MGNREGA ଅଧୀନରେ ନିଯୁକ୍ତି ଯୋଗାଇବାରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି ଛତିଶଗଡ
ରାୟପୁର: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ (MGNREGA) ଅଧୀନରେ ନିଯୁକ୍ତି ଯୋଗାଇବାରେ ଛତିଶଗଡ ପୁନର୍ବାର ଦେଶର ସର୍ବୋତ୍ତମ ପ୍ରଦର୍ଶନକାରୀ ରାଜ୍ୟ ଭାବରେ ଉଭା ହୋଇଛି।
ଏକ ନୂତନ ରେକର୍ଡ ସ୍ଥାପନ କରି, ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ ମଧ୍ୟରେ ରାଜ୍ୟ…