ଟ୍ବିଟରର ପ୍ରଥମ ଟ୍ବିଟ୍ ନିଲାମ, ଜାଣନ୍ତୁ କ’ଣ ରହିଛି ଖାସ୍
ନ୍ୟୁୟର୍କ: ଟ୍ୱିଟର ମାଲିକ ଜ୍ୟାକ୍ ଡୋର୍ସିଙ୍କ ଦ୍ୱାରା ହୋଇଥିବା ସର୍ବପ୍ରଥମ ଟ୍ୱିଟ୍ ସ୍ୱତନ୍ତ୍ର ଡିଜିଟାଲ୍ ସିଗ୍ନେଚର ସହ ବିକ୍ରି ହେଉଛି।
ମାର୍ଚ୍ଚ ୨୦୦୬ ରେ ଡୋର୍ସିଙ୍କ ଆକାଉଣ୍ଟରୁ “Just setting up my twttr" ବୋଲି ପୋଷ୍ଟ କରାଯାଇଥିଲା।
ଏକ ଟ୍ୱିଟ୍ ନିଲାମ $ ୧,୦୦,୦୦୦ ଡଲାର…