Latest Odisha News

BREAKING NEWS

Yearly Archives

2021

ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ ଦେଶରେ ପରିଣତ ହେଲା ବାର୍ବୋଡସ

ବ୍ରିଜଟାଉନ: ଦୀର୍ଘ ୪୦୦ ବର୍ଷ ପରେ ବାର୍ବୋଡସ ସମ୍ପୂର୍ଣ୍ଣ ଭାବେ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଛି । ମଙ୍ଗଳବାର ମହରାଣୀ ଏଲିଜାବେଥଙ୍କ ଶାସନ ଏଠାରେ ସମାପ୍ତ ହୋଇଛି । ୧୯୬୬ରେ ବାର୍ବୋଡସକୁ ସ୍ୱାଧୀନ ଘୋଷଣା କରାଯାଇଥିଲେ ମଧ୍ୟ ରାଣୀ ଏଲିଜାବେଥ ସର୍ବେସର୍ବା ଥିଲେ । ଏଥିନେଇ ଆୟୋଜିତ…

[ଭିଡିଓ] ରଣବୀର କପୁର ଓ ଆଲିୟା ଭଟ୍ଟଙ୍କ ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଯୋଡି ରଣବୀର କପୁର ଓ ଆଲିୟା ଭଟ୍ଟ । ଦୁହେଁ ଦୁହିଁଙ୍କ ପ୍ରେମରେ ମସଗୁଲ ଥିଲାବେଳେ ଆସନ୍ତାବର୍ଷ ବିବାହ କରିବାକୁ ଯାଉଛନ୍ତି । ଅନେକ ସମୟରେ ଏହି ଦୁଇଜଣ ଏକାଠି ନଜର ଆସିଥାନ୍ତି । ତେବେ ନିକଟରେ ଏହି ପ୍ରେମୀ ଯୁଗଳଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍…

ମମିତା ମେହେର ହତ୍ୟା ମାମଲା, ତଦନ୍ତ ତଦାରଖ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍

ଭୁବନେଶ୍ବର : ମମିତା ମେହେର ହତ୍ୟା ମାମଲାରେ ଆଗେଇବ ତଦନ୍ତ । ମାମଲାରେ ତଦନ୍ତ ପ୍ରକ୍ରିୟାର ତଦାରଖ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଏବିଏସ୍ ନାଇଡୁ । ତଦନ୍ତ ପ୍ରକ୍ରିୟାରେ ସ୍ବଚ୍ଛତା ଓ ପାରଦର୍ଶିତା ଆଣିବା ପାଇଁ ହାଇକୋର୍ଟଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସରକାର । ଏଥିରେ ଜଣେ କାର୍ଯ୍ୟରତ…

କଟକ ରେଲୱେ ଷ୍ଟେସନରେ ଆତଙ୍କବାଦୀ ନିପାତର ଡେମୋ

କଟକ : ବନ୍ଧୁକ ଧରି ରେଳଷ୍ଟେସନ ପରିସରରେ ସଜାଗ୍ ଅଛନ୍ତି ଯବାନ । ଆତଙ୍କବାଦୀଙ୍କୁ ମାତ୍ ଦେବା ପାଇଁ ଏମାନଙ୍କ ପ୍ରତିଟି ମୂହୁର୍ତ୍ତ ହୋଇପଡିଛି ଗୁରୁତ୍ୱପୂର୍ଣ୍ଣ । ଯାତ୍ରୀଙ୍କୁ ଆତଙ୍କବାଦୀଙ୍କ କବଳରୁ ରକ୍ଷା କରିବା ପାଇଁ ତୀକ୍ଷ୍ଣ ନଜର ରଖିଛି ପୋଲିସ ବା ଓସଓଜିର ଯବାନ ମାନେ । କଟକ…

୭ମ ଥର ପାଇଁ ବ୍ୟାଲନ ଡିଓର ପୁରସ୍କାର ଜିତିଲେ ମେସି

ନୂଆଦିଲ୍ଲୀ: ଆର୍ଜେଂଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସୀ କ୍ୟାରିୟରରେ ୭ମ ଥର ପାଇଁ ସମ୍ମାନଜନକ ବ୍ୟାଲନ ଡିଓର ପୁରସ୍କାର ଜିତିଛନ୍ତି । ଏହା ପୂର୍ବରୁ ସେ ୨୦୦୯, ୨୦୧୦, ୨୦୧୧, ୨୦୧୨, ୨୦୧୫ ଓ ୨୦୧୯ରେ ଏହି ପୁରସ୍କାର ଜିତି ସାରିଛନ୍ତି । ଗତ ସିଜନରେ ମେସି ବାର୍ସିଲୋନା ପାଇଁ ୪୮…

ଆସିଲା ଡିସେମ୍ବର ଗାଇଡଲାଇନ୍, ଜିରୋ ନାଇଟ୍ ସେଲିବ୍ରେସନ ମନା

ଭୁବନେଶ୍ବର : କରୋନା ଭୂତାଣୁକୁ ନେଇ ଭୟ ଥମି ନଥିବା ବେଳେ, ଏବେ ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କିତ ହେଲେଣି ଲୋକେ । ଏଭଳି ସ୍ଥିତିରେ ରାଜ୍ୟରେ ଲାଗୁ ହୋଇଛି ଡିସେମ୍ବର ମାସର କୋଭିଡ ଗାଇଡଲାଇନ୍ । ନୂଆ ଗାଇଡଲାଇନ ଅନୁସାରେ ଜିରୋ ନାଇଟ୍ ସେଲିବ୍ରେସନକୁ ମନା କରାଯାଇଛି । ଏନେଇ…

[ଭିଡ଼ିଓ] ସମୁଦ୍ରରେ ସମରାଭ୍ୟାସ ସାଗର କବଚ-୨୦୨୧

ପାରାଦୀପ: ଆରମ୍ଭ ହୋଇଛି ଦୁଇଦିନିଆ ସମରାଭ୍ୟାସ ସାଗର କବଚ-୨୦୨୧। ଜଳପଥକୁ ସୁରକ୍ଷା ଓ ବିପଦ ସମୟରେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ସମୁଦ୍ରରେ ଚାଲିଛି କସରତ । ସମରାଭ୍ୟାସରେ କୋଷ୍ଟଗାର୍ଡ, ମତ୍ସ୍ୟ ବିଭାଗ, ମେରାଇନ ପୋଲିସ ସମେତ ୧୮ ରୁ ଉର୍ଦ୍ଧ୍ବ ବିଭାଗ ହୋଇଛନ୍ତି ସାମିଲ…

ରାଉରକେଲାରେ ନିର୍ମଣାଧୀନ ହକି ଷ୍ଟାଡିୟମର ଅନୁଧ୍ୟାନ କଲେ କ୍ରୀଡ଼ା ମନ୍ତ୍ରୀ ଓ ସଚିବ

ରାଉରକେଲା : ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ବିର୍ସା ମୁଣ୍ଡା ଫୁଟବଲ ଷ୍ଟାଡିୟମ ଏବଂ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା । ତାଙ୍କ ସହ କ୍ରୀଡ଼ା ଓ ଯୁବ ସେବା ବିଭାଗର…

ଆସନ୍ତାକାଲିଠୁ କୋଣାର୍କ ମହୋତ୍ସବ, ଅନୁଷ୍ଠିତ ହେଲା ସାଇକ୍ଲୋଥନ୍

କୋଣାର୍କ : ଆସନ୍ତାକାଲିଠୁ ଆରମ୍ଭ ହେବ କୋଣାର୍କ ମହୋତ୍ସବ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜୋରଦାର ପ୍ରସ୍ତୁତି କରିଛି ପର୍ଯ୍ୟଟନ ବିଭାଗ । ଏହି ଅବସରରେ କୋଣାର୍କ ପ୍ରେସ କ୍ଲବ ପକ୍ଷରୁ ‘ମୋ କୋଣାର୍କ, ମୋ ଗର୍ବ’ ବାର୍ତ୍ତା ନେଇ ସାଇକ୍ଲୋଥନ୍ ଅନୁଷ୍ଠିତ ହୋଇଛି । କୋଣାର୍କ…

ତାଲିବାନ କ୍ଷମତାକୁ ଆସିବା ପରେ କୁଆଡେ ଗଲେ ୧୦୦ରୁ ଊର୍ଦ୍ଧ୍ୱ ପୋଲିସ ଅଫିସର!

କାବୁଲ: ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ୧୦୦ରୁ ଊର୍ଦ୍ଧ୍ୱ ପୋଲିସ ଓ ଗୋଇନ୍ଦା ଅଫିସର ନିଖୋଜ ଅଛନ୍ତି । ସେମାନଙ୍କୁ ତାଲିବାନୀମାନେ ମାରି ଦେଇଥିବା ଆଶଙ୍କା କରାଯାଉଛି । ହ୍ୟୁମାନ୍ସ ରାଇଟ ୱାଚ ମଙ୍ଗଳବାର ଏକ ରିପୋର୍ଟରେ ଏହା ଉଲ୍ଲେଖ କରିଛି । ସମୂହ ଆତ୍ମସମର୍ପଣ ପରେ…