Latest Odisha News

BREAKING NEWS

Yearly Archives

2021

ଏଥର ଗଣତନ୍ତ୍ର ଦିବସରେ ଶକ୍ତି ଦେଖାଇବ ରାଫେଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସକୁ ନେଇ ଏବେଠୁ ଜୋରସୋରେ ଚାଲିଛି ପ୍ରସ୍ତୁତି । ଏଥିପାଇଁ ଜୋରସୋରରେ ଚାଲିଛି ରିହରସାଲ । କିନ୍ତୁ ଏଥର ଜଣତନ୍ତ୍ର ଦିବସରେ ହେବାକୁ ଥିବା ପରେଡରେ ଶକ୍ତି ପ୍ରଦର୍ଶନ କରିବ ଫାଇଟର ଜେଟ୍ ରାଫେଲ୍। ମେଡ୍ ଇନ୍ ଇଣ୍ଡିଆ ଥିମରେ ଭାରତୀୟ ବାୟୁସେନା ଏହି ପରେଡରେ…

ସଡ଼କ ସୁରକ୍ଷା ସପ୍ତାହରେ ସୁନ୍ଦରଗଡ଼ରେ ଗଡ଼ିଲା ସଚେତନତା ରଥ

ସୁନ୍ଦରଗଡ଼: ନୂଆ ଟ୍ରାଫିକ ନିୟମ ପାଳନ ଓ ସଡ଼କ ଦୁର୍ଘଟଣା କମାଇବା ଦିଗରେ ସଚେତନତା ପାଇଁ ସୁନ୍ଦରଗଡ଼ରେ ୩୨ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଛି। ଏହି ଅବସରରେ ସୋମବାର ଦିନ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟରୁ ଏକ ସଚେତନତା ରଥ ବାହାରିଥିଲା। ଯାହାକୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଓ…

ଆସନ୍ତାକାଲି ଓଡ଼ିଶା ଆସିବ ଦ୍ବିତୀୟ ପର୍ଯ୍ୟାୟ କରୋନା ଟିକା

ଭୁବନେଶ୍ୱର: ଆସନ୍ତା କାଲି ଓଡିଶା ଆସିବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା। ସୂଚନା ଅନୁଯାୟୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ୩,୩୪,୫୦୦ ଡୋଜର କୋଭିଶିଲ୍ଡ ଟିକା ମଙ୍ଗଳବାର ଦିନ ରାଜଧାନୀ ଭୁବନେଶ୍ବରରେ ଆସି ପହଞ୍ଚିବ।…

ପୂର୍ବତଟ ରେଳପଥର ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯିବ କୋଭିଡ ଟିକା

ଭୁବନେଶ୍ୱର: ଦେଶରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା ବେଳେ ଡାକ୍ତର, ପାରାମେଡିକାଲ୍ ଷ୍ଟାଫ୍ ଏବଂ ଅନ୍ୟାନ୍ୟ ମେଡିକାଲ୍ କର୍ମଚାରୀଙ୍କ ସମେତ ସମସ୍ତ ରେଳ ସ୍ୱାସ୍ଥ୍ୟ କର୍ମୀଙ୍କୁ ଭୁବନେଶ୍ୱର ରେଳ ହସ୍ପିଟାଲରେ କୋଭାକ୍ସିନ ଟିକା ଦିଆଯିବ। ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ପୂର୍ବ ତଟ ରେଳପଥ…

ସେନାର ଭାଇସ ଚିଫ୍ ହେବେ ଓଡ଼ିଆ ଅଫିସର ଚଣ୍ଡୀପ୍ରସାଦ ମହାନ୍ତି

ଭୁବନେଶ୍ୱର: ପୁଣି ଦେଶର ଦାୟିତ୍ୱରେ ଓଡ଼ିଆ ପୁଅ । ଓଡ଼ିଆ ସେନା ଅଫିସରଙ୍କୁ ମିଳିଲା ବଡ଼ ଦାୟିତ୍ୱ । ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ଭାଇସ ଚିଫ୍ । ଭାରତୀୟ ସେନାର ୪୨ ତମ ଭାଇସ ଚିଫ୍ ହେବେ ଜଗସିଂହପୁରରେ ଜନ୍ମିତ ଚଣ୍ଡିପ୍ରସାଦ ମହାନ୍ତି । ଭାରତୀୟ…

ଚାଷୀଙ୍କୁ ନେଇ ଘନେଇଲା ବିବାଦ, ମିଲର୍ସମାନଙ୍କ ପାଇଁ ଓକିଲାତି କରୁଛି ଶାସକ ବିଜେଡି : ବିଜେପି

ଭୁବନେଶ୍ବର : ଚାଷୀ ସମସ୍ୟାକୁ ନେଇ ଶାସକ ବିଜେଡି ଓ ବିଜେପି ମୁହାଁମୁହିଁ । ଉଷୁନା ଚାଉଳ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛି ବିଜେଡି । ରାଜ୍ୟରେ ଉତ୍ପାଦିତ ହେଉଥିବା ଉଷୁନା ଚାଉଳର ୫୦ ପ୍ରତିଶତ କେନ୍ଦ୍ର ନେବ ବୋଲି କହୁଛି । କିନ୍ତୁ ଉତ୍ପାଦିତ ଉଷୁନା ଚାଉଳ କିଣାରେ କେନ୍ଦ୍ର ପଛ…

କ୍ଷମା ମାଗିଲେ ତାଣ୍ଡବ ନିର୍ଦ୍ଦେଶକ ଅଲୀ ଆବାସ ଜାଫର

ମୁମ୍ବାଇ:ସୈଫ ଅଲି ଖାଁ ଅଭିନୀତ ୱେବ ସିରିଜ ତାଣ୍ଡବ ଆରମ୍ଭରୁ ବିବାଦ ସୃଷ୍ଟି କରି ସାରିଛି । ହିନ୍ଦୁ ଧର୍ମର ଦେବ ଏବଂ ଦେବୀ ଏହି ସିରିଜରେ ଉପହାସ କରାଯିବା ସହ ଜାତିବାଦକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଥିଲା । ଅଭିନେତା ସୈଫ, ଡିମ୍ପଲ କାପାଡିଆ ଓ ସୁନୀଲ ଗ୍ରୋଭରଙ୍କ ସମେତ ୩୨ ଜଣଙ୍କ…

ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷା : ଲାଞ୍ଚ ନେଇ ଧରାପଡ଼ିଲେ

ବଲାଙ୍ଗିର : ମହଙ୍ଗା ପଡ଼ିଲା ଲାଞ୍ଚ ନେବା । ଲାଞ୍ଚ ନେଇ ଧରାପଡ଼ିଲେ କଲେଜ ଅଧ୍ୟକ୍ଷା । ବଲାଙ୍ଗିର ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ସ୍କୁଲର ଭାରପ୍ରାପ୍ତ ପ୍ରିନ୍ସିପାଲଙ୍କୁ ଧରିଛି ସମ୍ବଲପୁର ଭିଜିଲାନ୍ସ ଡିଭିଜନ । ୮୦ ହଜାର ଟଙ୍କା ଲାଞ୍ଚ ମାଗିବା ସହ ଟଙ୍କା ନେବା ବେଳେ ଗିରଫ କରିଛି…

ଗର୍ଜିଲେ ଶୁଭେନ୍ଦୁ, ମମତାଙ୍କୁ ନ ହରାଇଲେ ରାଜନୀତି ଛାଡିଦେବି

କୋଲକାତା: ମମତା ବାନାର୍ଜୀଙ୍କ ଚ୍ୟାଲେଞ୍ଜକୁ ସ୍ୱୀକାର କରିଛନ୍ତି ଶୁଭେନ୍ଦୁ ଅଧିକାରୀ । ସେ କହିଛନ୍ତି ଯଦି ତୃଣମୂଳ କଂଗ୍ରେସର ମମତାଙ୍କୁ ମୁଁ ଆଗାମୀ ନିର୍ବାଚନରେ ୫୦ହଜାର ଭୋଟ ବ୍ୟବଧାନରେ ହରାଇବି । ଯଦି ଏହା ନ ହୁଏ ତାହାହେଲେ ରାଜନୀତି ଛାଡିଦେବି ବୋଲି ଶୁଭେନ୍ଦୁ କହିଛନ୍ତି । ସୋମବାର…

ତେଜସ ପରେ ରୁଷିଆଠାରୁ ଭାରତ ଅଧିକ ସୁଖୋଇ, ମିଗ୍ ବିମାନ କିଣିବ

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଚୀନ ଭାରତ ପାଇଁ ସର୍ବଦା ବିପଦ ସୃଷ୍ଟି କରୁଥିବାରୁ ଏଥିପ୍ରତି କେନ୍ଦ୍ର ସରକାର ଯତ୍ନବାନ୍ ହୋଇଛନ୍ତି । ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ତେଜସ ପରେ ଭାରତ ୨୧ଟି ମିଗ୍‌-୨୯ ଓ ୧୨ ସୁଖୋଇ-୩୦ ବିମାନ କିଣିବା ପାଇଁ ନିଷ୍ପତି ନେଇଛି । ସୁରକ୍ଷା…