Latest Odisha News

BREAKING NEWS

Yearly Archives

2021

ଆଜିଠୁ ଜାତୀୟ ସଡ଼କ ସୁରକ୍ଷା ମାସ: ପୁରୀରେ ସାଇକେଲ ଶୋଭାଯାତ୍ରା

ପୁରୀ: ଆଜିଠୁ ଆରମ୍ଭ ହୋଇଛି ସଡ଼କ ସୁରକ୍ଷା ମାସ । ଚଳିତବର୍ଷ ମାସେ ଧରି ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ଆଜି ପୁରୀରେ ଏକ ସାଇକେଲ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହାର ଶୁଭାରମ୍ଭ କରିଥିଲେ ଜିଲ୍ଲାପାଳ ସମର୍ଥ ବର୍ମା । ଗୁଣ୍ତିଚା ମନ୍ଦିରଠାରୁ ଏକ ସାଇକେଲ…

କବି ରାମକୃଷ୍ଣଙ୍କ ଚାରୋଟି ପୁସ୍ତକ ଉନ୍ମୋଚିତ

ସମ୍ବଲପୁର: ଅନ୍ୟା ଆୟୋଜିତ ପୁସ୍ତକ ଲୋକାର୍ପଣ ଉତ୍ସବରେ କବି ରାମକୃଷ୍ଣଙ୍କ ପ୍ରବନ୍ଧ ସଂକଳନ ‘ଜୀବନ ଶୃଂଗାର’, ‘ଆତ୍ମୋପଲବ୍ଧିର କଥନ’, ‘ଅଜ୍ଞାତର ପଦଚିହ୍ନ’ ଏବଂ ୧୨୬ ପୃଷ୍ଠାର ବିରଳ କବିତା ସଂକଳନ ‘ରାଗ ଉତ୍ତରା’ ଲୋକାର୍ପିତ ହୋଇଯାଇଛି। ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ…

ହ୍ୱାଟ୍‌ସ ଆପ୍‌ ଚାଟ୍‌ ଲିକ୍‌ ମାମଲା: ଅର୍ଣ୍ଣବଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କ‌ଲା ଶିବସେନା

ନୂଆଦିଲ୍ଲୀ: ରିପବ୍ଲିକ୍ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଲିକ୍ ହୋଇଥିବା ହ୍ୱାଟ୍‌ସ ଆପ୍ ଚାଟ୍ ଉପରେ ଶିବସେନା କେନ୍ଦ୍ର ଉପରେ ଆକ୍ରମଣ କରି ଏହା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଉଲ୍ଲଂଘନ ବୋଲି କହିଛନ୍ତି ଏବଂ ଟିଭି ସାମ୍ବାଦିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।…

କାର ଉପରେ ଆକ୍ରମଣ ଘଟଣା: ବିଜେପିକୁ ଟାର୍ଗେଟ କଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: କେନ୍ଦୁଝରରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଟ୍ୱିଟ୍ । କାର୍ ଉପରେ ଆକ୍ରମଣ ଏବଂ ସୁରକ୍ଷାକର୍ମୀ ଓ ଡ୍ରାଇଭରଙ୍କୁ ମାଡ଼ ମାରିବା ଘଟଣାରେ ବିଜେପିକୁ ସେ ଟାର୍ଗେଟ କରିଛନ୍ତି । ନିରଞ୍ଜନ ଲେଖିଛନ୍ତି, ‘ଆକ୍ରମଣକାରୀ ବିଜେପି ଯୁବ ମୋର୍ଚ୍ଚାର…

ରାଜ୍ୟରେ ଦ୍ୱିତୀୟ ଦିନରେ ଟିକାକରଣ: ୩୧ ହଜାର ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ଟିକାକରଣ । ଦ୍ୱିତୀୟ ଦିନରେ ୩୧ହଜାର ୯୦୨ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ୩୮୦ ସେସନ ମାଧମରେ ୩୧,୯୦୨ ଜଣଙ୍କୁ ଟିକାକରଣ କରାଯିବ । ଆଜିଠୁ ୨୫ ତାରିଖ ଯାଏ ୧୬ଶହ ୯୮ଟି ସେସନରେ ୧ ଲକ୍ଷ ୭୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା…

ଅନଲାଇନ ଗେମରେ ହାରିବାରୁ ଆତ୍ମହତ୍ୟା କଲେ ଯୁବକ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଏକ ଅନଲାଇନ୍ ଗେମରେ ହାରିଯିବାରୁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ରଣପୁର ବ୍ଲକର ପଥରପୁଞ୍ଜି ଗ୍ରାମର ନିବାସୀ ମନୋରଞ୍ଜନ ଶଢଙ୍ଗୀ (୧୯) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ମନୋରଞ୍ଜନ ପୁରୀର ତାଳବଣିଆ ସ୍ଥିତ ଏକ ଆଇଟିଆଇ କଲେଜର…

ମହାନ ସ୍ପିନର ଚନ୍ଦ୍ରଶେଖର ଡାକ୍ତରଖାନାରେ ଭର୍ତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ ସ୍ପିନର ଭାଗବତ ଚନ୍ଦ୍ରଶେଖର ସ୍ୱାସ୍ଥ୍ୟାବସ୍ଥା ଭଲ ନ ରହିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ୭୫ ବର୍ଷୀୟ ଚନ୍ଦ୍ରଶେଖର ହଠାତ୍ କଥା କହି ପାରି ନ ଥିଲେ ଏବଂ ପଡି ଯାଇଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି ଚିକିତ୍ସା…

ପାକିସ୍ତାନ ବିରୋଧ ପ୍ରଦର୍ଶନରେ ଝଲସିଲା ପିଏମ୍‌ ମୋଦୀଙ୍କ ପୋଷ୍ଟର

ନୂଆଦିଲ୍ଲୀ: ପାକିସ୍ତାନରେ ସିନ୍ଧିଙ୍କ ବିରୋଧ ବଢିବାରେ ଲାଗିଛି। ବର୍ଷ ବର୍ଷ ଧରି ଅଲଗା ଦେଶର ଦାବି କରୁଥିବା ସିନ୍ଧିମାନେ ଏବେ ଖୋଲାଖୋଲି ଭାବେ ପାକିସ୍ତାନର ପଡୋଶୀ ଦେଶରୁ ସାହାଯ୍ୟ ମାଗିବା ଆରମ୍ଭ କରିଛନ୍ତି। ଆଧୁନିକ ସିନ୍ଧି ଜାତୀୟତାର ଅନ୍ୟତମ ପ୍ରତିଷ୍ଠାତା ଜିଏମ୍ ସୟଦଙ୍କ ୧୧୭ ତମ…

କମୁଛି କରୋନା କାୟା: ୨୪ ଘଣ୍ଟାରେ ରାଜ୍ୟରୁ ୧୩୪ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କରୋନା କାୟା କମୁଛି । ଦୈନିକ ପଜିଟିଭ୍ କେସ୍ ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ୧୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୭୯ ଜଣ । ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୫ଟି । ମୋଟ୍ ୨୧ ଜିଲ୍ଲାରୁ…

ସାମସଙ୍ଗ ଇଲେକ୍ଟ୍ରୋନିକ୍ସର ଭାଇସ୍‌ ଚେୟାର୍‌ମ୍ୟାନ୍‌ ଲି ଜେ ୟୋଙ୍ଗଙ୍କୁ ଅଢେଇ ବର୍ଷ ଜେଲ୍‌ ଦଣ୍ଡାଦେଶ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ସିଓଲ କୋର୍ଟ ସୋମବାର ସାମସଙ୍ଗ ଇଲେକ୍ଟ୍ରୋନିକ୍ସର ଭାଇସ୍‌ ଚେୟାର୍‌ମ୍ୟାନ୍‌ ଲି ଜେ ୟୋଙ୍ଗଙ୍କୁ ଅଢେଇ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଲାଞ୍ଚ ନେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇ ତାଙ୍କୁ ଏଭଳି ଦଣ୍ଡବିଧାନ କରାଯାଇଛି। ଏହି ମାମଲାରେ ପୂର୍ବତନ…