Latest Odisha News

BREAKING NEWS

Yearly Archives

2021

ଆନ୍ଦୋଳନରତ ଏଏନଏମଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଥିବା ଏଏନଏମଙ୍କ ପାଇଁ ବଡ଼ ଖବର । ଯୋଗ୍ୟତା ଭିତ୍ତିରେ ଏଏନ୍‌ଏମ୍‌ଙ୍କୁ ନିଯୁକ୍ତି ଦିଆଯିବ । ଆନ୍ଦୋଳନରତ ଏଏନ୍‌ଏମ୍‌ଙ୍କ ସମ୍ପର୍କରେ ବିଧାନସଭାରେ ବିବୃତି ରଖି ଏକଥା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ କହିଛନ୍ତି, ଆନ୍ଦୋଳନରତ…

ବିଧାନସଭାରେ ଆତ୍ମହତ୍ୟା ଧମକ ଦେଲେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ

ଭୁବନେଶ୍ୱର: ରାଜ୍ୟରେ ମଣ୍ଡି ଅବ୍ୟବସ୍ଥାକୁ ନେଇ ଥମୁନି ରାଜନୀତି । ବିଧାନସଭାରେ ଆଜି ମଣ୍ଡିରେ ଧାନ ଉଠାଇବାକୁ ନେଇ ବିଜେପି ବିଧାୟକ ହୋ-ହାଲ୍ଲା କରିଛନ୍ତି । ମଣ୍ଡି ସମସ୍ୟା ପାଇଁ ବିଧାନସଭାରେ ଆତ୍ମହତ୍ୟା ଧମକ ଦେଇଛନ୍ତି ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ମଣ୍ଡିରୁ ତୁରନ୍ତ…

ଶାହାରୁଖ୍‌ଙ୍କ ସହ ଫିଲ୍ମ ‘ପଠାନ’ ସୁଟିଂରେ ବ୍ୟସ୍ତ ସଲ୍‌ମାନ; ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ: ବଲିଉଡ୍‌ର ଭାଇଜାନ୍‌ ସଲମାନ ଖାନ ଶାହରୁଖ ଖାନଙ୍କ ସହ ଅଭିନୟ କରୁଥିବା ଆଗାମୀ ଫିଲ୍ମ ପଠାନ ସେଟରେ ନଜର ଆସିଥିଲେ। ଯାହା ୟଶ ରାଜ ଫିଲ୍ମସ୍ ଦ୍ୱାରା ନିର୍ମିତ ଏବଂ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ। ଗୁରୁବାର ଦିନ YRF ଷ୍ଟୁଡିଓରେ ଫିଲ୍ମର ସୁଟିଂରେ…

ଏହି ଛାତ୍ରଛାତ୍ରୀଙ୍କ ଲାଗି ଖୋଲିବ ଜାମିଆ ମିଲିଆ ଇସଲାମିଆ

ନୂଆଦିଲ୍ଲୀ: ଆସନ୍ତା ସୋମବାର ଠାରୁ ଲାବୋରାଟୋରୀ ଓ୍ବର୍କ ପାଇଁ ଜାମିଆ ମିଲିଆ ଇସଲାମିଆ ପକ୍ଷରୁ ଗୁରୁବାର ଦିନ ଇଞ୍ଜିନିୟରିଂ ଏବଂ ନାଚୁରାଲ୍ ସାଇନ୍ସ ଡିପାର୍ଟମେଣ୍ଟର ରିସର୍ଚ୍ଚ ସ୍କଲାର ମାନଙ୍କୁ କ୍ୟାମ୍ପସକୁ ଫେରିବାକୁ ଅନୁମତି ଦିଆଯାଇଛି। ତେବେ ଛାତ୍ରଛାତ୍ରୀ ମାନଙ୍କୁ ସମ୍ପୃକ୍ତ…

କଟକରେ ହାତ ଗୋଡ ବାନ୍ଧି ଛାତ୍ରୀଙ୍କୁ ଜାଳି ଦେବା ଘଟଣାରେ ସନ୍ଦିଗ୍ଧ ଅଟକ, ପଚରାଉଚରା କରୁଛି ପୋଲିସ

କଟକ: କଲେଜ ଛାତ୍ରୀଙ୍କୁ ହାତଗୋଡ ବାନ୍ଧି ଜାଳି ଦେବାକୁ ଉଦ୍ୟମ ଘଟଣାରେ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏ ନେଇ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି । ସେପଟେ ଏହି ଘଟଣାରେ କିଛି ସନ୍ଦିଗ୍ଧଙ୍କୁ ପୋଲିସ ଲାଲବାଗ ଥାନାରେ ଅଟକ ରଖିଛି । ଗତକାଲି ମାନସିଂ…

ଲାଞ୍ଚୁଆ ଥାନା ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ, ଦଫା କାଟିବାକୁ ନେଉଥିଲେ ଲାଞ୍ଚ

ଢେଙ୍କାନାଳ: ଲାଞ୍ଚ ନେଉଥିଲେ ଥାନା ବାବୁ । ଧରିଲା ଭିଜିଲାନ୍ସ । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରି ପଡ଼ିଛନ୍ତି ଢେଙ୍କାନାଳ ଜିଲ୍ଲା ନିହଲ ପ୍ରସାହ ଥାନା ଆଇଆଇସି । ତାଙ୍କ ନାଁ ଚିତ୍ତରଞ୍ଜନ ବେହେରା । ଏକ ଯୌତୁକ ଜନିତ ମାମଲାରେ ୩୦୭ ଦଫା ଉଠାଇ ଦେବାକୁ ସେ ଲାଞ୍ଚ ମାଗିଥିଲେ । ୬ ହଜାର…

ପାକିସ୍ତାନକୁ ଲାଗିଲା ଝଟକା, ଗ୍ରେ ଲିଷ୍ଟରେ ଇସଲାମବାଦ

ଇସଲାମବାଦ: ପାକିସ୍ତାନକୁ ପୁଣି ଲାଗିଛି ଝଟକା। ପାକିସ୍ତାନ ଆର୍ଥିକ ଆକ୍ସନ୍ ଟାସ୍କ ଫୋର୍ସ (FATF ଗ୍ରେ ଲିଷ୍ଟରେ) ବାହାରିବାକୁ ଦୀର୍ଘଦିନ ଧରି ପ୍ରଚେଷ୍ଟା ଚଳାଇଥିଲା। ହେଲେ ଏବେ ଏହି ପ୍ରଚେଷ୍ଟା ବିଫଳ ହୋଇଛି। ବିଶ୍ୱ ଟେରର ଫଣ୍ଡିଂ ଉପରେ ନଜର ରଖୁଥିବା ସଂସ୍ଥା FATF ଏଭଳି ନିଷ୍ପତ୍ତି…

ଆଜି ଏହି ଚା‌‌ରୋଟି ରାଜ୍ୟ ପାଇଁ ମତଦାନ ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଭାରତର ନିର୍ବାଚନ ଆୟୋଗ ଆଜି ଚାରିଟି ରାଜ୍ୟ ଏବଂ ଏକ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ମତଦାନ ତାରିଖ ଘୋଷଣା କରିବେ। ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ପାଇଁ ମତଦାନ ତାରିଖ ଶୁକ୍ରବାର ଦିନ ୪.୩୦ ସମୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଇସି ଘୋଷଣା କରିବାର…

ଦିଲ୍ଲୀପ ବେହେରା ପାଇବେ କିଶୋରୀଚରଣ ପୁରସ୍କାର

କଟକ : ଯୁବ ଲେଖକ  ଦିଲ୍ଲୀପ ବେହେରା ପାନ୍ଥଶାଳା ଗଳ୍ପ ପୁସ୍ତକ ପାଇଁ ଚଳିତ ବର୍ଷର ମର୍ଯ୍ୟାଦାଜନକ କିଶୋରୀ ଚରଣ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ମାର୍ଚ୍ଚ ୧ ତାରିଖରେ ଆୟୋଜନ ହେବାକୁ ଥିବା କଥାକାର କିଶୋରୀ ଦାସଙ୍କ ୯୭ତମ ଜୟନ୍ତୀ କାର୍ଯ୍ୟକ୍ରମ ରେ ଏହି ସମ୍ମାନ ପ୍ରଦାନ କରାଯିବ।…

ରାଜ୍ୟରେ ବଢୁଛି ତାପମାତ୍ରା, ଭୁବନେଶ୍ୱର ସବୁଠୁ ଅଧିକ ଉତ୍ତପ୍ତ ସହର

ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଗୁରୁବାର ଦିନ ଭୁବନେଶ୍ୱର ଦେଶର ଉତ୍ତପ୍ତ ସହର ଭାବେ ରେକର୍ଡ କରିଥିଲା। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଅନୁଯାୟୀ ଆସନ୍ତା ଚାରିରୁ ପାଞ୍ଚ ଦିନ ମଧ୍ୟରେ ତାପମାତ୍ରା ଆହୁରି ବୃଦ୍ଧି ପାଇବ। ସେହିଭଳି ରାଜ୍ୟର…