ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ କେନ୍ଦ୍ର ରୋକିବା ନେଇ ବିଜେଡିର ପ୍ରତିବାଦ
ଭୁବନେଶ୍ୱର : କେନ୍ଦ୍ରର ବୈମାତୃକ ମନୋଭାବ ବିରୋଧରେ ବିଜେଡି ବିଧାୟକଙ୍କ ପ୍ରତିବାଦ ପଦଯାତ୍ରା । ଓଡିଶା ପ୍ରତି କେନ୍ଦ୍ରର ଅବହେଳା ବିରୋଧରେ ଆଜି ରାଜରାସ୍ତାକୁ ପୁଣି ଓହ୍ଲାଇଛି ବିଜୁ ଜନତା ଦଳ । ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବିଜେଡି କର୍ମୀମାନେ । ବିଜେପି ସାଂସଦଙ୍କ…