ଏଲଆଇସିର ଏମଡି ହେଲେ ସିଦ୍ଧାର୍ଥ ମହାନ୍ତି
ଭୁବନେଶ୍ୱର: ବୀମା କମ୍ପାନୀ ଏଲଆଇସିର ପରିଚାଳନା ନିର୍ଦେଶକ ତଥା ଏମ୍ଡି ଭାବେ ଦାୟିତ୍ଵ ନିର୍ବାହ କରିବେ ଓଡିଆ ପୁଅ ସିଦ୍ଧାର୍ଥ ମହାନ୍ତି।
ତାଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ଦେଇଥିବା ବେଳେ ସେ ଆସନ୍ତା ଫେବୃଆରୀ ୧ରୁ କାର୍ଯ୍ୟଭାର ସମ୍ଭାଳିବେ। ସିଦ୍ଧାର୍ଥ ଟି.ସି. ସୁଶିଲ କୁମାରଙ୍କ…