Latest Odisha News

BREAKING NEWS

Yearly Archives

2021

ଆସାମ ନିର୍ବାଚନ : କଂଗ୍ରେସର ୪୦ ଜଣିଆ ପ୍ରାର୍ଥୀ ତାଲିକାରେ ଅଧା ନୂଆମୁହଁ

ଗୌହାଟୀ : ଆସାମରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ୪୦ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ । ଘୋଷଣା ହୋଇଥିବା ୪୦ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଅଧିକାଂଶ ନୂଆ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି କଂଗ୍ରେସ । ଆସନ୍ତା ମାର୍ଚ୍ଚ ୨୭ ତାରିଖରେ ଆସାମରେ ପ୍ରଥମ ପର୍ଯ୍ୟାୟରେ ୪୭ଟି…

ରାଜ୍ୟରୁ ଆଜି ସୁସ୍ଥ ହେଲେ ଆଉ ୯୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀ ଭିତରେ ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୯୦ ଆକ୍ରାନ୍ତ । ସମ୍ବଲପୁରରୁ ସର୍ବାଧିକ ୧୭ ଜଣ ସୁସ୍ଥ ହୋଇଥିବା ବେଳେ, ବରଗଡ଼ରୁ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ବାଲେଶ୍ବର, ସୁନ୍ଦରଗଡ଼ରୁ ୮ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ,…

ସହିଦ ପୋଲିସ ପରିବାର ବର୍ଗଙ୍କୁ ଭେଟିଲେ ଡିଜିପି, ବଣ୍ଡା ଆଦିବାସୀଙ୍କ ସହ କଲେ ଭାବ ବିନିମୟ

ଭୁବନେଶ୍ୱର: ପୋଲିସ ଡିଜି ଅଭୟ ଆଜି ଦିନିକିଆ ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଗସ୍ତରେ ଯାଇଥିଲେ । ୩ ଜିଲ୍ଲା ଗସ୍ତ ବେଳେ ପୋଲିସ ମହାନିର୍ଦ୍ଦେଶକ ବିଭିନ୍ନ ଥାନା ପରିଦର୍ଶନ କରିଛନ୍ତି । ରାୟଗଡ଼ାରେ ଡିଜିପି ସହିଦଙ୍କ ପରିବାରଙ୍କୁ ଭେଟିବା ସହ ବିଏସଏଫ, ସିଆରପିଏଫ୍, ଓଏସଏପି ଯବାନଙ୍କୁ…

ବଲିଉଡରେ ଅପସରା ରାନୀ, ମୁଭି ଡି-କମ୍ପାନୀରେ ନଜର ଆସିବେ ଆଇଟମ ଗାର୍ଲ, ଆଗାମୀ ୨୬ରେ ରିଲିଜ୍ ହେବ ଫିଲ୍ମ 

ଭୁବନେଶ୍ଵର: ଟଲିଉଡ ପରେ ଏବେ ବଲିଉଡରେ ପାଦ ଥାପିଛନ୍ତି ଅପସରା ରାନୀ । ମାର୍ଚ୍ଚ ୨୬ରେ ରାମଗୋପାଳ ବର୍ମାଙ୍କ ବଲିଉଡ ମୁଭି ଡି-କମ୍ପାନୀ ରିଲିଜ ହେବାକୁ ଯାଉଛି । ଓଡିଆ ଅଭିନେତ୍ରୀ ଅପସରାଙ୍କୁ ବଲିଉଡରେ ଡେବ୍ୟୁ କରାଇଛନ୍ତି ନିର୍ଦ୍ଦେଶକ ରାମୁ । ଏହି ମୁଭିରେ ଓଡିଆ ଅଭିନେତ୍ରୀଙ୍କ ଜଲୱା…

ପଶ୍ଚିମବଙ୍ଗରେ ମୋଦିଙ୍କ ମେଗା ରାଲୀ: କାଲା ହାତରୁ ଟିଏମସି ସାଫ୍

କୋଲକାତା: କୋଲକାତାର ଐତିହାସିକ ବ୍ରିଗେଡ ଗ୍ରାଉଣ୍ଡର ଆଜି ଆୟୋଜିତ ହୋଇଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରାଲୀ । ବିଜେପ ପାଇଁ ପ୍ରଚାର ଅବସରରେ ସେ ତାଙ୍କ ଭାଷଣରେ ଅନେକ ବଡ କଥା କହିଥିଲେ, ଆସନ୍ତୁ ଜାଣିବା ସେଗୁଡିକ କଣ ଥିଲା- ହମ ଦୋ ହମାରେ ଦୋ: କଂଗ୍ରେସର ବରିଷ୍ଠ ନେତା…

ରିଲିଜ ହେଲା ମ୍ୟୁଜିକ୍ ଭିଡିଓ ‘ରସିଆ ଟୋକା’

ଭୁବନେଶ୍ୱର: NGR ମିକ୍ସର ପ୍ରଥମ ମ୍ୟୁଜିକ୍ ଭିଡିଓ ‘ରସିଆ ଟୋକା’ ମୁକ୍ତିଲାଭ କରିଛି‌। ସୂର୍ଯ୍ୟମୟୀ ଏବଂ ରାଜ ରାଜେଶ ଅଭିନୀତ ଏହି ଆଲବମର ଗୀତଗୁଡ଼ିକୁ ଲୋକପ୍ରିୟ ଓଡିଆ ଗାୟକ ମଣ୍ଟୁ ଛୁରିଆ ଏବଂ ଅସିମା ପଣ୍ଡା ଗାଇଛନ୍ତି। ପ୍ରେମାନନ୍ଦ ମ୍ୟୁଜିକ ପ୍ରଦାନ କରିଥିବାବେଳେ ଗୀତଗୁଡ଼ିକ ନର୍ମଦା…

ଆସନ୍ତାକାଲିଠୁ ସଂସଦର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ : ଆସନ୍ତାକାଲିଠୁ ସଂସଦରେ ଆରମ୍ଭ ହେବ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । କୋଭିଡ୍‌ କଟକଣା ଭିତରେ ଆରମ୍ଭ ହେବ ବଜେଟ୍‌ ଅଧିବେଶନର ଦ୍ୱିତୀୟ ଭାଗ । ଏନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସୂଚନା ଦେଇଛନ୍ତି । ରାଜ୍ୟସଭା ସକାଳ ୯ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଚାଲିବାକୁ…

ଆଫ୍ରିଦିଙ୍କ ଜ୍ଵାଇଁ ହେବେ ଶାହିନ ଶାହା ଆଫ୍ରିଦି

ନୂଆଦିଲ୍ଲୀ: ଆଫ୍ରିଦିଙ୍କ ଜ୍ଵାଇଁ ହେବେ ଶାହିନ ଶାହା ଆଫ୍ରିଦି । ପାକିସ୍ତାନର ଅଲରାଉଣ୍ଡର ଶାହିଦ ଆଫ୍ରିଦିଙ୍କ ଝିଅ ଏବଂ ପାକିସ୍ତାନୀ କ୍ରିକେଟ୍ ଦଳର ଦ୍ରୁତ ବୋଲର ଶାହିନ ଶାହା ଆଫ୍ରିଦିଙ୍କ ବିବାହ ହେବାକୁ ଯାଉଛି । ଉଭୟ ପରିବାର ନିକାହ ପାଇଁ ସହମତି ପ୍ରକାଶ କରିଛନ୍ତି । ଶୀଘ୍ର ଶାହିନ ଓ…

କଲେଜ ଛାତ୍ରୀଙ୍କୁ ଲିଫ୍ଟ ଦେଇ ଅଧ୍ୟାପକ ଦୁଷ୍କର୍ମ କରିଥିବା ଅଭିଯୋଗ

ପୁରୀ: ଅଧ୍ୟାପକଙ୍କ ନାଁରେ ଅଭିଯୋଗ । କଲେଜରୁ ନେଇ ଘରେ ଛାଡ଼ି ଦେବାକୁ କହି ଅଧ୍ୟାପକ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଛନ୍ତି । ଏନେଇ ସମ୍ପୃକ୍ତ ଛାତ୍ରୀ ପୋଲିସର ଦ୍ୱାରସ୍ଥ ହୋଇଛି । ପୁରୀରେ ଗତ ଗୁରୁବାର ଏଭଳି ଘଟଣା ଘଟିଥିବା ବେଳେ ପୀଡ଼ିତା ରବିବାର ପୋଲିସର ଦ୍ୱାରସ୍ତ ହୋଇଛନ୍ତି । ପୁରୀ…

୯ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡି ଆଶଙ୍କା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡିଶାର ନଅଟି ଜିଲ୍ଲାରେ ମଧ୍ୟମ ଧରଣର କୁହୁଡି ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ପାଣିପାଗ ଏଜେନ୍ସିର କହିଛି ଯେ ଭଦ୍ରକ, ଯାଜପୁର, ଜଗତସିଂହପୁର , ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ଼ ଏବଂ…