Latest Odisha News

BREAKING NEWS

Yearly Archives

2021

୩୦, ଜାନୁଆରୀ, ୧୯୪୮, ମହାତ୍ମା ଗାନ୍ଧୀଙ୍କ ଜୀବନର ଅନ୍ତିମ କେତୋଟି ଦିନ

‘ବାପୁ ତାଙ୍କ ଜୀବନରେ କେବେବି ଥଣ୍ଡା ପାଣିରେ ଗାଧେଇ ନଥିଲେ। ସେଦିନ ଜାନୁଆରୀ ଶୀତର ରାତି ଦୁଇଟାରେ, ମୁଁ ବାପୁଙ୍କ ମୃତ ଶରୀର ଉପରେ ଥଣ୍ଡା ପାଣି ଢାଳିଥାନ୍ତି କେମିତି! ମୋର ଛାତି ଫାଟି ଗଲା ପରି ଲାଗୁଥିଲା ଓ ମୁଁ ଭୋ ଭୋ କାନ୍ଦି ପକାଇଲି।‘’ ଯେ ଥିଲା ବୃଜକୃଷ୍ଣ ଚାନ୍ଦିବାଲାଙ୍କ…

କାହିଁକି ‘ସେକ୍ସ ଡଲ୍‌’କୁ ନିଜ ଜୀବନସାଥୀ ବାଛିଲେ ହଂକଂର ଏହି ବ୍ୟକ୍ତି

ନୂଆଦିଲ୍ଲୀ: ହଂକଂର ଜଣେ ବ୍ୟକ୍ତି ଏକ ଦୋକାନରେ ଗୋଟିଏ ସେକ୍ସ ଡଲ୍ ଦେଖିବା ପରେ ତା ପ୍ରତି ଆକର୍ଷିତ ହୋଇଥିଲେ। ପରେ ସେହି ସେକ୍ସ ଡଲ୍‌କୁ ଚିରଦିନ ପାଇଁ ନିଜ ଜୀବନସାଥୀ କରିବାକୁ ବାଛି ନେଇଥିଲେ। ଜେଇ ତିଆରଙ୍ଗ ସେକ୍ସ ଡଲ୍ 'ମୋଚି' ସହିତ ଜଡିତ ହୋଇଥିଲେ ଯେହେତୁ ସେ ଅନୁଭବ କରିଥିଲେ ଯେ…

AK-47 ରାଇଫଲ୍‌ ସହ ଆତ୍ମସମର୍ପଣ କଲେ ଦୁଇ ଆତଙ୍କବାଦୀଙ୍କ

ନୂଆଦିଲ୍ଲୀ: ଆଜି ଦୁଇ ଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି । ଜମ୍ମୁ ଓ କଶ୍ମୀରର ପୁଲ୍‌ଓ୍ଵାମା ଜିଲ୍ଲା ଅନ୍ତର୍ଗତ ଲେଲ୍‌ହାର୍‌ ଅଞ୍ଚଳରେ ଏନ୍‌କାଉଣ୍ଟର୍‌ ଯୋଗୁଁ ଆତଙ୍କବାଦୀ ଆତ୍ମସମର୍ପଣ କରିଥିବା ଜଣାପଡିଛି । ଗୁଳି ବିନିମୟ ଯୋଗୁଁ ଆହତ ହୋଇଥିବା ଜଣେ ଆତଙ୍କବାଦୀଙ୍କୁ ଡାକ୍ତରଖାନାରେ…

ଗୋଖାଦ୍ୟ ବୋଝେଇ ଟ୍ରକରୁ ୨୦୦୦ କିଲୋ ଗଞ୍ଜେଇ ଜବତ

ବ୍ରହ୍ମପୁର: ଉପରେ ଗୋଖାଦ୍ୟ, ଭିତରେ ଚାଲାଣ ହେଉଥିଲା ଗଞ୍ଜେଇ । ଧରିଲା ଅବକାରୀ ଗୁଇନ୍ଦା ବିଭାଗ । ଗୋଖାଦ୍ୟ ବୋଝେଇ ଟ୍ରକକୁ ଦୁଇ ହଜାର କିଲୋ (୨ଟନ୍) ଗଞ୍ଜେଇ ଜବତ ହୋଇଛି । ଗଞ୍ଜାମ ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥ କନିଷି ନିକଟରୁ ଚେକିଂ ବେଳେ ଏତେ ପରିମାଣର ଗଞ୍ଜେଇ ଜବତ…

ଭାଲୁ କାମୁଡାରେ ମହିଳା ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ପାପାଡାହାଣ୍ଡି: ଭାଲୁ ଆକ୍ରମଣରେ ମହିଳା ଗୁରୁତର । ଆମ୍ବୁଲାନ୍ସ ଯୋଗେ ମହିଳାଙ୍କୁ ପାପଡାହାଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତେନ୍ତୁଳିଗୁଡ଼ା ଗାଁରେ ଏହି ଘଟଣା ଘଟିଛି । ସୂଚନାନୁସାରେ, ପ୍ରେମାଙ୍ଗିନି ବାଘ ନାମକ ଜଣେ ମହିଳା ଭୋର ସମୟରେ…

କଟକ ନେତାଜୀ ବସ୍ ଟର୍ମିନାଲ ପାଇଁ ଜମି ଅଧିଗ୍ରହଣ ଆରମ୍ଭ

କଟକ: କଟକରେ ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲ ପାଇଁ ଆରମ୍ଭ ହେଲା ଜମି ଅଧିଗ୍ରହଣ କାମ । ପ୍ରଥମ ପର୍ଯ୍ୟାୟରେ ଉଚ୍ଛେଦ ହେଲା ବାଦାମବାଡ଼ି ବାଳିକା ହାଇସ୍କୁଲ । ପ୍ରୋକଲିନ୍ ଯୋଗେ ଘର ଭଙ୍ଗା ଯାଉଛି । ନିକଟରେ ଥିବା ସରକାରୀ ଜମିରୁ ମଧ୍ୟ ଉଚ୍ଛେଦ ହଟାଯାଉଛି । ସେହିପରି ଆସନ୍ତା ୩ ତାରିଖ…

ଗଦ୍ଦାଫି ବୋହୂଙ୍କ ପାଗଳାମୀ, ଟ୍ରାଫିକରେ ପୋଲିସ ଅଟକାଇବାରୁ ଗାଡି ମଡେଇଦେବାକୁ ଉଦ୍ୟମ

ତ୍ରିପୋଲି: ଲିବ୍ୟାର ପୂର୍ବତନ ଏକଚ୍ଛତ୍ରବାଦ ଶାସକ ମୁଆମ୍ବର ଗଦ୍ଦାଫିଙ୍କ ବୋହୂ ଆଲାଇନ ସ୍କାଫ ମଧ୍ୟ ଶ୍ୱଶୂରଙ୍କ ପରି ନୃଶଂସ ପଣିଆ ରଖିଥିବା ଜଣାପଡିଛି । ରିପୋର୍ଟ ମୁତାବକ ଆଲାଇନ ଟ୍ରାଫିକ ନିୟମ ଉଲ୍ଲଂଘନ କରି ଗାଡି ଚଳାଉଥିବାରୁ ଜଣେ ପୋଲିସ ତାଙ୍କୁ ଅଟକାଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ…

୭୨ ବର୍ଷର ପୁରୁଣା ମଦ କିଣିବା ପାଇଁ ଗଣ୍ଡଗୋଳ, ୩୯ ଲକ୍ଷ ଟଙ୍କାରେ ହେଲା ନିଲାମ

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ଗୋଟିଏ ବୋତଲ ମଦ କିଣିବା ପାଇଁ ୩୯ ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି । ହଙ୍ଗକଙ୍ଗରେ ଏକ ମଦ ବୋତଲକୁ ନିଲାମୀ ବେଳେ ଏହାକୁ ୩୯ ଲକ୍ଷରେ ବିକ୍ରି କରାଯାଇଛି । ଏହି ମଦ ୭୨ ବର୍ଷ ପୁରୁଣା,ତେଣୁ ଏତେ ତାମରେ ବିକ୍ରି ହୋଇଛି । ଏହା ପ୍ରଥମ ଥର ୧୯୪୮ରେ ପ୍ରସ୍ତୁତ ଗ୍ଲେନ୍…

ଦିଲ୍ଲୀ ବିସ୍ଫୋରଣ ଏକ ‘ଆତଙ୍କବାଦୀ ଆକ୍ରମଣ’ ହୋଇପାରେ: ଇସ୍ରାଏଲର ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଥିବା ଇସ୍ରାଏଲ୍ ଦୂତାବାସ ନିକଟରେ ଏକ ଛୋଟ ବୋମା ବିସ୍ଫୋରଣ ହୋଇଛି। ହାଇ-ସିକ୍ୟୁରିଟି ଜୋନ୍ ଉପରେ ରୋକ୍ ଲଗାଇଛି ଯାହାକୁ ଇସ୍ରାଏଲ୍ ଆତଙ୍କବାଦୀ କାର୍ଯ୍ୟ ବୋଲି ଦାବି କରିଛି। ବିମାନ ବନ୍ଦର, ଗୁରୁତ୍ୱପୂର୍ଣ୍ଣ ଆଣବିକ ଏବଂ ଏରୋସ୍ପେସ୍…

ଆସନ୍ତାକାଲି ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବେ ଶଶିକଳା

ନୂଆଦିଲ୍ଲୀ: ତାମିଲନାଡୁର ସ୍ୱର୍ଗତ ସିଏମ ଜୟଲଳିତାଙ୍କ ସବୁଠାରୁ ବିଶ୍ୱସ୍ତ ସହାୟକ ତଥା ବହିଷ୍କୃତ AIADMK ନେତା ଶଶିକଳାଙ୍କୁ ରବିବାର ଦିନ ବେଙ୍ଗାଲୁରୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ ଯେଉଁଠାରେ ସେ ଜେଲରୁ ମୁକୁଳିବା ପରେ କୋଭିଡ-୧୯ ପାଇଁ ଚିକିତ୍ସିତ ହେଉଥିଲେ। ଶଶିକଳା…