Latest Odisha News

BREAKING NEWS

Yearly Archives

2021

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ୪ଘଣ୍ଟା ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ବା ଶ୍ରୀମୁଖ ଶିଙ୍ଗାର ନୀତି ଅନୁଷ୍ଠିତ ହେବ । ଏହି ବିଶେଷ ଗୁପ୍ତ ନୀତି ଅପରାହ୍ନ ୪ଟା ରୁ ସନ୍ଧ୍ୟା ୮ଟା ମଧ୍ୟରେ ହେବ । ପରମ୍ପରା ଓ ରୀତିନୀତି ଅନୁସାରେ, ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା, ଶ୍ରୀସୁଦର୍ଶନଙ୍କର…

ୱାଶିଂଟନ୍‌ ଡିସି ଛାଡିବାକୁ ପ୍ରସ୍ତୁତ ଟ୍ରମ୍ପ୍‌

ୱାଶିଂଟନ୍: ଯୁଗ୍ମ ବେସ୍ ଆଣ୍ଡ୍ର୍ୟୁସରେ ଏକ ବିଶାଳ ବିଦାୟ ସମାରୋହ ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ସକାଳେ ହ୍ବାଇଟ୍‌ ହାଉସ୍‌ରୁ ବିଦାୟ ନେବାକୁ ଯାଉଛନ୍ତି। ସେ ଶେଷ ଥର ପାଇଁ ବାୟୁସେନା ୱାନରେ ଚଢିବେ। ଡୋନାଲ୍ଡ ଟ୍ରମ୍ପ ତାଙ୍କ ବିଦାୟ ସମ୍ବୋଧନରେ ପୁଣି…

ନିଆଁ ଆଁରେ ଚାଲିଗଲା ୬ଟି ପରିବାରର ୮ ବଖରା ଘର

ନୟାଗଡ଼: ରାତିରେ ଲାଗିଲା ନିଆଁ । ଗୋଟିଏ ଘରୁ ଆଉ ଗୋଟିଏ ଘରକୁ ବ୍ୟାପିଲା । ଚାହୁଁ ଚାହୁଁ ନିଆଁ ଗିଳିଦେଲା ୮ ବଖରା ଘର । ଗତକାଲି ରାତିରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ପଥରଦ୍ୱାର ଗାଁରେ ଏହି ଅଗ୍ନିକାଣ୍ଡ ହୋଇଛି । ଏଥିରେ ୬ଟି ପରିବାରର ୮ ବଖା ଘର ଜଳି ପୋଡ଼ି ଛାରଖାର । ଲକ୍ଷାଧିକ…

କୃଷକ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଜି ଦଶମ ପର୍ଯ୍ୟାୟ ଆଲୋଚନା; ବାହାରିବ କି ସମାଧାନ?

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ଏବଂ କୃଷକମାନଙ୍କ ନୂତନ କୃଷି ଆଇନକୁ ନେଇ ଆନ୍ଦୋଳନକାରୀଙ୍କ ମଧ୍ୟରେ ଦଶମ ପର୍ଯ୍ୟାୟ ଆଲୋଚନା ହେବ। ଏହି ଆଲୋଚନା ପୂର୍ବରୁ ମଙ୍ଗଳବାର ଅନୁଷ୍ଠିତ ହେବାର ଥିଲା, କିନ୍ତୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଅପରାହ୍ନ ୨ ଟାରୁ ବିଜ୍ଞାନ ଭବନରେ ଏହି ସଭା ଅନୁଷ୍ଠିତ…

ଜଲପାଇଗୁଡ଼ି ଦୁର୍ଘଟଣା ନେଇ ଦୁଃଖପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଜଲପାଇଗୁଡ଼ି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ମୃତାହତଙ୍କ ଉଦ୍ଦେଶ୍ୟରେ ସହାୟତା ରାଶି ଘୋଷଣା…

ନ୍ୟାୟପୂର୍ଣ୍ଣ ଏବଂ ଅନ୍ତର୍ଭୁକ୍ତ ସମାଜ ଗଠନ ପାଇଁ ଉତ୍ସର୍ଗୀକୃତ ଥିଲେ ଶିଖ୍‌ ଗୁରୁ ଗୋବିନ୍ଦ ସିଂ; ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ଆଜି ଗୁରୁ ଗୋବିନ୍ଦ ସିଂଙ୍କ ଜନ୍ମ ବାର୍ଷିକୀ। ଗୁରୁ ଗୋବିନ୍ଦ ସିଂ ଜୀ ଶିଖ ଧର୍ମର ଦଶମ ଗୁରୁ ଥିଲେ। ଶିଖ ସମ୍ପ୍ରଦାୟର ଲୋକମାନେ ଏହି ଜୟନ୍ତୀକୁ ଅତି ଉତ୍ସାହ ଏବଂ ଉତ୍ସାହର ସହିତ ଆଲୋକର ପର୍ବ ଭାବରେ ପାଳନ କରନ୍ତି। ଏହି ଦିନ ଦେଶ ତଥା ବିଶ୍ବର କିଛି ଗୁରୁଦ୍ୱାର ସଂଗଠିତ…

ଆମେରିକାର ସବୁଠାରୁ ବୟସ୍କ ରାଷ୍ଟ୍ରପତି ହେବ‌େ ଜୋ ବାଇଡେନ୍‌

ନୂଆଦିଲ୍ଲୀ: ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ, ଜାନୁଆରୀ ୨୦, ୨୦୨୧ ରେ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ଏହା ସହିତ ସେ ଦେଶର ଇତିହାସରେ ସବୁଠାରୁ ବୟସ୍କ ରାଷ୍ଟ୍ରପତି ହେବେ। ନଭେମ୍ବର ୨୦୨୦ ରେ ତାଙ୍କୁ ୭୮ ବର୍ଷ ହୋଇଛି। ଏହାଛଡ଼ା ତାଙ୍କ ପୂର୍ବରୁ ସବୁଠାରୁ…

ତାତିଲେ ଚାଷୀ, ଧାନ ବସ୍ତା ରଖି ରାସ୍ତା ଅବରୋଧ

ସୁନ୍ଦରଗଡ଼: କଟନି ଛଟନି ଓ ଟୋକନ ନ ମିଳିବାରୁ ତାତିଲେ ଚାଷୀ । ସୁନ୍ଦରଗଡ଼ ଜିଲ୍ଲାରେ ରାସ୍ତାକୁ ଓହ୍ଲଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କର ଅନ୍ତର୍ଗତ କରମଡିହି ଜସପୁର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଚାଷୀ । ଧାନ ବସ୍ତା ଓ ଟ୍ରାକ୍ଟର ରଖି ରାସ୍ତାରୋକ କରିଛନ୍ତି । ଚାଷୀ ଅଭିଯୋଗ…

ଖଇର ଓ କୁଡଡୁ କାଠ ବୋଝେଇ ଟ୍ରକ୍ ଜବତ, ୨ ଜଣ ଗିରଫ 

ବଲାଙ୍ଗିର: ବେଆଇନ୍ ଚାଲାଣ ବେଳେ ବଲାଙ୍ଗିର ଜିଲ୍ଲା ସାଲେଭଟାରୁ ବିପୁଳ ପରିମାଣର ଖଇର ଓ କୁଡଡୁ କାଠ ବୋଝେଇ ଟ୍ରକ ଜବତ । ବନ ବିଭାଗ କାଠ ବୋଝେଇ ଟ୍ରକକୁ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ଦେଓଗାଁ ବ୍ଲକ ବନ୍ଧପଡ଼ା ଅଞ୍ଚଳରୁ ବେଆଇନ ଭାବରେ କାଠ ସମ୍ୱଲପୁରକୁ ଚାଲାଣ କରାଯାଉଥିଲା ।…

ମା’ ହେବା ପରେ ପ୍ରଥମ ଥର ପାଇଁ ସୋସିଆଲ୍‌ ମିଡିଆରେ ଏହି ବିଶେଷ ବାର୍ତ୍ତା ଦେଲେ ଅନୁଷ୍କା

ନୂଆଦିଲ୍ଲୀ: ଗତ ଜାନୁଆରୀ ୧୧ରେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ମା ହୋଇଛନ୍ତି। ମା ହେବା ସମୟରେ ମଧ୍ୟ ସେ ଲଗାତାର ପୋଷ୍ଟ କରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ମା ହେବା ପରେ ସେ ପ୍ରଥମ ଥର ପାଇଁ ଏହି ପୋଷ୍ଟ ସେୟାର କରିଛନ୍ତି। ବାସ୍ତବରେ ଅନୁଷ୍କା ଗାବା ଟେଷ୍ଟ ମ୍ୟାଚରେ ଭାରତୀୟ…