Latest Odisha News

BREAKING NEWS

Yearly Archives

2021

କନ୍ଧମାଳ ଜିଲ୍ଲାରେ ୨ ଜଣଙ୍କୁ ହତ୍ୟା କଲେ ମାଓବାଦୀ, ପୋଲିସ ଇନଫର୍ମର ସନ୍ଦେହ

ଫୁଲବାଣୀ: ଲାଲବାହିନୀର ବର୍ବରତା । ଘରୁ ଡାକି ଆଣି ଦୁଇ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଭଣ୍ଡରଙ୍ଗି ପଞ୍ଚାୟତରେ ଗତକାଲି ବିଳମ୍ବିତ ରାତିରେ ଏହି କାଣ୍ଡ ଘଟାଇଛନ୍ତି ମାଓବାଦୀ । ଘଟଣାସ୍ଥଳରେ ମାଓବାଦୀ ପୋଷ୍ଟର ଛାଡ଼ି ଯାଇଛନ୍ତି । ମୃତକଙ୍କ…

ସାରାଦିନ ଉପବାସ ରହି ସଦଭାବନା ଦିବସ ପାଳିବେ ଆନ୍ଦୋଳନରତ କୃଷକ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ କୃଷକ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ମହାତ୍ମା ଗାନ୍ଧିଙ୍କ ପୂଣ୍ୟତିଥିରେ କୃଷକମାନେ ଉପବାସ ରହିବା ସହ ଏହି ଦିନକୁ କୃଷକମାନେ ସଦଭାବନା ଦିବସ ଭାବେ ପାଳନ କରିବା ନେଇ ସୂଚନା ମିଳିଛି। ସାଧାରଣ ଲୋକ ସେମାନଙ୍କ ଅନଶନରେ ସାମିଲ…

ଗୁହାଳରେ ଲାଗିଲା ନିଆଁ, ୫ ଗୋରୁ ଜୀବନ୍ତ ଦଗ୍ଧ

କେନ୍ଦ୍ରାପଡା: ଗୁହାଳରେ ନିଆଁ ଲାଗି ଜଳିଗଲେ ୫ ଗୋରୁ । କେନ୍ଦ୍ରାପଡା ଜିଲା ରାଜନଗର ଥାନା ଅନ୍ତର୍ଗତ ଜରିମୂଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏତିକିବେଳେ ଗୁହାଳ ଭିତରେ ଥିବା ୫ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଖବର ପାଇ…

ଦିଲ୍ଲୀ ବିସ୍ଫୋରଣ: ଇସ୍ରାଏଲ ଦୂତାବାସ ନିକଟରୁ ମିଳିଲା ଲଫାପା, ସିସିଟିଭିରେ ଥିବା ସନ୍ଦିଗ୍ଧଙ୍କୁ ନେଇ ଖୋଳତାଡ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ଆଇଡି ବିସ୍ଫୋରଣ ଘଟଣାର ଖୋଳତାଡ ଚାଲିଛି । ଏଯାଏ ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନାହାନ୍ତି । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଖୋଳତାଡ ଚଳାଇଛି । ଇସ୍ରାଏଲ ଦୂତାବାସ ନିକଟରୁ ପୋଲିସକୁ ଏକ ଲଫାପା ମିଳିଛି…

ମାନସିକ ସ୍ୱାସ୍ଥ୍ୟ କ’ଣ? କାହିଁକି ଉପୁଜେ ମାନସିକ ସମସ୍ୟା, ଜାଣନ୍ତୁ

ଭୁବନେଶ୍ୱର: ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ସଂଜ୍ଞା ଅନୁସାରେ ସ୍ୱାସ୍ଥ୍ୟ ହେଉଛି ଶାରୀରିକ ମାନସିକ, ସାମାଜିକ ଓ ଆଧ୍ୟାତ୍ମିକ ପ୍ରସନ୍ନତାର ସ୍ଥିତି ଓ କେବଳ ରୋଗର ଅଭାବ ନୁହେଁ । ଡବଲୁଏଚଓ ଯେଉଁ ସଂଜ୍ଞା ପ୍ରଦାନ କରିଛି, ସେ ଅନୁସାରେ ମାନସିକ ସ୍ଵାସ୍ଥ୍ୟ ହେଉଛି ମାନସିକ ପ୍ରସନ୍ନତା ଯେଉଁଥିରେ…

ବୁଲି ଯାଆନ୍ତୁ ଦେବଗଡ଼ ଜିଲ୍ଲାର କୋରାଡ଼କୋଟ ଜଳପ୍ରପାତ

ଭୁବନେଶ୍ୱର: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଆମ ରାଜ୍ୟ ଓଡିଶା। ଏହାର ପ୍ରତ୍ୟେକଟି କୋଣ ଅନୁକୋଣରେ ପ୍ରକୃତିରାଣୀ ବିଛେଇ ଦେଇଛି ତା'ର ସୌନ୍ଦର୍ଯ୍ୟର ଫୁଆରା। ଓଡ଼ିଶାର ଅନେକ ସ୍ଥାନ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିବା ବେଳେ ଆଉ କିଛି ଏବେବି ଦୃଷ୍ଟି ଆଢୁଆଳରେ ରହି ଯାଇଛି। ତେବେ…

ବିଷମକଟକ ନିକଟରେ ଓଲଟିଲା ବସ୍‌, ୬ ଗୁରୁତର

ରାୟଗଡ଼ା: ବିଷମକଟକ ଥାନା ଅଞ୍ଚଳରେ ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡିଛି । ଅନେକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ଜଣ ଯାତ୍ରୀ ଗୁରୁତର ହୋଇପଡିଛନ୍ତି । ଚିକିତ୍ସା ପାଇଁ ସେମାନଙ୍କୁ ରାୟଗଡା ମେଡିକାଲରେ ଭର୍ତ୍ତି କରାଯାଇଛି । ରଘୁନାଥ ନାମକ ଏହି ବସଟି କଟକରୁ…

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ିର ଆସ୍ତରଣ; ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲା‌ରେ ଆଗାମୀ ୩ ଦିନ ଯାଏଁ ଘନ କୁହୁଡ଼ି ହେବାର ସମ୍ଭାବନା ରହିଥିବା ନେଇ ପଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ ଓ ବାଲେଶ୍ବର ଆଦି…

ମହାନଦୀରେ ଡଙ୍ଗା ବୁଡି ଘଟଣା; ବାପା ମୃତ, ପୁଅ ନିଖୋଜ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହାନଦୀରେ ଡଙ୍ଗା ବୁଡି ବାପ ମୃତ ଓ ପୁଅ ନିଖୋଜ । ବିନିକା ସହରର ସୁଲେମାନ ଖାଁଙ୍କ ପରିବାରର ତିନିଜଣ ସଦସ୍ୟ ମହାନଦୀ ମଝୀରେ ଥିବା ବାଇକାନୀ ମନ୍ଦିରକୁ ଡଙ୍ଗା ଯୋଗେ ବୁଲିବାକୁ ଯାଇଥିଲେ ।ସଂନ୍ଧ୍ୟାରେ ଫେରବା ସମୟରେ ଡଙ୍ଗାଟି ବୁଡି ଯାଇଥିଲା ।…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୩୦-୧-୨୦୨୧ ମସିହା ଶନିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜାନୁଆରୀ ତା ୩୦ ରିଖ ଶନିବାର ମକର ୧୭ ଦିନ ମାଘ ମାସ କୃଷ୍ଣପକ୍ଷ ଦ୍ଵିତୀୟା ତିଥି ମଘା ନକ୍ଷତ୍ର ସିଂହ ଚନ୍ଦ୍ର ଆଜିର ଘାତ ବାର:- ବୃଷ ସିଂହ ଓ କନ୍ୟା ରାଶିର ଆଜିର ଘାତ ଚନ୍ଦ୍ର:- କର୍କଟ ଓ ମକର…