Latest Odisha News

BREAKING NEWS

Yearly Archives

2021

ଆରଆଇଙ୍କ ଘରେ ଆଉ ଥରେ ଭିଜିଲାନ୍ସ ରେଡ୍

ପୁରୀ : ପୁରୀର ଆରଆଇ ବସନ୍ତ ମହାନ୍ତିଙ୍କର ଆଉ ଏକ ଘରେ ରେଡ୍ କରିଛି ଭିଜିଲାନ୍ସ । ପୂର୍ବରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବସନ୍ତଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ବସନ୍ତଙ୍କ ଘରୁ ଦେଢ଼ କୋଟିରୁ ଅଧିକ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ପୂର୍ବରୁ ବସନ୍ତଙ୍କ ପୁରୀ…

ଚାଷୀଙ୍କ ଚକା ଜାମକୁ ସମର୍ଥନ ଜଣାଇ ରାଜରାସ୍ତାକୁ ଓହ୍ଲାଇବ ରାଜ୍ୟ କଂଗ୍ରେସ

ଭୁବନେଶ୍ବର: ଚାଷୀ ସଂଗଠନର ଦେଶବ୍ୟାପୀ ଚକା ଜାମ୍ ଆନ୍ଦୋଳନକୁ ସମର୍ଥନ ଜଣାଇଲା ଏଆଇସିସି । ଫଳରେ ଚାଷୀମାନଙ୍କର ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି ରାଜ୍ୟ କଂଗ୍ରେସ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳ ପକ୍ଷରୁ ଏଭଳି…

୧୮ମାସ ପରେ ଜମ୍ମୁ-କାଶ୍ମୀରରେ ଉପଲବ୍ଧ ହେଲା 4-G ଇଣ୍ଟରନେଟ୍

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଫୋର-ଜି ଇଣ୍ଟନେଟ୍‌ ସେବା ଉପଲବ୍ଧ କରାଯାଇଛି । ଜମ୍ମୁ-କାଶ୍ମୀର ମୁଖ୍ୟ ଶାସନ ସଚିବ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ଫଳରେ  ପ୍ରାୟ ୧୮ ମାସ ପରେ ରାଜ୍ୟରେ ଲୋକେ ପୁଣି ଥରେ ଏହି ସେବା ପାଇଛନ୍ତି ।  ଅଗଷ୍ଟ ୨୦୧୯ରେ ଜମ୍ମୁ-କାଶ୍ମୀରରୁ ସ୍ୱତନ୍ତ୍ର…

ୟୁପିଏସସି ପରୀକ୍ଷାର୍ଥୀଙ୍କୁ ମିଳିବ ଆଉ ଏକ ସୁଯୋଗ

ନୂଆଦିଲ୍ଲୀ : ୟୁପିଏସସି ଆଶାୟୀଙ୍କୁ ମିଳିବ ଆଉ ଏକ ସୁଯୋଗ । ଗତ ବର୍ଷ କରୋନା କାରଣରୁ ୟୁପିଏସସି ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଆଶାୟୀଙ୍କୁ ମିଳିବ ଆଉ ଏକ ସୁଯୋଗ । ଯେଉଁମାନଙ୍କ ପାଇଁ ୨୦୨୦ ମସିହାର ୟୁପିଏସସି ପରୀକ୍ଷା ଶେଷ ସୁଯୋଗ ଥିଲା, ସେମାନେ ଆଉ ଏକ ସୁଯୋଗ ପାଇବେ । ଏ ନେଇ…

ଆସନ୍ତାକାଲିଠୁ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା

ଭୁବନେଶ୍ବର : ଆସନ୍ତାକାଲିଠୁ ରାଜ୍ୟରେ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା । ସାରା ରାଜ୍ୟରେ ପୋଲିସଙ୍କୁ ଦିଆଯିବ କରୋନା ଟିକା । ପ୍ରଥମେ ପୋଲିସ ଡିଜି ଅଭୟ ଟିକା ନେବେ । ଏହାପରେ ଅନ୍ୟ ବରିଷ୍ଠ ପୋଲିସ ଓ ହୋମ୍‌ଗାର୍ଡଙ୍କୁ କରୋନା ଭ୍ୟାକ୍ସିନ ଦିଆଯିବ । ଭୁବନେଶ୍ବରରେ…

ଏପ୍ରିଲ ମାସରେ ବଢିପାରେ ବିଦ୍ୟୁତ ଦର 

ଭୁବନେଶ୍ୱର: ୨୦୨୧-୨୨ ବର୍ଷର ବିଦ୍ୟୁତ ଦର ନିର୍ଦ୍ଧାରଣ ପାଇଁ ଆଜିଠାରୁ ଓଇଆରସିରେ ଶୁଣାଣି ଆରମ୍ଭ ହୋଇଛି । ଆଜି ଦୁଇ ବିଦ୍ୟୁତ ଉତ୍ପାଦନ ସଂସ୍ଥା ଓପିଜିସି ଓ ଓଏଚ୍‌ପିସି ଶୁଣାଣିରେ ଭାଗ ନେଇ ଟାରିଫ ବୃଦ୍ଧି ପାଇଁ ଯୁକ୍ତି ଉପସ୍ଥାପନ କରିଛନ୍ତି । ଓପିଜିସି ଚାରି ପଇସା ବୃଦ୍ଧି ପାଇଁ ଦାବି…

ଆଇଟା ୧୬ ବର୍ଷରୁ କମ୍‌ରେ କମାଲ କଲେ ଓଡିଆ ପୁଅ ଦେବାଶୀଷ

ଭୁବନେଶ୍ୱର: ଅଲ ଇଣ୍ଡିଆ ଟେନିସ ଆସୋସିଏଶନ(ଆଇଟା) ୧୬ ବର୍ଷରୁ କମ୍ ବିଭାଗରେ କମାଲ କରିଛନ୍ତି ଓଡିଆ ପୁଅ ଦେବାଶୀଷ ସାହୁ । ବାଳକ ଡବଲ୍ସ ବିଭାଗରେ ଦେବାଶୀଷ ଓ କର୍ଣ୍ଣାଟକ କ୍ରିଶ ଅଜୟ ତ୍ୟାଗୀ ଯୋଡି ଟାଇଟଲ ହାସଲ କରିଥିଲେ । ଅଜୟଙ୍କ ଏହା ପ୍ରଥମ ଆଇଟା ଟାଇଟଲ । ଦେବାଶୀଷ-କ୍ରିଶ ଫାଇନାଲରେ ଟପ…

୨୦୨୧ ଆଇପିଏଲ ନିଲାମରେ ସାମିଲ ହେବେ ୧୦୯୭ ଖେଳାଳି

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୧ ସଂସ୍କରଣ ପାଇଁ ହେବାକୁ ଥିବା ମିନି ଅକ୍ସନରେ ୧୦୯୭ ଖେଳାଳି ନାମ ସାମିଲ ହେବ । ଏଥିରେ ୨୮୩ ବିଦେଶୀ ଖେଳାଳି ରହିଛନ୍ତି । ଆଇପିଏଲ ନିଲାମରେ ସାମିଲ ହେବାର ଶେଷ ତାରିଖ ଥିଲା ଫେବୃୟାରୀ ୪ । ୨୦୭ କ୍ୟାପଡ, ୮୬୩ ଅନକ୍ୟାପଡ ଓ ୨୭ ଆସୋସିଏଟ ଦେଶର…

ୟୁପିରେ ୧ ମାର୍ଚ୍ଚରୁ ଖୋଲିବ ସବୁ ସ୍କୁଲ୍‌

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ୧ ମାର୍ଚ୍ଚରୁ ପ୍ରଥମ ଶ୍ରେଣୀରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ଖୋଲିବ । ଏହା ବ୍ୟତୀତ ୧୦ ଫେବ୍ରୁଆରୀରୁ ହିଁ ୬ଷ୍ଠ ଶ୍ରେଣୀରୁ ଉପର ଶ୍ରେଣୀ ଖୋଲାଯିବ । ଆଜି ଏହା ଉପରେ ନିଷ୍ପତ୍ତି ହେବ । ବେସିକ୍‌ ଶିକ୍ଷା ବିଭାଗ ଅନ୍ତର୍ଗତ ପାଠପଢ଼ା କାର୍ଯ୍ୟ ପ୍ରାରମ୍ଭ…

ଦିଲ୍ଲୀ ବିମାନବନ୍ଦରରୁ ଧରା ପଡିଲା ଜୈଶ-ଇ-ମହମ୍ମଦର ଆତଙ୍କବାଦୀ

ଶ୍ରୀନଗର:ଦିଲ୍ଲୀ ବିମାନବନ୍ଦରରୁ ସ୍ଥାନୀୟ ପୋଲିସ ଜୈଶ-ଇ-ମହମ୍ମଦର ଜଣେ ଆତଙ୍କବାଦୀକୁ ଗିରଫ କରିବାରେ ସଫଳ ହୋଇଛି । ମୁନୀବ ଅହମ୍ମଦ ସୋଫି ନାମକ ଏହି ଆତଙ୍କବାଦୀ ଜମ୍ମୁ-କଶ୍ମୀରର ବିଜବେହାଡାରେ ବାସିନ୍ଦା । ସେ ପାକିସ୍ତାନ ଆତଙ୍କବାଦୀ ୱାଲେଦ ଭାଇଙ୍କ ପାଇଁ କାମ କରୁଥିଲେ । ୨୦୨୦ରେ ଆଇଇଡି…