Latest Odisha News

BREAKING NEWS

Yearly Archives

2021

ଅଶ୍ୱୀନଙ୍କ ଆଉ ଏକ ଉପଲବ୍ଧି: ହରଭଜନଙ୍କ ରେକର୍ଡ ଭାଙ୍ଗିଲେ

କାନପୁର: ନ୍ୟୁଜିଲାଣ୍ଡ ବିପକ୍ଷ କାନପୁର ଟେଷ୍ଟରେ ଭାରତୀୟ କ୍ରିକେଟ ଦଳର ସିନିୟର ସ୍ପିନ ବୋଲର ରବିଚନ୍ଦ୍ରନ ଅଶ୍ୱୀନ ଆଉ ଏକ ଉପଲବ୍ଧି ହାସଲ କରିଛନ୍ତି । ସେ ଟେଷ୍ଟ କ୍ରିକେଟରେ ଭାରତ ପକ୍ଷରୁ ତୃତୀୟ ବୋଲର ଭାବେ ସର୍ବାଧିକ ଉଇକେଟ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ହରଭଜନ ସିଂଙ୍କ ୪୧୭…

ହଟ୍ଟଗୋଳ ଭିତରେ ୩ କୃଷି ଆଇନ ପ୍ରତ୍ୟାହାର ବିଲ୍ ଲୋକସଭାରେ ପାରିତ

ଦିଲ୍ଲୀ :ଲୋକସଭାରେ ପାରିତ ହେଲା ୩ କୃଷି ଆଇନ ପ୍ରତ୍ୟାହାର ବିଲ୍। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଏହି ଉଚ୍ଚେଦ ବିଲକୁ ପାରିତ କରାଯାଇଛି। ବାଚନିକା ଭୋଟରେ ବିଲ୍ ପାରିତ ନେଇ ବିଚସ୍ପତି ଓମ୍ ବିର୍ଲା ଘୋଷଣା କରିଛନ୍ତି। ଏହା ସହ ଗୃହକୁ ମଧ୍ୟାହ୍ନ ୨ ଟା ଯାଏଁ ସ୍ଥଗିତ ରଖାଯାଥିଲା ।…

୬୪ଟି ରୂପାନ୍ତରିତ ହାଇସ୍କୁଲକୁ ଅନଲାଇନ୍ ମାଧ୍ୟମରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଯାଜପୁର: ଆଜି ଯାଜପୁର ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ ହୋଇଥିବା ୬୪ଟି ରୂପାନ୍ତରିତ ହାଇସ୍କୁଲକୁ ଅନଲାଇନ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ । ଅପରାହ୍ନରେ ହେବାକୁ ଥିବା ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।…

[ଭିଡ଼ିଓ] ନାବାଳିକା ଅପହରଣ ଘଟଣା, ନ୍ୟାୟ ପାଇଁ ଧାରଣାରେ ପରିବାର

ଭଦ୍ରକ : ଭଦ୍ରକ ଧୁଷୁରୀ ନାବାଳିକା ଅପହରଣ ଘଟଣା । ନ୍ୟାୟ ପାଇଁ ଧାରଣାରେ ନାବାଳିକା ପରିବାର । ଝିଅ ଅପହରଣ ଘଟଣାର ୮ମାସ ବିତିଗଲାଣି । ହେଲେ ଝିଅର ଏଯାଏ ପତ୍ତା ମିଳୁନି । ସେହି ଗାଁର ଜଣେ ଯୁବକ ଝିଅକୁ ଏକତରଫା ପ୍ରେମ କରୁଥିବା ବେଳେ ଅନିଚ୍ଛା ପରେ ବି ଅପହରଣ କରିନେଇଥିବା ଅଭିଯୋଗ…

ଡିସେମ୍ବର ୧ ରୁ ୩୧ ତାରିଖ ଯାଏଁ ବିଧାନସଭା ଅଧିବେସନ,୫ ଘଣ୍ଟା ଚାଲିବ ଗୃହ : ବାଚସ୍ପତି

ଭୁବନେଶ୍ୱର : ଦିନକ ପରେ ଆରମ୍ଭ ହେବ ଶୀତକାଳୀନ ଅଧିବେସନ। ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ବସିଥିଲା। ବାଚସ୍ପତି ଅକ୍ଷତାରେ ଏହି ବୈଠକ ବସିଥିଲା। ଏହି ସର୍ବଦଳୀୟ ବୈଠକ ସରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ସେ କହିଛନ୍ତି ଡିସେମ୍ବର ୧ରୁ ୩୧ ତାରିଖ…

ଓମିକ୍ରନ ଭ୍ୟାରିଆଣ୍ଟ କେତେ ପ୍ରଭାବିତ ଏହାକୁ ନେଇ ନିର୍ଦ୍ଧିଷ୍ଟ ସୂଚନା ଆସିନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ନୂଆ ଭ୍ୟାରିଆଣ୍ଟ ଉପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହୁଛି ନୂଆ ଭ୍ୟାରିୟଣ୍ଟ ଉପରେ ଅଧିକ ଷ୍ଟଡ଼ି କରିବା ପାଇଁ ଆମକୁ କିଛି ସମୟ ଦରକାର । ଏହାର ସଂକ୍ରମଣ କରିବାର କ୍ଷମତା କେତେ ଅଧିକ,…

ପରଲୋକରେ ଜଣାଶୁଣା କୋରିଓଗ୍ରାଫର୍ ଶିବା ଶଙ୍କର

ଭୁବନେଶ୍ୱର: ଆଉ ନାହାଁନ୍ତି ଟଲିଉଡର ଜଣାଶୁଣା କୋରିଓଗ୍ରାଫର୍ ଶିବା ଶଙ୍କର । ଗତକାଲି ହାଇଦ୍ରାବାଦରେ ତାଙ୍କର ନିଧନ ହୋଇଛି । ଦୀର୍ଘଦିନ ଧରି କରୋନାରେ ସଂକ୍ରମିତ ହୋଇ ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ସ୍ୱାସ୍ଥ୍ୟାବସ୍ଥାରେ ଜଟିଳତା ଦେଖାଯିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି…

କଳାହାଣ୍ଡିରେ ବଢ଼ୁଛି ବେଆଇନ ରନ୍ଧା ମଦ କାରବାର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବେଆଇନ ଦେଶୀ ରନ୍ଧା ମଦ କାରବାର ଦିନକୁ ଦନ ବୃଦ୍ଧି ପାଉଛି । ଗ୍ରାମାଞ୍ଚଳ ଓ ଶ୍ରମିକ ଶ୍ରେଣୀର ଲୋକେ ହାତ ରନ୍ଧା ମଦ ବିପୁଳ ମାତ୍ରାରେ ବ୍ୟବହାର କରୁଛନ୍ତି । ରନ୍ଧା ମଦର ଡ଼ିଗ୍ରୀ ଓ ଏହାର ରନ୍ଧନ ପ୍ରକ୍ରିୟା ସଠିକ୍ ହେଉନଥିବାରୁ ଏହା ଯେତେ ବିଷାକ୍ତ…

ସରିଲା ନିର୍ବନ୍ଧ, ଆସନ୍ତା ବର୍ଷ ବିବାହ କରିବେ କ୍ରିକେଟର୍ ସାର୍ଦୁଲ୍ ଠାକୁର

ଭୁବନେଶ୍ୱର: ନିଜ ପ୍ର୍ରେମିକା ସହ ନିର୍ବନ୍ଧ କଲେ ଭାରତୀୟ କ୍ରିକେଟ ଦଳର ପେସ୍ ବୋଲର ସାର୍ଦୁଲ୍ ଠାକୁର । ଟି୨୦ କ୍ରିକେଟ୍ ବିଶ୍ୱକପ ସ୍କ୍ୱାର୍ଡରେ ଥିବା ସାର୍ଦୁଲଙ୍କୁ ଏବେ ବିଶ୍ରାମ ଦିଆଯାଇଛି । ଏହି ସମୟ ଭିତରେ ସାର୍ଦୁଲ ନିର୍ବନ୍ଧ କରିବାକୁ ନିଷ୍ପତ୍ତି ନେଇଥିଲେ । ଦୀର୍ଘ ବର୍ଷ ଧରି…

ଡିସେମ୍ବର ୧ରୁ କରୋନା କଟକଣା ମଧ୍ୟରେ କୋଣାର୍କ ମହୋତ୍ସବ ଆରମ୍ଭ ହେବ ,ସଜେଇ ହେଲାଣି ରଙ୍ଗମଞ୍ଚ

କୋଣାର୍କ : କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ଡିସେମ୍ବର ୧ ତାରିଖରୁ କୋଣାର୍କ ମହୋତ୍ସବ ଓ ଅନ୍ତର୍ଜାତୀୟ ବାଲୁକାକଳା ଉତ୍ସବ ଆରମ୍ଭ ହେବ। ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ , ଚନ୍ଦ୍ରଭାଗା ବେଳେଭୂମିରେ ଆନ୍ତର୍ଜାତୀୟ ବାଲୁକାକଳା ଉତ୍ସବ ନିମନ୍ତେ ସମସ୍ତ ପ୍ରସ୍ତୁତି…