କବିତା : ମା’ ହଂସ ବାହିନୀ
ସାଧନା ପଣ୍ଡା
ଶାରଦା ବରଦା ମାତା
ଜୟ ବୀଣାପାଣି
ପୂଜା ପାଉ ଶ୍ରୀପଞ୍ଚମେ
ମା' ହଂସ ବାହିନୀ ।।
ବିଦ୍ୟା ଦାତ୍ରୀ ଅଟୁ ତୁହି
ସିଦ୍ଧି ପ୍ରଦାୟିନୀ
ତୋ' ଦୟାରେ ମୁର୍ଖ ହୁଏ
ପଣ୍ଡିତରେ ଗଣି ।।
ଆଶିଷ ତୋ' ଦୂର କରେ
ଅଜ୍ଞାନ ତିମିର
ଜଗତେ ବିଦିତ ତୁହି
ଜ୍ଞାନ ର ଭଣ୍ଡାର ।।…