କୃଷି ଆଇନ ବିରୁଦ୍ଧରେ ଭୁଲ ତଥ୍ୟ ପ୍ରସାର କରୁଥିବା ଆକାଉଣ୍ଟ ବ୍ଲକ୍ ପାଇଁ ପ୍ରସ୍ତୁତ ଟ୍ୱିଟର
ନୂଆଦିଲ୍ଲୀ: ନୂତନ କୃଷି ଆଇନ ବିରୁଦ୍ଧରେ କୃଷକ ସଂଗଠନର ବିରୋଧ ସଂପର୍କରେ “ଭୁଲ ତଥ୍ୟ ଏବଂ ଉତ୍ତେଜନାମୂଳକ ବିଷୟବସ୍ତୁ” ପ୍ରସାରଣ ଅଭିଯୋଗରେ ଟ୍ୱିଟର କେନ୍ଦ୍ର ଦ୍ୱାରା ଆଦେଶ ଦିଆଯାଇଥିବା ଆକାଉଣ୍ଟଗୁଡିକୁ ହଟାଇବା ଆରମ୍ଭ କରିଛି। ଟ୍ୱିଟର ଏହା ମଧ୍ୟ କହିଛି ଯେ କ୍ଷତିକାରକ ବିଷୟବସ୍ତୁ ଧାରଣ…