Latest Odisha News

BREAKING NEWS

Yearly Archives

2021

ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ, ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁର୍ଘଟଣାରୁ ବର୍ତ୍ତିଲେ ୧୦୪ ଯାତ୍ରୀ

ତିରୁବନନ୍ତପୁରମ୍‌:ଶାରଜାହରୁ କାଲୀକଟ ଯିବାକୁ ଥିବା ଏୟାର ଇଣ୍ଡିଆ ବିମାନ ତିରୁବନନ୍ତପୁରମ୍‌ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି । ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ବିମାନଟି ଜରୁରୀ ଅବତରଣ କରିଥିବା ସୂଚନା ମିଳିଛି । ତେବେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ…

ସମୟର ସାରାଂଶରେ କୃଷି

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଓଡିଶା କୃଷିପ୍ରଧାନ ରାଜ୍ୟ ଭାବେ ବେଶ ଜଣାଶୁଣା । ଧାନ ଫସଲରେ ଏକ ସ୍ୱତନ୍ତ୍ର ସ୍ଥାନ ସାରା ଦେଶରେ ଅକ୍ତିଆର କରିଛି ଓଡିଶା । ମୌସୁମୀ ବର୍ଷା ଉପରେ ଚାତକ ପରି ଅନେଇ ବସେ ଚାଷୀ । ବର୍ଷା ଆସିଲେ ଚାଷଜମି କର୍ଷଣ ହେବ…

ଶତ୍ରୁ ସଂହାର କରିବ ହେଲିନା ମିସାଇଲ୍‌, ରାଜସ୍ଥାନରେ ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ସରକାରଙ୍କ ଆତ୍ମନିର୍ଭର ଭାରତ ଅଭିଯାନର ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି । ହେଲିକପ୍ଟର୍‌ରୁ କ୍ଷେପଣ କରାଯାଉଥିବା ଅତ୍ୟାଧୁନିକ ଏଣ୍ଟି-ଟ୍ୟାଙ୍କ ଗାଇଡେଡ୍‌ ମିସାଇଲ୍ ହେଲିନାକୁ ରାଜସ୍ଥାନରେ ସଫଳ ପରୀକ୍ଷଣ କରାଯାଇଛି । ପୋଖରାନ୍‌ରେ ହୋଇଥିବା ଏହି ପରୀକ୍ଷଣରେ ହେଲିନା…

ଲୋକାର୍ପିତ ହେବ ଶଶିଭୂଷଣ ମହାନ୍ତିଙ୍କ ଦ୍ଵିତୀୟ ଗଳ୍ପ ସଂକଳନ

ଭୁବନେଶ୍ୱର : ଗାଳ୍ପିକ ଶଶିଭୂଷଣ ମହାନ୍ତିଙ୍କ ଦ୍ଵିତୀୟ ଗଳ୍ପ ସଂକଳନ ତୃଷ୍ଣାର ଲୋକାର୍ପଣ ଉତ୍ସବ ସହୀଦ ନଗର ସ୍ଥିତ ବିଷ୍ଣୁ ମନ୍ଦିରରେ ୨୦ ତାରିଖରେ ଅନୁଷ୍ଠିତ ହେବ ବୋଲି ଏଥେନା ବୁକ୍ସ ତରଫରୁ ସୂଚନା ଦିଆଯାଇଛି। ଏହି ଲୋକାର୍ପଣ ଉତ୍ସବରେ କବି ଲୋକମଣି ଓଝା, ମୁଖ୍ୟ ଅତିଥି ଭାବରେ…

ଏହି ଦିନ ରିଲିଜ କରିବ ଅକ୍ଷୟ କୁମାରଙ୍କ ଥ୍ରୀଲର୍‌ ମୁଭି ‘ବେଲବଟମ୍’

ନୂଆଦିଲ୍ଳୀ: ଅକ୍ଷୟ କୁମାରଙ୍କ ଆଗାମୀ ଥ୍ରୀଲର ମୁଭି 'ବେଲବଟମ୍' ର ରିଲିଜ୍ ତାରିଖ ଘୋଷଣା ହୋଇଛି। ଏଥିରେ ଅକ୍ଷୟଙ୍କୁ ଏକ ଏଜେଣ୍ଟ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମ ମେ ୨୮ ରେ ରିଲିଜ କରିବ। ୧୯୮୦ ଦଶକରେ ବିମାନ ଅପହରଣର କାହାଣୀ ଉପରେ ଫିଲ୍ମ ବେଲବଟମ୍ ଆଧାରିତ।…

ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ବୈଦ୍ୟୁତିକ ଯାନ ବ୍ୟବହାର ବାଧ୍ୟତାମୂଳକ ହେବା ଉଚିତ; ନିତିନ ଗଡକରୀ

ନୂଆଦିଲ୍ଲୀ: ପରିବହନ ମନ୍ତ୍ରୀ ନିତିନ ଗଡକରୀ ଶୁକ୍ରବାର ଦିନ ସରକାରୀ ମନ୍ତ୍ରଣାଳୟ ଏବଂ ବିଭାଗର ସମସ୍ତ ଅଧିକାରୀଙ୍କ ପାଇଁ ବୈଦ୍ୟୁତିକ ଯାନ ବ୍ୟବହାରକୁ ବାଧ୍ୟତାମୂଳକ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି। ପରିବାରମାନଙ୍କୁ ରନ୍ଧନ ଗ୍ୟାସ କିଣିବା ପାଇଁ ସହାୟତା ଦେବା ପରିବର୍ତ୍ତେ…

ଗଳ୍ପ : ଦେହପୋଡିର ଦୃଶ୍ୟ

ସଚ୍ଚିଦାନନ୍ଦ କର  ମୁଁ ତୁହାକୁତୁହା ଅଣନିଃଶ୍ବାସୀ ହେଉଥିଲି।ମୋ ଆଶଙ୍କା ଝାଳନାଳରେ ଲହୁଲୁହାଣ ହେଉଥିଲା।ଅସ୍ଥିରତା ଏମିତି ଶୀର୍ଷକୁ ଚାଲି ଯାଉଥିଲା ଯେ ମୁଁ ତା' ଦେହରେ ନିଆଁ ଲଗେଇ ତାକୁ ପୋଡି ମାରିଦେବାକୁ ଇଚ୍ଛା କରୁଥିଲି। ମୋର ଯେତେ ସବୁ ଅଶ୍ବସ୍ତି,ଲୁହ ଓ ଯନ୍ତ୍ରଣାର ସେ ହିଁ…

ଲାଲ ସଙ୍କେତରେ ସେନସେକ୍ସ, ନିଫ୍ଟି କାରବାର ହ୍ରାସ

ନୂଆଦିଲ୍ଲୀ:ସେୟାର ବଜାରରେ ଫ୍ଲାଟ୍ ଆରମ୍ଭ । ସେୟାର ବଜାରରେ କାରବାର ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି । ଚଳିତ ସପ୍ତାହର ଆରମ୍ଭରେ ବିଏସଇ ସେନସେକ୍ସ ୫୨ ହଜାର ପାର କରିବା ପରେ ପରବର୍ତ୍ତି ଦିନମାନଙ୍କରେ ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି ।  ଶୁକ୍ରବାର କାରବାରର ଶେଷ ଦିନରେ…

ସାହିତ୍ୟ ଏକାଡେମୀ ପୁସ୍ତକ ବିକ୍ରୟ କେନ୍ଦ୍ର ଉଦଘାଟିତ

ଭୁବନେଶ୍ୱର : ରାଜ୍ୟ ସଂଗ୍ରହାଳୟ ପରିସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁସ୍ତକ ବିକ୍ରୟ କେନ୍ଦ୍ର ପ୍ରଖ୍ୟାତ କବି ରମାକାନ୍ତ ରଥଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଡ. ବିଜୟାନନ୍ଦ ସିଂହଙ୍କ ସଭାପତିତ୍ୱରେ ଏକ ସାହିତ୍ୟ ସଭା ଆୟୋଜିତ ହୋଇଥିଲା। ଆଜିର ଡିଜିଟାଲ ଯୁଗରେ ବହି…

ମଣିଷଙ୍କ ନିକଟରେ କରୋନା ବିସ୍ତାର କରିବାର ଏକ ପ୍ରମୁଖ କାରଣ ହୋଇପାରେ ଠେକୁଆ; ‘ହୁ’

ନୂଆଦିଲ୍ଲୀ: ମହାମାରୀର ମୂଳ ଅନୁସନ୍ଧାନ କରୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ଚାଇନାର ଉହାନ ବଜାରରେ ବିକ୍ରି ହୋଇଥିବା ବ୍ୟାଜର୍ ଏବଂ ଠେକୁଆ ଯୋଗୁ କରୋନାଭାଇରସ୍ ମାନବଙ୍କ ନିକଟକୁ ବିସ୍ତାର କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଇପାରେ।…