Latest Odisha News

BREAKING NEWS

Yearly Archives

2021

ବିଜୟ ହଜାରେ ଟ୍ରଫି: ମୁମ୍ବାଇ-ୟୁପି ଟାଇଟଲ ମୁକାବିଲା

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫି କ୍ରିକେଟ ଫାଇନାଲରେ ପ୍ରବେଶ କରିଛନ୍ତି ମୁମ୍ବାଇ ଓ ଉତରପ୍ରଦେଶ । ୧୪ରେ ଦିଲ୍ଲୀରେ ଉଭୟ ଦଳ ମଧ୍ୟରେ ଫାଇନାଲ ମୁକାବିଲା ହେବ । ପ୍ରଥମ ସେମିଫାଇନାଲରେ ଉଭରପ୍ରଦେଶ ୫ ଉଇକେଟରେ ଗୁଜରାଟକୁ ପରାସ୍ତ କରିଥିଲା । ଗୁଜରାଟ ପ୍ରଥମେ ବ୍ୟାଟିଂ କରି ୪୮.୧ ଓଭରରେ ୧୮୪…

କେନ୍ଦ୍ର ସରକାର ଘୋଷଣା କଲେ କରୋନା ଟିକାର ନୂଆ ଦର

ନୂଆଦିଲ୍ଲୀ : କରୋନା ଟିକାର ନୂଆ ଦର ଘୋଷଣା କଲେ କେନ୍ଦ୍ର ସରକାର । ପୂର୍ବରୁ ଟିକାର ଦର ୨୫୦ ଟଙ୍କା ଥିବା ବେଳେ, ବର୍ତ୍ତମାନ ଟିକାର ଦାମ କମାଇ ୨୦୦ ଟଙ୍କା କରିଛନ୍ତି ସରକାର । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏନେଇ ସୂଚନା ଦେଇଛନ୍ତି । ତେବେ ଘରୋଇ ହସ୍ପିଟାଲରେ ଏହି ଦର ୨୫୦…

ଶିମିଳିପାଳରେ ନିଆଁ ଲାଗିବା ଘଟଣା, ତଦନ୍ତ ପାଇଁ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ଶିମିଳିପାଳ ଜଙ୍ଗଲରେ ଅଗ୍ନିକାଣ୍ଡର କାରଣ ଜାଣିବା ତଥା ନିଆଁକୁ ଆୟତ୍ତ କରିବାରେ ରାଜ୍ୟକୁ ସହାୟତା କରିବା ପାଇଁ ଦୁଇ ଜଣିଆ କେନ୍ଦ୍ରୀୟ ଟିମ୍ ଗୁରୁବାର ଦିନ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନ ଅଭିମୁଖେ ଯାଇଛନ୍ତି। ଇନ୍ସପେକ୍ଟର ଜେନେରାଲ୍ ଅଫ୍ ଜଙ୍ଗଲ, ନ୍ୟାସନାଲ…

ଆଜି ରାଜ୍ୟରୁ ସୁସ୍ଥ ହେଲେ ୮୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : ଆଜି ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୮୬ କରୋନା ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । କଟକରୁ ସର୍ବାଧିକ ୧୬ ଜଣ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ସମ୍ବଲପୁରରୁ…

ଭାରତୀୟ ଫୁଟବଲ ଅଧିନାୟକ ସୁନିଲ ଛେତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଅଧିନାୟକ ସୁନୀଲ ଛେତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସେ ଗୁରୁବାର ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି। ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ସୁସ୍ଥ ଅଛନ୍ତି। ସେ ଖୁବ୍ ଶୀଘ୍ର ଫୁଟବଲ୍ ପଡ଼ିଆକୁ ଫେରିବେ ବୋଲି ଟ୍ବିଟରେ ଉଲ୍ଲେଖ କରିଛନ୍ତି"।…

ନାଗପୁରରେ ମାର୍ଚ୍ଚ ୧୫ରୁ ୨୧ ତାରିଖ ଯାଏ ଲକଡାଉନ ଲାଗୁ

ନାଗପୁର : କରୋନା ସଂକ୍ରମଣ ପାଇଁ ମହାରାଷ୍ଟ୍ରରେ ବଢୁଛି ଚିନ୍ତା । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବା ବେଳେ, ପଦକ୍ଷେପ ନେଇଛନ୍ତି ମହାରାଷ୍ଟ୍ର ସରକାର । ସଂକ୍ରମଣକୁ ଦୃଷ୍ଟିରେ ରଖି ନାଗପୁରରେ ସପ୍ତାହକ ପାଇଁ ଲାଗୁ ହୋଇଛି ଲକଡାଉନ । ଆସନ୍ତା ୧୫ରୁ ୨୧ ତାରିଖ ଯାଏ ନାଗପୁରରେ…

ଶିମିଳିପାଳରେ ଆଜି ବି ହେଲା ବର୍ଷା, ବିଭିନ୍ନ ସ୍ଥାନରେ ଲିଭିଲା ନିଆଁ

କରଞ୍ଜିଆ: ଶିମିଳିପାଳ ଅଭୟାରଣ୍ୟରେ ଆଜି ବି ବିଭିନ୍ନ ସ୍ଥାନରେ ବର୍ଷା । ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳର ବର୍ଷା ହୋଇଛି । ଫଳରେ ବିଭିନ୍ନ ଅଞ୍ଚଳରେ ନିଆଁ ଲିଭି ଯାଇଛି । ସୂଚନା ଅନୁଯାୟୀ, ଆଜି ବରେହିପାଣି, ଚହଲା, ନଅଣା, ଗୁଡୁଗୁଡ଼ିଆ, ତାଳବନ୍ଧ, ଯଶୀପୁର ଆଦି ରେଞ୍ଜ ଅଞ୍ଚଳରେ ଘଡଘଡି…

ନନ୍ଦନକାନନରେ ମହୁମାଛି ଆକ୍ରମଣରେ ୧୫ ଆହତ

ଭୁବନେଶ୍ୱର: ଆଜି ଅପରାହ୍ନରେ ନନ୍ଦନକାନନରେ ମହୁମାଛି ଆକ୍ରମଣରେ ୧୫ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି । ଏମାନେ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ଗରିଲା ଯନ୍ତା ପାଖରେ ଥିବା ଏକ ଗଛରେ ମହୁଫେଣା କୌଣସି କାରଣରୁ ଭାଙ୍ଗି ଯିବାରୁ ହଠାତ୍ ମହୁମାଛିମାନେ ମାଡି ଆସିଥିଲେ । ପାଖରେ ଥିବା ପର୍ଯ୍ୟଟକ…

ଆଉ ଅସୁବିଧାରେ ପଡିବେନି ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ, କପିଳାଶ ପୀଠରେ ପାଇଖାନା ଓ ପରିଶ୍ରାଗାର ଉଦ୍‌ଘାଟନ କଲେ ମନ୍ତ୍ରୀ

ଢେଙ୍କାନାଳ:ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାଶ ଗଲେ ଆଉ ଅସୁବିଧାରେ ପଡିବେନି ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ । ପୀଠରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ପାଇଁ ମୁଖ୍ୟ ସମସ୍ୟା ରହିଥିବା ପରିଶ୍ରାଗାର ଓ ସୁବିଧା କେନ୍ଦ୍ର ତଥା ବିଶୁଦ୍ଧ ପାନୀୟ ଜଳ ଆଦି ପ୍ରକଳ୍ପକୁ ଆଜି ଲୋକାର୍ପଣ…

ରାଧେଶ୍ୟାମର ନୂତନ ପୋଷ୍ଟର ଜାରି, ଶୀତଳତାରେ ପ୍ରେମର ଉଷ୍ମତା

ମୁମ୍ବାଇ: ମହାଶିବରାତ୍ରୀ ଅବସରରେ ଲୋକପ୍ରିୟ ଅଭିନେତା ତଥା ବାହୁବଳୀ ଫେମ୍ ପ୍ରଭାସ ତାଙ୍କର ଆଗାମୀ ଫିଲ୍ମ ରାଧେଶ୍ୟାମର ଆଉ ଏକ ପୋଷ୍ଟର ଜାରି କରିଛନ୍ତି । ଏଥିରେ ପ୍ରଭାସ ଓ ପୂଜା ହେଗଡେଙ୍କ ରୋମାଂଟିକ ଲୁକ୍ ଦେଖିବାକୁ ମିଳିଛି । ବରଫ ଆଚ୍ଛାଦିତ ଭୂମିରେ ଉଭୟ ରୋମାଂଟିକ ଶୈଳୀରେ ଶୋଇ…