Latest Odisha News

BREAKING NEWS

Yearly Archives

2021

ତାଣ୍ଡବ ୱେବ ସିରିଜ ବିବାଦ: ରବି କିଶନ କହିଲେ ଆମ ଭଗବାନଙ୍କୁ ଛାଡି ଦିଅ

ମୁମ୍ବାଇ: ତାଣ୍ଡବ ୱେବ ସିରିଜ ବିବାଦ ନେଇ ରବିବାର ମୁହଁ ଖୋଲିଛନ୍ତି ଅଭିନେତା ଓ ବିଜେପି ସାଂସଦ ରବି କିଶନ । ସେ କହିଛନ୍ତି ଭଗବାନଙ୍କ ଲାଗି ଆମ ଭଗବାନଙ୍କୁ ଛାଡି ଦିଅ । ମୁଁ ହାତ ଯୋଡି ନିବେଦନ କରୁଛି ଯେ, ନିଜ ବ୍ୟବସାୟରେ କୋଟି କୋଟି ଟଙ୍କ କମାଇବା ପାଇଁ ଆମ ଭଗବାନଙ୍କ ସମ୍ମାନ ତଳେ ପକାଅ…

ଆସନ୍ତୁ ଜାଣିବା କିପରି ବ୍ରିଟେନର ଏସଏଏସ ଯବାନ ଗୋଟିଏ ଗୁଳିରେ ୫ ଆଇଏସଆଇଏସ ଆତଙ୍କବାଦୀଙ୍କୁ ମାରିଲେ

ଲଣ୍ଡନ: ବ୍ରିଟେନର ସ୍ପେଶାଲ ଏୟାର ସର୍ଭିସ(ଏସଏଏସ)ର ଜଣେ ଯବାନ ରବିବାର ସିରିୟାରେ ୯୦୦ ମିଟର ଦୂରତାରୁ ୫ ଆଇଏସଆଇଏସ ଆତଙ୍କବାଦୀଙ୍କୁ ମାରିଛନ୍ତି । ତେବେ ମନରେ ପ୍ରଶ୍ନ ଉଠିବ ଯେ, ଗୋଟିଏ ଗୁଳିରେ କିପରି ୫ଜଣ ମଲେ ? ଡେଲି ମେଲ ରିପୋର୍ଟ ଅନୁସାରେ ସିରିୟାରେ ଆଇଏସଆଇଏସ ଆତଙ୍କବାଦୀଙ୍କ ଉପରେ…

ଆନ୍ଦୋଳନରେ ସାମିଲ ହେଲା ମହାରାଷ୍ଟ୍ର କୃଷକ

ନୂଆଦିଲ୍ଲୀ: ନୂତନ କୃଷି ନିୟମକୁ ବିରୋଧ କରି ଦୀର୍ଘ ଦିନ ଧରି କୃଷକମାନେ ଆନ୍ଦୋଳନ ଚଳାଇଛନ୍ତି । ଏବେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ମହାରାଷ୍ଟ୍ରର କୃଷକ । ରାଜ୍ୟର ୨୧ ଜିଲ୍ଲାର କୃଷକ ନାସିକରୁ ମୁମ୍ବାଇ ୧୮୦ କିଲୋମିଟର ପର୍ଯ୍ୟନ୍ତ ଏକ ରାଲୀ ବାହାର କରିବେ । ରିପୋର୍ଟ ମୁତାବକ ଏନସିପି…

ରିଚାଙ୍କ ବଡ଼ ଖୁଲାସା; ବାହାର କଳାକାର ହୋଇଥିବାରୁ ଶେଷ ମୁହୂର୍ତ୍ତରେ ଆମକୁ ରିପ୍ଲେସ୍‌ କରାଯାଇଥାଏ

ନୂଆଦିଲ୍ଲୀ: ଆଜିକାଲି ତାଙ୍କ ନୂଆ ଚଳଚ୍ଚିତ୍ର 'ମ୍ୟାଡାମ୍ ଚିଫ୍‌ ମିନିଷ୍ଟର୍‌' ପାଇଁ ବଲିଉଡ ଅଭିନେତ୍ରୀ ରିଚା ଚଢା ଚର୍ଚ୍ଚାରେ ରହିଆସିଛନ୍ତି। ଏହା ହେଉଛି ତାଙ୍କର ରାଜନ ରାଜନୈତିକ ଡ୍ରାମା ଚଳଚ୍ଚିତ୍ର। ଏହି ସମୟ ମଧ୍ୟରେ ବଲିଉଡରେ ସେ ଭିତର ଓ ବାହାର କଳାକାରଙ୍କ ବିଷୟରେ ଅନେକ କଥା…

GST ଚୋରି ରାକେଟ୍‌ର ପର୍ଦ୍ଦାଫାସ୍ : ୫ ଜଣ ଗିରଫ

ଜୟପୁର  : ରାଜସ୍ଥାନରେ ଏକ ଜିଏସ୍‌ଟି ଠକେଇ ରାକେଟ୍‌ର ପର୍ଦ୍ଦାଫାସ ହୋଇଛି । ଏଥିରେ ଅଭିଯୁକ୍ତ ପାଖାପାଖି ୧ ହଜାର କୋଟିରୁ ଅଧିକ ଟଙ୍କାର ଜାଲ୍ ବିଲ୍ କରି ୧୪୬ କୋଟି ଟଙ୍କା ବେଆଇନ୍ ଭାବେ ଜିଏସ୍‌ଟି ରିଫଣ୍ଡ ଲୁଟି ନେଇଥିବା ଜଣାପଡିଛି । ସୂଚନା ଅନୁସାରେ ଜୟପୁରର ବୈଶାଳୀ ନଗର ବାସିନ୍ଦା…

କରୋନା ଟିକାକରଣ ଅଭିଯାନ; ଏପର୍ଯ୍ୟନ୍ତ ୧୬ ଲକ୍ଷ ଲୋକଙ୍କୁ ଦିଆଗଲାଣି ଟିକା

ନୂଆଦିଲ୍ଲୀ: ଭାରତରେ କରୋନା ବିରୋଧରେ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ଚାଲିଛି। ବର୍ତ୍ତମାନ ସୁଦ୍ଧା ଭାରତରେ ପ୍ରାୟ ୧.୬ ନିୟୁତ ଲୋକଙ୍କୁ ଟିକା ଦିଆଯାଇଛି। ଉଲ୍ଲେଖଥାଉ କି, ଭାରତରେ ମାତ୍ର ୬ ଦିନ ମଧ୍ୟରେ ୧୦ ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆଯାଇଛି। ଯାହା ଆମେରିକା ଏବଂ ବ୍ରିଟେନ ପରି…

ମାର୍ଚ୍ଚ ୮ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ମାର୍ଚ୍ଚ ୮ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ପକ୍ଷରୁ ସାରା ରାଜ୍ୟରେ ୨୫୦ ଆଦର୍ଶ ବିଦ୍ୟାଳୟ ଲାଗି ପ୍ରବେଶିକା ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଏନେଇ ଓଏଭିଏସ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା କହିଛନ୍ତି ଯେ ଷଷ୍ଠ ଶ୍ରେଣୀରେ ଆଡମିଶନ କରିବାକୁ ଚାହୁଁଥିବା…

ବ୍ରହ୍ମପୁତ୍ର ନଦୀ ଉପରେ ବୃହତ ବନ୍ଧ ନିର୍ମାଣ ପାଇଁ ପ୍ରସ୍ତୁତ ହେଉଛି ଚୀନ୍‌; ଭାରତ ପାଇଁ ବଢିପାରେ ବିପଦ

ନୂଆଦିଲ୍ଲୀ: ତିବ୍ଦତର ବ୍ରହ୍ମପୁତ୍ର ନଦୀ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବନ୍ଧ ନିର୍ମାଣ ପାଇଁ ଚୀନ୍ ପ୍ରସ୍ତୁତ ହେଉଛି। ରିପୋର୍ଟ ଅନୁଯାୟୀ ଯେ ବ୍ରହ୍ମପୁତ୍ର ନଦୀରେ ଚୀନ୍ ଦ୍ୱାରା ଏହି ଡ୍ୟାମ୍ ନିର୍ମାଣ ଭାରତ ପାଇଁ ବିପଦ ସୃଷ୍ଟି କରିପାରେ ଏବଂ ଭବିଷ୍ୟତରେ ଭାରତ ସହ ଯୁଦ୍ଧ ହେବାର ଆଶଙ୍କା…

ପିଲା ଚୋର ସନ୍ଦେହରେ ମାଡ଼ 

ସୋର : ଅଜଣା ବ୍ୟକ୍ତିଙ୍କୁ ଗଛରେ ବାନ୍ଧି ନିର୍ଦ୍ଧୁମ ଛେଚିଲେ ଗାଁ ଲୋକ । ପିଲା ଚୋର ସନ୍ଦେହରେ ଲୋକେ ମାଡ଼ ମାରିଥିବା ଜଣାପଡିଛି । ବାଲେଶ୍ବର ଜିଲ୍ଲା  ସିମୁଳିଆ ଥାନା ବେତଡ଼ା ଥାନା ସଜନାପୁର ଛକ ନିକଟରେ ଘଟିଛି ଘଟଣା । ଖବର ଅନୁଯାୟୀ, ବେତଡା ପାହିତୋରଣା ଅଞ୍ଚଳର ନିରଞନ ଦାସଙ୍କ…

ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ 

ମାଲକାନଗିରି : ଆଜି ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଜଣେ ମହିଳା ମାଓବାଦୀ । ମହିଳା ମାଓବାଦୀଙ୍କ ନାଁରେ ବହୁ ମାମଲା ଥିବା ସୂଚନା ମିଳିଛି ।  ଲାଛି ଖରା ନାମକ ଏହି ମହିଳା ମାଓବାଦୀ କିଛି ବର୍ଷ ଧରି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଜଣେ ସକ୍ରିୟ ସଦସ୍ୟ ଭାବେ…