Latest Odisha News

BREAKING NEWS

Yearly Archives

2021

ନଟରାଜନଙ୍କ ନୋ ବଲ ନେଇ ସନ୍ଦେହ ବ୍ୟକ୍ତ କଲେ ୱାର୍ଣ୍ଣେ

ବ୍ରିସବେନ୍‌: ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ କ୍ରିକେଟ ସିରିଜରେ ଭାରତ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛି । ଫଳରେ କଙ୍ଗାରୁ ପ୍ରଶଂସକଙ୍କଠାରୁ ଆରମ୍ଭ କରି ପୂର୍ବତନ ଖେଳାଳିମାନେ ବିଭିନ୍ନ ପ୍ରକାର ମାନସିକ ଚାପ ଭାରତୀୟ ଖେଳାଳିଙ୍କ ଉପରେ ପକାଇବାରେ ଲାଗିଛନ୍ତି । ଅଷ୍ଟ୍ରେଲିଆର ପୂର୍ବତନ…

ଅଭିନେତ୍ରୀ ରିଚାଙ୍କୁ ଦିଆଯାଇଛି ହତ୍ୟା ଧମକ; କିଏ ଦେଇଛି ଏ ଧମକ?

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ରିଚା ଚଢା ଆଜିକାଲି ତାଙ୍କର ଆଗାମୀ ଚଳଚ୍ଚିତ୍ର 'ମ୍ୟାଡାମ୍ ଚିଫ୍‌ ମିନିଷ୍ଟର୍‌' କୁ ନେଇ ବିବାଦ ଘେରରେ ରହିଛନ୍ତି। ନିକଟରେ ଫିଲ୍ମର କିଛି ପୋଷ୍ଟର ଏବଂ ଟ୍ରେଲର ରିଲିଜ ହୋଇଛି ଯାହା ପରେ ରିଚାଙ୍କୁ ଲଗାତାର ବିରୋଧ କରାଯାଉଛି। ଯଦିଓ ବିବାଦକୁ ଦୃଷ୍ଟିରେ ରଖି…

ରିୟାଙ୍କ ସମର୍ଥନରେ ଏମିତି କହିଲେ ଅଭିନେତ୍ରୀ ସୋନି ରଜଦାନ

ନୂଆଦିଲ୍ଲୀ: ଗତ ବର୍ଷ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଅନେକ ବିବାଦର ସମ୍ମୁଖୀନ ହୋଇଥିଲେ। ଗଣମାଧ୍ୟମରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ ଅନେକ ଲୋକ ତାଙ୍କୁ ସମାଲୋଚନା କରିଥିଲେ। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସର…

ଚ୍ୟାଲେଞ୍ଜ ଦେଲେ ମମତା, ଶୁଭେନ୍ଦୁଙ୍କ ଗଡ ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ିବେ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ସମସ୍ତ ପ୍ରକାର କୂଟନୀତି ଆରମ୍ଭ ହୋଇ ଯାଇଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ସିଧାସଳଖ ଶୁଭେନ୍ଦୁ ଅଧିକାରୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ଆଗାମୀ ବିଧାନସଭା ନିର୍ବାଚନରେ ମୁଁ ନନ୍ଦିଗ୍ରାମରୁ ଟିଏମସି ପକ୍ଷରୁ ଲଢ଼ିବି ବୋଲି ସେ…

ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରିବାକୁ ଅକ୍ଷୟଙ୍କ ନିବେଦନ

ମୁମ୍ବାଇ: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣରେ କିଛି ଦାନ କରିବାକୁ ବଲିଉଡ ଅଭିନେତା ଅକ୍ଷୟ କୁମାର ନିଜ ପ୍ରଶଂସକ ମାନଙ୍କୁ ନିବେଦନ କରିଛନ୍ତି। ମନ୍ଦିର ଲାଗି ଦାନ ସଂଗ୍ରହ ପାଇଁ ଦେଶବ୍ୟାପୀ ଅଭିଯାନ ଆରମ୍ଭ ହୋଇଛି। ଏଭଳି ସମୟରେ ରବିବାର ଦିନ ଅଭିନେତା ଜଣକ ଟ୍ୱିଟରରେ ଏକ…

ଅଭିନେତ୍ରୀ ଜୟା ପ୍ରଦାଙ୍କ ପ୍ରେମରେ କମେଡି କିଙ୍ଗ୍‌ କପିଲ୍‌

ନୂଆଦିଲ୍ଲୀ: ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ସୋ 'ଦି କପିଲ ଶର୍ମା ସୋ' ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ବଲିଉଡର ଅଭିନେତ୍ରୀ ଜୟା ପ୍ରଦା ଏବଂ ପ୍ରସିଦ୍ଧ ଅଭିନେତା ରାଜ ବାବର କପିଲ ଶର୍ମାଙ୍କ ସୋ’ରେ ଅତିଥି ଭାବରେ ନଜର ଆସିଛନ୍ତି।…

ଟିକା ନେବା ପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଅନୁଭବ କରି ନାହିଁ, ସମସ୍ତେ ଟିକାକରଣ କରିବା ଉଚିତ; ରଣଦୀପ ଗୁଲେରିଆ

ନୂଆଦିଲ୍ଲୀ: କୋଭିଡ ଟିକାକରଣ ଅଭିଯାନ ପ୍ରଥମ ଦିନରେ ଦିଲ୍ଲୀ ଡାକ୍ତରଖାନାରେ AIIMS ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଟିକା ନେଇଥିଲେ। ଟିକା ନେବା ପରେ ସେ ସୋମବାର କହିଛନ୍ତି ଯେ ଟିକା ନେବା ପରେ ସେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଅନୁଭବ କରିନାହାଁନ୍ତି। ସେ କହିଛନ୍ତି ଯେ, "ମୁଁ କୌଣସି…

ସାମ୍‌ନାକୁ ଆସିଲା କଙ୍ଗନାଙ୍କ ‘ଧାକଡ’ ଲୁକ୍‌

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ନିଜର ବିଭ୍ରାନ୍ତିକର ଟ୍ୱିଟ୍ ପାଇଁ କଙ୍ଗନା ଅନେକ ସମୟରେ ଚର୍ଚ୍ଚାରେ ରହିଆସିଛନ୍ତି। କଙ୍ଗନା ତାଙ୍କର ଆଗାମୀ ଚଳଚ୍ଚିତ୍ର ଧାକଡର ପ୍ରଥମ ଲୁକ୍ ରିଲିଜ୍ କରିଛନ୍ତି ଏବଂ ରିଲିଜ୍ ତାରିଖ ପ୍ରକାଶ କରିଛନ୍ତି। ପୋଷ୍ଟରରେ କଙ୍ଗନାଙ୍କ ଭୟଙ୍କର ରୂପ ମଧ୍ୟ ଦେଖିବାକୁ…

କୃଷକ ଆନ୍ଦୋଳନ: ସୁପ୍ରିମକୋର୍ଟ କହିଲେ ଦିଲ୍ଲୀରେ କାହାକୁ ଅନୁମତି ମିଳିବ ତାର ନିଷ୍ପତି ପୋଲିସ ନେବ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ନେଇ ସୋମବାର ସୁପ୍ରିମକୋର୍ଟ ତାଙ୍କ ନିଷ୍ପତି ଶୁଣାଇଛନ୍ତି । ଗଣତନ୍ତ୍ର ଦିବସ ଅବସରରେ ଚାଷୀମାନେ କରିବାକୁ ଥିବା ଟ୍ରାକ୍ଟର ରାଲିରେ ଦିଲ୍ଲୀରେ ପ୍ରବେଶ କରିବା ପାଇଁ କାହାକୁ ଅନୁମତି ମିଳିବ ତାର ନିଷ୍ପତି ପୋଲିସ ନେଉ । ପ୍ରଧାନ ବିଚାରପତି କହିଛନ୍ତି ଏଥିରେ…

ଅବିକା କ୍ୟାଲେଣ୍ଡର୍ ଗ୍ରାଣ୍ଡଫିନାଲେ: ପ୍ରଗତି ପ୍ରିୟଦର୍ଶିନୀ ଫେସ୍ ଅଫ୍ ଦ ଇୟର

ଭୁବନେଶ୍ୱର : ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଓ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ‘ଅବିକା’ ପକ୍ଷରୁ କ୍ୟାଲେଣ୍ଡର ମଡେଲ୍ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏଥିରେ ପ୍ରଗତି ପ୍ରିୟଦର୍ଶିନୀ ‘ଫେସ୍ ଅଫ୍ ଦ ଇୟର ୨୦୨୧’ ଭାବେ ମନୋନୀତ ହୋଇଛନ୍ତି । ଗ୍ରାଣ୍ଡ୍ ଫିନାଲେ ଉତ୍ସବରେ ଓଲିଉଡ୍ର…