Latest Odisha News

BREAKING NEWS

Yearly Archives

2021

କୁଳଡିହା ଜଙ୍ଗଲରେ ନିଆଁ ଲାଗିଥିବା ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲା କଂଗ୍ରେସର ସ୍ବତନ୍ତ୍ର ଦଳ 

ନୀଳଗିରି: କୁଳଡିହା ଅଭୟାରଣ୍ୟରେ ଲାଗିଛି ନିଆଁ । ଜଙ୍ଗଲ ବିଭାଗ ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ଜଙ୍ଗଲରେ ନିଆଁ ଲାଗିଥିବା ସ୍ଥିତି ଅନୁଧ୍ୟାନ ପାଇଁ କଂଗ୍ରେସର ସ୍ବତନ୍ତ୍ର ଦଳ କୁଳଡିହା ଜଙ୍ଗଲରେ ପହଞ୍ଚିଥିଲେ । ରାଜ୍ୟ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ,…

ନୂଆ ରୂପରେ ସଜେଇ ହେବ ବାରବାଟୀ ପଡିଆ, ଷ୍ଟାଡିୟମ

ଭୁବନେଶ୍ୱର: କଟକ ବାରବାଟୀ ଷ୍ଟାଡିୟମର ନବୀକରଣ ଆରମ୍ଭ ହୋଇଛି । ବାରବାଟୀର ପୁରୁଣା ପଡିଆ ବଦଳରେ ତିଆରି ହେବ ନୂତନ ଆଉଟଫିଲ୍ଡ । ବିସିସିଆଇ ଓ ଓସିଏ ଭିଜନ ୨୦୨୪ ଅଧୀନରେ ଏହି ପରିବର୍ତନ କରାଯାଉଛି । ସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ ହେବା ପାଇଁ ୩ମାସ ସମୟ ଏବଂ ୨କୋଟି ବ୍ୟୟ ଅଟକଳ ରଖାଯାଇଛି ।…

ମୁଖ୍ୟ ସଚିବଙ୍କ ଯାଜପୁର ଜିଲ୍ଲା ଗସ୍ତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ଯାଜପୁର: ଯାଜପୁର ଜିଲ୍ଲାରେ ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଜିଲ୍ଲାରେ ବିଭିନ୍ନ ମେଗା ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରାଯିବା ସହ ତାହାର ସୁଫଳ ଲୋକଙ୍କୁ ଯଥାଶୀଘ୍ର ମିଳିବା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ମୁଖ୍ୟ ସଚିବ । ରବିବାର ପୁର୍ବାହ୍ନରେ ଜିଲାକୁ ଦିନିକିଆ ଗସ୍ତରେ…

ଅବସର ନେଲେ ଓଡିଶା ପେସର ପ୍ରୀତମଜିତ

ଭୁବନେଶ୍ୱର: ଓଡିଶାର ବାମହାତୀ ପେସ ବୋଲର ପ୍ରୀତମଜିତ ଦାସ ରବିବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ସେ ତାଙ୍କ କ୍ୟାରିୟରରେ ୧୧ ପ୍ରଥମଶ୍ରେଣୀ ମ୍ୟାଚ(୨୫ ଉଇକେଟ), ୧୪ଲିଷ୍ଟ ଏ ମ୍ୟାଚ (୨୦ ଉଇକେଟ) ଓ ୧୫ ଟି୨୦ ମ୍ୟାଚ(୧୬ ଉଇକେଟ) ଖେଳିଛନ୍ତି । ୨୦୦୬ରେ ହିମାଚଳପ୍ରଦେଶ…

ଟିକ୍‌ରୀ ସୀମା ନିକଟରେ ଆଉ ଜଣେ ଚାଷୀଙ୍କ ଆତ୍ମହତ୍ୟା

ଚଣ୍ଡିଗଡ଼: ହରିୟାଣାର ହିସାର ଜିଲ୍ଲାର ଜଣେ କୃଷକ ରବିବାର ଦିନ ଟିକ୍‌ରୀ ସୀମାର ବିରୋଧ ସ୍ଥାନରୁ ପ୍ରାୟ ସାତ କିଲୋମିଟର ଦୂରରେ ଥିବା ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ କହିଛି ଯେ କେନ୍ଦ୍ରର ନୂତନ କୃଷି ନିୟମ ବିରୁଦ୍ଧରେ ଏହି ଆନ୍ଦୋଳନକୁ ସମର୍ଥନ କରୁଥିବା ୪୯…

ଶିକ୍ଷକ ଗାଳି କରିବାରୁ ସ୍କୁଲରୁ ବାହାରି ଶିକ୍ଷକଙ୍କୁ ଗୁଳି  କଲା ଦ୍ୱାଦଶ ଶ୍ରେଣୀ ଛାତ୍ର

ଗାଜିଆବାଦ: ଉତ୍ତରପ୍ରଦେଶ ଗାଜିଆବାଦରୁ ଏକ ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି । ଜଣେ ଛାତ୍ର ନିଜ ଶିକ୍ଷକଙ୍କୁ ଗୁଳି କରିଥିବା ଜଣାପଡିଛି । ଶିକ୍ଷକଙ୍କ ଜୀବନ ବଞ୍ଚିଯାଇଛି । ସେ ଆହତ ଅଛନ୍ତି । ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଆହତ ଶିକ୍ଷକଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା…

୯ ଏପ୍ରିଲରୁ  IPL ମହାସମର, ପ୍ରଥମରୁ କୋହଲି-ରୋହିତଙ୍କ ମଧ୍ୟରେ ଟକ୍କର

ନୂଆଦିଲ୍ଲୀ: ବାଜିଲା IPL ବିଗୁଲ । ୯ ଏପ୍ରିଲରୁ IPL ମହାସମର । ଆଇପିଏଲର ୧୪ତମ ସଂସ୍କରଣ ପାଇଁ ମ୍ୟାଚ୍‌ ସେଡ୍ୟୁଲ ଜାରି କରିଛି ବିସିସିଆଇ । ଆସନ୍ତା ଏପ୍ରିଲ ୯ ତାରିଖରେ ଚେନ୍ନାଇରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ମହାସମର । IPL ସିଜିନ୍‌ ୧୪ର ଫାଇନାଲ ମ୍ୟାଚ୍‌ ମେ ୩୦ ତାରିଖରେ…

ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’କୁ ନେଇ ବଢିଲା ଆଲିଆ ଏବଂ ଭନ୍‌ଶାଲୀଙ୍କ ଅଡୁଆ

ନୂଆଦିଳ୍ଲୀ: ସୂଚନା ଅନୁଯାୟୀ ଆଲିଆ ଭଟ୍ଟଙ୍କ ଅଭିନୀତ ଏବଂ ସଂଜୟ ଲୀଲା ଭନ୍‌ଶାଲୀଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର 'ଗଙ୍ଗୁବାଇ କାଠିଆୱାଡି'କୁ ନେଇ ଅଡୁଆ ବଢିଛି। ଏହି ଚଳଚ୍ଚିତ୍ରରେ ଆଲିଆ ଭଟ୍ଟଙ୍କୁ କାମାଠୀପୁରାର ନିବାସୀ ଏକ ବେଶ୍ୟା ମୁଖ୍ୟ ଭାବରେ ଚିତ୍ରଣ କରିଛନ୍ତି। ବର୍ତ୍ତମାନ…

ଶିଶୁକୁ କୋଳରେ ଧରି ଟ୍ରାଫିକ୍‌ ନିୟନ୍ତ୍ରଣ କରୁଛନ୍ତି ମହିଳା

ଚଣ୍ଡିଗଡ଼: ଚଣ୍ଡିଗଡ଼ର ରାସ୍ତାରେ ଜଣେ ଟ୍ରାଫିକ୍‌ ମହିଳା ତାଙ୍କ ଶିଶୁକୁ କୋଳରେ ଧରି ଯାତାୟାତକୁ ନିୟନ୍ତ୍ରଣ କରୁଥିବା ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ‌ହେଉଛି। ଏହି ସର୍ଟ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଅନେକ ସ୍ଥାନରୁ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି।…

କରୋନା ଟିକା ନେଲେ ଅଭିନେତା ଜିତେନ୍ଦ୍ର ଏବଂ ପତ୍ନୀ ଶୋଭା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ତଥା ନିର୍ମାତା ଜିତେନ୍ଦ୍ର ଏବଂ ପତ୍ନୀ ଶୋଭା କପୁରଙ୍କ ସହ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ଜିତେନ୍ଦ୍ରଙ୍କ ପୁଅ ଅଭିନେତା ତୁଷାର କପୁର ଏହି ଖବର ଘୋଷଣା କରିବାବେଳେ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ତାଙ୍କ ପିତାମାତାଙ୍କ ଫଟୋ ସେୟାର କରିଛନ୍ତି।…