ମଧ୍ୟପ୍ରଦେଶ ସିଦ୍ଧିରେ ବଡ଼ ଦୁର୍ଘଟଣା: କେନାଲରେ ଖସିପଡ଼ିଲା ଯାତ୍ରୀବାହୀ ବସ
ଭୋପାଳ: ଆଜି ସକାଳେ ମଧ୍ୟପ୍ରଦେଶରେ ଏକ ବଡ଼ ଦୁର୍ଘଟଣା ଘଟିଛି। ୫୪ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ସିଦ୍ଧିର ଏକ କେନାଲରେ ଖସିପଡିଥିଲା। ବର୍ତ୍ତମାନ ସୁଦ୍ଧା କେନାଲରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଛି। ରେୱା-ସିଦ୍ଧ ସୀମାନ୍ତରେ ଥିବା ଚୁହିଆଗାଟୀରେ ଏହି ଦୁର୍ଘଟଣା ଘଟିଛି।
ଏହା ହେଉଛି…