Latest Odisha News

BREAKING NEWS

Yearly Archives

2021

ଭକ୍ତ କବି ମଧୁସୂଦନ ରାଓଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଭକ୍ତକବି ମଧୁସୂଦନ ରାଓଙ୍କ ଜୟନ୍ତୀ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ପାଖରେ ତାଙ୍କ ପ୍ରତିମୂର୍ତ୍ତି ନିକଟରେ ପାଳିତ ହୋଇ ଯାଇଛି। ଉତ୍କଳ ଯାଦବ ମହାସଭା ସାଂସ୍କୃତିକ ସେଲ ସଂଯୋଜକ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରବୀର…

 କଥାକାର ଅଖିଳ ମୋହନଙ୍କ ଚର୍ଚ୍ଚିତ କ୍ଷୁଦ୍ରଗଳ୍ପ ‘ମତ୍ସ୍ୟଗନ୍ଧା’ର କଥନ ଓ ଦୃଶ୍ୟାୟନ ଜାନୁଆରି ୩୧ରେ

ଭୁବନେଶ୍ୱର: ଅଖିଳ ମୋହନ ଫାଉଣ୍ଡେସନ୍‌ ପକ୍ଷରୁ ‘ଅଖିଳାୟନ’ କାର୍ଯକ୍ରମ ଜରିଆରେ ଆଧୁନିକ ଓଡିଆ ସାହିତ୍ୟର ଅନ୍ୟତମ ସଫଳ ବିନ୍ଧାଣୀ ଅଖିଳ ମୋହନ ପଟ୍ଟନାୟକଙ୍କ ଅନନ୍ୟ କ୍ଷୁଦ୍ରଗଳ୍ପଗୁଡ଼ିକୁ କଥନ ଓ ଦୃଶ୍ୟାୟନ ମାଧ୍ୟମରେ ପ୍ରସାରିତ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏହି…

ପୁରୀ-ଭଲସାଡ ବିଶେଷ ଟ୍ରେନ ପରିବର୍ତ୍ତିତ ସମୟରେ ଚଳାଚଳ କରିବ

ଭୁବନେଶ୍ୱର: ପୁରୀ-ଭଲସାଡ ବିଶେଷ ଟ୍ରେନ ପରିବର୍ତ୍ତିତ ସମୟରେ ଚଳାଚଳ କରିବ ବୋଲି ରେଳବାଇ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଟ୍ରେନ ରବିବାର ଦିନ ସକାଳ ୦୬ଘ.୩୦ମି. ପରିବର୍ତ୍ତେ ବର୍ତ୍ତମାନ ରବିବାର ୦୦ଘ.୩୦ମି. (ଶନିବାର ମଧ୍ୟରାତ୍ରି) ପୁରୀ ଛାଡିବ। ୦୯୨୦୯/୦୯୨୧୦ ଭଲସାଡ-ପୁରୀ-ଭଲସାଡ…

ଆଇପିଏଲ ମୁଖ୍ୟ ପ୍ରାୟୋଜକ ପାଇଁ ଟେଣ୍ଡର ଆହ୍ବାନ କରିବ ବିସିସିଆଇ

ମୁମ୍ବାଇ : ଆଇପିଏଲର ମୁଖ୍ୟ ପ୍ରାୟୋଜକ ପାଇଁ ଖୁବଶୀଘ୍ର ଟେଣ୍ଡର ଆହ୍ବାନ କରିବ ବିସିସିଆଇ । ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲରେ ଏବେ କେହି ଟାଇଟଲ ସ୍ପନସର ବା ମୁଖ୍ୟ ପ୍ରାୟୋଜକ ନାହାନ୍ତି । ତେଣୁ ମୁଖ୍ୟ ପ୍ରାୟୋଜକ ପାଇଁ ଟେଣ୍ଡର ଆହ୍ବାନ କରିବ ବିସିସିଆଇ । ଗତବର୍ଷ ଚୀନ ସହ ଭାରତର…

ଏଥର ମାଘ ମେଳାରେ ଆକର୍ଷଣର କେନ୍ଦ୍ର ସାଜିଛନ୍ତି ମୌନି ବାବା

ପ୍ରୟାଗରାଜ: ପ୍ରୟାଗରାଜରେ ମାଘ ମେଳା ପାଇଁ ବିଭିନ୍ନ ସ୍ଥାନରୁ ସାଧୁ ସନ୍ଥଙ୍କ ପଂହଚିବା ଆରମ୍ଭ ହୋଇଛି । ଏହି ସବୁ ମଧ୍ୟରେ ଆକର୍ଷଣର କେନ୍ଦ୍ର ସାଜିଛନ୍ତି ଶିବଯୋଗୀ ମୌନି ବାବା ବା ରୁଦ୍ରାକ୍ଷ ବାବା । ୪୪ ବର୍ଷ ହେବ ସେ ଅନ୍ନ କିମ୍ବା ଲୁଣ ଖାଇ ନାହାନ୍ତି । ଅଯୋଧ୍ୟାରେ ରାମ ମନ୍ଦିର…

ଓଡିଶା ଏଫସି ପକ୍ଷରୁ ଖେଳିବେ ସ୍କଟଲାଣ୍ଡ ମିଡଫିଲ୍ଡର ଇନମ୍ୟାନ

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଥିବା ଓଡିଶା ଏଫସି ପ୍ରଦର୍ଶନ ସ୍ତର ସୁଧାରିବା ପାଇଁ ନୂତନ ରଣନୀତି ଆପଣାଇଛି । ଦଳ ଏଟିକେ ମୋହନବାଗାନ ସହ ବଦଳ ଚୁକ୍ତି ମାଧ୍ୟମରେ ସ୍କଟଲାଣ୍ଡର ବ୍ରାଡ ଇନମ୍ୟାନଙ୍କୁ ସାମିଲ କରିଛି । ଇନମ୍ୟାନ ଆଇଏସଏଲର ଆଗାମୀ…

କିଟ୍‍ ଓ ବିସିଆଇ ସହଭାଗିତାରେ ଭୁବନେଶ୍ୱରରେ ହେବ ‘ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଲ’

ଭୁବନେଶ୍ୱର: କିଟ୍‍ ଓ ବିସିଆଇ ସହଭାଗିତାରେ ଭୁବନେଶ୍ୱରରେ 'ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଲ' ପ୍ରତିଷ୍ଠା ହେବ। ବାର୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆ (ବିସିଆଇ) ଦେଶରେ ଆଇନ୍‍ ଶିକ୍ଷା ଓ ଆଇନ୍‍ ବୃତ୍ତିର ପ୍ରୋତ୍ସାହନ ଓ ନିୟନ୍ତ୍ରଣ ନିମନ୍ତେ ଅଧିବକ୍ତା ଆଇନ ୧୯୬୧ ଅନୁସାରେ ସଂସଦ…

ଆଇଆଇଏମ୍‍ସିରେ ଭାରତୀୟ ଖବରକାଗଜ ଦିବସ ପାଳିତ; ପ୍ରଥମ ଲ୍ୟାବ୍‍ ଜର୍ଣ୍ଣାଲ୍‍ ଉନ୍ମୋଚିତ

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ୨୦୨୦-୨୦୨୧ ଶିକ୍ଷା ବର୍ଷର ପ୍ରଥମ ଲ୍ୟାବ୍‍ ଜର୍ଣ୍ଣାଲ୍‍ ଉନ୍ମୋଚିତ ହୋଇଛି । ସ୍ନାତକୋତ୍ତର ଓଡ଼ିଆ ସାମ୍ବାଦିକତା ଡିପ୍ଲୋମା ପାଠ୍ୟକ୍ରମର ଛାତ୍ରଛାତ୍ରୀମାନେ ଏହାକୁ ପ୍ରସ୍ତୁତ କରିଛନ୍ତି । ଏହି ଅଭ୍ୟାସ ପ୍ରକାଶନ ଉନ୍ମୋଚନ କରି…

ପ୍ରସନ୍ନାଙ୍କ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ନେଇ ଅମୀର ଆଗ୍ରହୀ

ମୁମ୍ବାଇ: ବଲିଉଡର ଷ୍ଟାର ଅଭିନେତା ଅମୀର ଖାଁ ଏବେ ଲାଲ ସିଂ ଚଢ଼ା ଫିଲ୍ମ ଶୁଟିଂରେ ବ୍ୟସ୍ତ । ଅବଶ୍ୟ ଏବେ ସେ ଏହି ଶୁଟିଂ କିଛି ଦିନ ବନ୍ଦ ରଖି ବନ୍ଧୁ ଅମୀନ ହାଜିଙ୍କ ଏକ ଫିଲ୍ମରେ ଡ୍ୟାନ୍ସ ନମ୍ବର ଶୁଟିଂ କରୁଛନ୍ତି । ବଲିଉଡ ହଙ୍ଗମାରେ ପ୍ରକାଶିତ ଖବର ଅନୁସାରେ ଅମୀର ତାଙ୍କର ଆଗାମୀ…

ଓଡ଼ିଶାରୁ ଦିନକରେ ୧୫୭ କରୋନା ରୋଗୀ ସୁସ୍ଥ, ସୁନ୍ଦରଗଡ଼ରୁ ସର୍ବାଧିକ ୩୦ ଆରୋଗ୍ୟ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୫୭ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏଥିମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୩୦ ଜଣ ରହିଛନ୍ତି। ତା' ତଳକୁ ପୁରୀ ଓ ସମ୍ବଲପୁରରୁ ୨୩ ଜଣ ରହିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।…