡେଲିଭରୀ ବଏଙ୍କୁ ଗିରଫ କରାଯାଇଛି । ଏବେ…