Latest Odisha News

BREAKING NEWS

Yearly Archives

2021

ଶ୍ରୀମନ୍ଦିର ପରିସରକୁ କରାଯାଉଛି ସାନିଟାଇଜ୍

ପୁରୀ : ଆଜି ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ । ଗାଇଡ ଲାଇନ୍ ଅନୁସାରେ ଆଜି ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି । ଶ୍ରୀମନ୍ଦିର ପରିସରକୁ ସାନିଟାଇଜ୍ କରିବାକୁ ଏପରି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଏନେଇ ଏସଓପି ଜାରି କରାଯାଇଥିଲା । ଏବେ ବିନା କୋଭିଡ ରିପୋର୍ଟରେ ସମସ୍ତ ଭକ୍ତ…

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିବ ଭିତରକନିକା

ଭୁବନେଶ୍ୱର: ଦୀର୍ଘଦିନ ଧରି ବନ୍ଦ ରହିବା ପରେ ଆଜିଠୁ ଖୋଲୁଛି ଭିତରକନିକା । ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିବ ଭିତରକନିକା ଅଭୟାରଣ୍ୟ । ବଉଳା କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟକୁ ବନ୍ଦ ରଖାଯାଇଥିଲା । ଚଳିତବର୍ଷ ରାଜନଗର, ମହାକାଳପଡା, କନିକା, ଗହିରମଥା…

କବିତା:ତା ଝାଳରେ ଗଢ଼ା ହେଇଛି ଭାରତବର୍ଷ

ସତ୍ୟବାଦୀ ରାଉତ ସମୟ ଫିକା କରିଦିଏ ଫୁଲର ରଙ୍ଗ ଋତୁର ମହକ ହସକୁ ଥଇଥାନ କରିବାକୁ ଓଠ ଟିଏ ଭିଆଇଲ ଯେ ପ୍ରଭୁ! ଓଠର ଠିକଣା ହଜେଇ ଦେଇଛି ହସ ଲୁହ ଭୁଲି ଗଲାଣି ଲେଉଟାଣି ବାଟ।। ଏରୁଣ୍ଡିର ବାରଣ ନମାନି ପଶି ଆସେ ଦୁଃଖ ପୃଥିବୀର ଏକ ନଗ୍ନ ବାସ୍ତବତାହିଁ ଦାରିଦ୍ର‌୍ୟ ଅସହାୟତାର…

ଜାଣନ୍ତୁ , କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୪-୧-୨୦୨୧ ରିଖ ରବିବାର  ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜାନୁଆରୀ ତା ୨୪ରିଖ ରବିବାର ମକର ୧୧ ଦିନ ପୌଷ ମାସ ଶୁଳ୍କ ପକ୍ଷ ଏକାଦଶୀ ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର-: ମେଷ ରାଶିର ଘାତ ଚନ୍ଦ୍ର-: ବିଛା ରାଶି ପୁରୁଷଙ୍କର ଆଜିର ନିଷେଧ…

କିମ୍ବଦନ୍ତୀ ଟକ୍ ସୋ’ ହୋଷ୍ଟ ଲ୍ୟାରି କିଙ୍ଗଙ୍କ ପରଲୋକ 

ଲସ୍ ଏଞ୍ଜେଲସ : ଲୋକପ୍ରିୟ ଟକ୍ ସୋ’ ହୋଷ୍ଟ ଲ୍ୟାରି କିଙ୍ଗଙ୍କ ପରଲୋକ ହୋଇଛି  । ଲସ୍ ଏଞ୍ଜେଲସର କେଡାର୍ସ ସିନାଇ ମେଡିକାଲ ସେଣ୍ଟରରେ ୮୭ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଗତ ପ୍ରାୟ ୫୦ ବର୍ଷ ଧରି ସେ ବ୍ରଡକାଷ୍ଟ ଓ ରେଡିଓ ଟକ୍ ସୋ’ ଗୁଡିକରେ ବେଶ ଲୋକପ୍ରିୟତା ଅର୍ଜନ…

ଓଡ଼ିଶାରେ ୨୨ ହଜାର ସ୍ବାସ୍ଥ୍ୟ କର୍ମୀ ନେଲେ କରୋନା ଟିକା

ଭୁବନେଶ୍ୱର: ଓଡ଼ିଶାରେ ୨୧,୩୦୪ ସ୍ୱାସ୍ଥ୍ୟ କର୍ମୀଙ୍କୁ କରୋନା ଟିକା ଦେବାକୁ ଟାର୍ଗେଟ୍ ରହିଥିବା ବେଳେ ଶନିବାର ଦିନ ୨୨,୩୬୪ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯାଇଛି। ଯାହାକୁ ମିଶାଇ ଟିକାକରଣ ହାର ୧୦୫%ରେ ପହଞ୍ଚିଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁଯାୟୀ, ଏହି ଦିନ…

ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଗଲେ ଲାଲୁ ଯାଦବ

ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଏଥିପାଇଁ ଆଜି ତାଙ୍କୁ ରାଞ୍ଚି ହସ୍ପିଟାଲରୁ ଦିଲ୍ଲୀର ଏମ୍ସକୁ ପଠା ଯାଇଛି । ଏୟାର ଆମ୍ବୁଲାନ୍ସରେ ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କ ଉପସ୍ଥିତିରେ…

କେନ୍ଦ୍ରୀୟ ସଶସ୍ତ୍ର ବଳ ପାଇଁ ଆୟୁଷ୍ମାନ CAPF ଯୋଜନା ଆରମ୍ଭ

ଗୌହାଟୀ : ଆସାମରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ CAPFର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଦେଶରେ ଥିବା ସମସ୍ତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର କର୍ମଚାରୀ ଏହି ଯୋଜନାରେ ସ୍ୱାସ୍ଥ୍ୟସେବାର ଫାଇଦା ପାଇବେ। ଏହି ଅବସରରେ ଆୟୁଷ୍ମାନ CAPF କାର୍ଡ ୭ଟି…

ଛତିଶଗଡରେ ବୋଲେରୋ ଦୁର୍ଘଟଣାରେ ୨ ଓଡ଼ିଆ ମୃତ, ୮ ଆହତ

ଜବଲପୁର: ଛତିଶଗଡରେ ବୋଲେରୋ ଦୁର୍ଘଟଣା। ୨ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ମୃତକମାନେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳର ବୋଲି ଜଣାପଡିଛି। ଆହତମାନଙ୍କୁ ଜବଲପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକମାନେ ଗାଡ଼ି ଲାଇସେନ୍ସ କାମରେ ଛତିଶଗଡ ଯାଉଥିବା…

ରାଗିଯାଇ ଭାଷଣ ଦେଲେନି ଦିଦି

କୋଲକାତା : କୋଲକାତାରେ ଅନୁଷ୍ଠିତ ନେତାଜୀ ଜୟନ୍ତୀ ସମାରୋହରେ ବିବାଦୀୟ ପରିସ୍ଥିତି । ନେତାଜୀଙ୍କ ଜନ୍ମଦିନକୁ ପରାକ୍ରମ ଦିବସ ଭାବେ ପାଳିବାକୁ ଭିକ୍ଟୋରିଆ ମେମୋରିଆଲରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କିନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଷଣ…