Latest Odisha News

BREAKING NEWS

Yearly Archives

2021

ଯାଜପୁର ଗସ୍ତରେ ଯାଇ ବ୍ୟାସ ସରୋବର ଉନ୍ନତିକରଣର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଯାଜପୁର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଯାଜପୁର ଗସ୍ତରେ ଯାଇଥିଲେ । ମୁଖ୍ୟ ଶାସନ ସଚିବ ବ୍ୟାସ ସରୋବର ପରିଦର୍ଶନ କରିବା ସହ ଗ୍ରାଉଣ୍ଡରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପ୍ରତି ଗୁରୁତ୍ୱ ଦେଇଥିଲେ । ବ୍ୟାସ ସରୋବରର…

ବ୍ରହ୍ମପୁରରେ ବାପା-ପୁଅଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର : ବ୍ରହ୍ମପୁରରେ ଅଭାବନୀୟ ଘଟଣା । ସଦର ଥାନା ଝାଡଙ୍କୁଲି ଗାଁରେ ବାପା-ପୁଅଙ୍କୁ ମରଣାନ୍ତକ ଆକ୍ରମଣ । ବାପା-ପୁଅଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଉଭୟ ବାପା-ପୁଅଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ…

ମହାରାଷ୍ଟ୍ର ଔରଙ୍ଗାବାଦରେ ସପ୍ତାହାନ୍ତ ଲକ୍‌ଡାଉନ୍‌ ଲଗାଇବାକୁ ସରକାରଙ୍କ ଘୋଷଣା

ମୁମ୍ବାଇ : ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଦିଲ୍ଲୀ ଓ ମହାରାଷ୍ଟ୍ର ସମେତ କିଛି ରାଜ୍ୟରେ ବଢ଼ିବାରେ ଲାଛି କଂରୋନାର ପ୍ରକୋପ । କରୋନା ସଂକ୍ରମଣ ବୃଦ୍ଧି ମାମଲାରେ ମହାରାଷ୍ଟ୍ର ତାଲିକାରେ ଶୀର୍ଷରେ ରହିଥିବା ବେଳେ, ସଂକ୍ରମଣ ନିୟନ୍ତ୍ରଣକୁ ନେଇ ଚିନ୍ତା ବଢ଼ିଛି । ଏଥିପାଇଁ ମହାରାଷ୍ଟ୍ର…

ବସ୍ ଷ୍ଟାଣ୍ଡକୁ ଷ୍ଟ୍ରିଟ୍ ଲାଇବ୍ରେରୀରେ କେମିତି ପରିଣତ କଲା ଭାରତୀୟ ସେନା ?

ଶ୍ରୀନଗର: ଆପଣ କେବେ ଶୁଣିଛନ୍ତି ବସ୍ ଷ୍ଟାଣ୍ଡ ଷ୍ଟ୍ରିଟ୍ ଲାଇବ୍ରେରୀରେ ପରିଣତ ହେବା । ଏଭଳି ଏକ ପ୍ରେରଣାଦାୟୀ ପଦକ୍ଷେପ ନେଇଛି ଭାରତୀୟ ସେନାର ୧୮ ରାଷ୍ଟ୍ରୀୟ ରାଇଫଲ୍ସ । ଦକ୍ଷିଣ କାଶ୍ମୀରର ଏକ ଗାଁର ସ୍ଥାନୀୟ ଶିକ୍ଷାର୍ଥୀଙ୍କୁ ପ୍ରତିଯୋଗିତା ମୂଳକ ପରୀକ୍ଷା ଓ ଉଚ୍ଚଶିକ୍ଷା ଦେବା ଲାଗି…

ସୁଇସ ଓପନ ବ୍ୟାଡମିଂଟନ ଫାଇନାଲରେ ହାରିଲେ ସିନ୍ଧୁ, ରୌପ୍ୟରେ ସନ୍ତୁଷ୍ଟ

ଜ୍ୟୁରିକ୍‌: ଭାରତର ଶୀର୍ଷ ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ସୁଇସ ଓପନ ବ୍ୟାଡମିଂଟନରେ ରୌପ୍ୟ ପଦକ ହାସଲ କରିଛନ୍ତି । ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ସ୍ପେନର ଷ୍ଟାର ଖେଳାଳି କାରୋଲିନା ମାରିନଙ୍କ ନିକଟରୁ ୨୧-୧୨, ୨୧-୫ ସିଧାସଳଖ ଗେମରେ ହାରି ଯାଇଥିଲେ । ମାତ୍ର ୩୫ ମିିନିଟରେ…

ଶାହାଙ୍କ ରଣହୁଙ୍କାର : କହିଲେ, ‘ଭ୍ରଷ୍ଟାଚାର ମୁକ୍ତ ହେବ କେରଳ, ତାମିଲନାଡୁରେ ସରକାର ଗଢିବ ମହାମେଣ୍ଟ’

ନୂଆଦିଲ୍ଲୀ : ଦେଶର ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏନେଇ ସରଗରମ ହେଲାଣି ରାଜନୀତି । ଏସବୁ ଭିତରେ ଗୃହମନ୍ତ୍ରୀ ଅମିତ ଶାହା କନ୍ୟାକୁମାରୀରେ ଏକ ରୋଡ୍ ଶୋ କରିଛନ୍ତି । ପରେ କେରଳର ତ୍ରିବେନ୍ଦ୍ରମରେ ଆୟୋଜିତ ଏକ ନିର୍ବାଚନୀ ରାଲିରେ ଯୋଗ…

ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ବାଲୁକା ଶିଳ୍ପୀ ମାନସଙ୍କ ବାଲୁକା କଳା

ପୁରୀ: ଆସନ୍ତାକାଲି ସୋମବାର ଆନ୍ତର୍ଜାତିକ ମହିଳା ଦିବସ । ଏଥରର ଥିମ୍ ରହିଛି ‘ଚୁଜ୍ ଟୁ ଚ୍ୟାଲେଞ୍ଜ’ ଅର୍ଥାତ୍ ଆହ୍ୱାନକୁ ବାଞ୍ଚନ୍ତୁ । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ବାଲୁକା କଳା ପ୍ରସ୍ତୁତ କରିଛନ୍ତି । ପୁରୀ ବେଳାଭୂମିର ବଳିଆପଣ୍ଡା ନିକଟରେ ମହିଳାଙ୍କୁ ସମ୍ମାନ…

ତୀବ୍ବତ ପହଞ୍ଚିଲା ଚୀନ୍ ବୁଲେଟ୍ ଟ୍ରେନ୍

ବେଜିଂ: ତୀବ୍ବତ ପହଞ୍ଚିଲା ଚୀନ୍ ବୁଲେଟ୍ ଟ୍ରେନ୍ । ଚୀନ୍ ଚଳିତବର୍ଷ ଜୁଲାଇ ମାସ ପୂର୍ବରୁ ଅଋଣାଚଳ ପ୍ରଦେଶ ସଲଗ୍ନ ଭାରତର ସୀମାବର୍ତ୍ତୀ କ୍ଷେତ୍ର ପାଖାପାଖି ତୀବ୍ବତ ପର୍ଯ୍ୟନ୍ତ ବୁଲେଟ୍‌ ଟ୍ରେନ୍‌ ସଞ୍ଚାଳନ ଆରମ୍ଭ କରିବ । ଏହା ଚୀନ୍‌ର ସମସ୍ତ ସୀମା ଲାଗି ହାଇସ୍ପିଡ ଟ୍ରେନ ସେବାର ଏକ…

ପଶ୍ଚିମବଙ୍ଗରେ ଜମୁଛି ପ୍ରଚାର, ସିଲିଗୁଡିରୁ ପଦଯାତ୍ରା ଆରମ୍ଭ କଲେ ମମତା

ସିଲିଗୁଡ଼ି : ବିଧାନସଭା ନିର୍ବାଚନ ଲାଗି ପଶ୍ଚିମବଙ୍ଗରେ ରାଜନୀତି ସରଗରମ । ବିଧାନସଭା ଦଖଲ ଲାଗି ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତା ବ୍ରିଗେଡ ମୈଦାନରେ ବିଶାଳ ଜନସମାବେଶ କରିଥିବା ବେଳେ, ଅନ୍ୟପଟେ ମମତା ବାନାର୍ଜୀ ସିଲିଗୁଡିରୁ ଆରମ୍ଭ କରିଛନ୍ତି ପଦଯାତ୍ରା । ଏହି…

ଦ୍ୱିତୀୟ ଡୋଜ୍ ଟିକା ନେବା ପରେ ଡାକ୍ତର କୋଭିଡ୍ ସଂକ୍ରମଣ ମାମଲା, ନେଗେଟିଭ୍ ଆସିଲା ମୂଳ ନମୁନା

ଭୁବନେଶ୍ୱର: ଦ୍ୱିତୀୟ ଡୋଜ୍ କୋଭିଡ୍ ଟିକା ନେବା ପରେ ଡାକ୍ତର କେମିତି ହେଲେ କରୋନା ସଂକ୍ରମିତ ? ଏହାକୁ ନେଇ ଖାଲି ରାଉରକେଲା କାହିଁକି ରାଜ୍ୟବାସୀଙ୍କ ଚିନ୍ତା ବଢ଼ି ଯାଇଥିଲା । କରୋନା ଟିକାର ଫଳପ୍ରଦତା ନେଇ ପ୍ରଶ୍ନ ବି ଉଠିଥିଲା । ଆଇଜିଏଚରେ ପରୀକ୍ଷା ପରେ କୋଭିଡ୍ ପଜିଟିଭ୍ ବାହାରିଥିବା…