Latest Odisha News

BREAKING NEWS

Yearly Archives

2021

ନୂଆଦିଲ୍ଲୀ ସ୍ଥିତ ଇଣ୍ଡୋନେସିଆ ଦୂତାବାସରେ ବିଜୁବାବୁଙ୍କ ନାଁରେ ସ୍ୱତନ୍ତ୍ର କକ୍ଷ

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ସ୍ବତନ୍ତ୍ର କକ୍ଷ। ନୂଆଦିଲ୍ଲୀ ସ୍ଥିତ ଇଣ୍ଡୋନେସିଆ ଦୂତାବାସ କାର୍ଯ୍ୟାଳୟରେ ବିଜୁ ପଟ୍ଟନାୟକଙ୍କ ନାଁରେ ଏକ ସ୍ୱତନ୍ତ୍ର କକ୍ଷକୁ ଉତ୍ସର୍ଗ କରାଯାଇଛି। ଆଜି ଏହାକୁ ଉଦଘାଟନ କରିଥିଲେ ଭାରତରେ ଅବସ୍ଥାପିତ ଇଣ୍ଡୋନେସିଆ ରାଷ୍ଟ୍ରଦୂତ…

ଓଡ଼ିଶାରୁ ୨୨୮ କରୋନା ସଂକ୍ରମିତ ସୁସ୍ଥ

ଭୁବନେଶ୍ୱର: ଓଡିଶାରୁ ଗୋଟିଏ ଦିନରେ ପ୍ରାୟ ୨୨୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨୮ ହଜାର ୨୭୧ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଷ୍ଟେଟ୍ ପୁଲ ସମେତ ୨୪ ଜିଲ୍ଲାରୁ କରୋନା ରୋଗୀ ସୁସ୍ଥ…

ମାଗଣାରେ ୩ କୋଟି କୋଭିଡ ଯୋଦ୍ଧାଙ୍କୁ ମିଳିବ ଟିକା, ଖର୍ଚ୍ଚ ବହନ କରିବେ କେନ୍ଦ୍ର ସରକାର : ମୋଦି

ନୂଆଦିଲ୍ଲୀ : ପ୍ରଥମ ପର‌୍ୟାୟରେ ୩ କୋଟି କୋଭିଡ ଯୋଦ୍ଧାଙ୍କୁ ମାଗଣାରେ କରୋନା ଟିକା ବାଣ୍ଟିବେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନସିଂରେ ଟିକାକରଣ ନେଇ ଆଲୋଚନା କରିବା ଅବସରରେ ଏହି ସୂଚନା ଦେଇଛନ୍ତି ।…

ରାଜଧାନୀରୁ ଜବତ ହେଲା ୨ ଟନରୁ ଅଧିକ ଓଜନର ପଲିଥିନ୍

ଭୁବନେଶ୍ୱର: ବେଆଇନ ପଲିଥିନ୍ ତିଆରି ଫ୍ୟାକ୍ଟ୍ରି ଉପରେ ବିଏମସିର ଚଢଉ । ଆଜି ରାଜଧାନୀର ଆଇଗିଣିଆ ଅଂଚଳରେ ଥିବା ବିଏମସି ଏକ ସ୍କ୍ୱାର୍ଡ ଚଢଉ କରି ୨ଟନରୁ ଅଧିକ ପଲିଥିନ୍ ଜବତ କରିଛି । ନିଷିଦ୍ଧ ହୋଇଥିବା ସାମଗ୍ରୀ ଗଚ୍ଛିତ ଓ ବିକ୍ରି କରୁଥିବା ଅଭିଯୋଗରେ କାରଖାନାର ମାଲିକଙ୍କୁ ୫୦ ହଜାର…

ପଶ୍ଚିମ ଓଡିଶା ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଅସିତ ତ୍ରିପାଠୀ

ଭୁବନେଶ୍ୱର: ପଶ୍ଚିମ ଓଡିଶା ଉନ୍ନୟନ ପରିଷଦର ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ଦାୟିତ୍ୱ ନେଲେ ଅସିତ ତ୍ରିପାଠୀ । ଦାୟିତ୍ୱ ଗ୍ରହଣ କରିବା ପରେ ସେ ପଶ୍ଚିମ ଓଡିଶା ଉନ୍ନୟନ ପରିଷଦର କାମର ସମୀକ୍ଷା କରିଛନ୍ତି । ଗତ ୩୧ ତାରିଖରେ ଅସିତ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ପଦରୁ…

କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ୯୨.୩୭ କୋଟି ଟଙ୍କାର ବୋନସ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୯୨.୩୭ କୋଟି ଟଙ୍କାର ବୋନସ ଏବଂ ଅନ୍ୟାନ୍ୟ ସହାୟତା ଘୋଷଣା କରିଛନ୍ତି। ତନ୍ମଧ୍ୟରୁ କେବଳ ବୋନସର ପରିମାଣ ୫୯.୭୮ କୋଟି ଟଙ୍କା ରହିଛି। ଏହା ସହିତ କେନ୍ଦୁପତ୍ର କର୍ମଚାରୀଙ୍କ…

ସୁବ୍ରତ ସାହୁଙ୍କୁ ଛତିଶଗଡର ମୁଖ୍ୟ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ

ରାୟପୁର: ୧୯୯୨ ମସିହା ବ୍ୟାଚର ଆଇଏଏସ ଅଧିକାରୀ ସୁବ୍ରତ ସାହୁଙ୍କୁ ଛତିଶଗଡର ମୁଖ୍ୟ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ମୁଖ୍ୟ ଶାସନ ସଚିବ ଅମିତାଭ ଜୈନ ସ୍ୱାସ୍ଥ୍ୟ ଗତ କାରଣରୁ ଛୁଟିରେ ଯାଇଥିବା ହେତୁ ତାଙ୍କ ସ୍ଥାନରେ ଶ୍ରୀ ସାହୁଙ୍କୁ ନିଯୁକ୍ତ କରାଯାଇଥିବା ନେଇ…

କେରେଜଙ୍ଗ-ଅନୁଗୁଳ ଦୋହରୀକରଣ କାର୍ଯ୍ୟ ରେକର୍ଡ ସମୟରେ ସମାପ୍ତ 

ଭୁବନେଶ୍ୱର: ନିରନ୍ତର କଠିନ ପରିଶ୍ରମ ଏବଂ ଉତ୍ସର୍ଗୀକୃତ ପ୍ରୟାସ ଯୋଗୁଁ ୧୩.୫୧ କିଲୋମିଟର ଦୈର୍ଘ୍ୟ କେରେଜଙ୍ଗ-ଅନୁଗୁଳ ମଧ୍ୟରେ ରେଳଲାଇନ ଦୋହରୀକରଣ କାର୍ଯ୍ୟ ସମାପ୍ତ ହୋଇଛି। ଏହି କାର୍ଯ୍ୟକୁ ଏକ ରେକର୍ଡ ସମୟ ମଧ୍ୟରେ କରାଯାଇଅଛି। ନୂତନ ଦୋହରୀକରଣ ରେଳ ଲାଇନ ପାଇଁ ସର୍ବାଧିକ ୧୦୦…

କଟକ ହୋଲସେଲ ଗୋଦାମରେ ଜିଏସ୍‌ଟି ଫାଙ୍କିବା ଅଭିଯୋଗରେ ଚଢ଼ାଉ

କଟକ : ଜିଏସଟି ଫାଙ୍କିବା ଅଭିଯୋଗରେ କଟକର ଏକ ହୋଲସେଲ ଗୋଦାମରେ ଆଜି ଚଢଉ ହୋଇଛି । ଚାଉଳିଆଗଞ୍ଜ ଥାନା ଅପର୍ଣ୍ଣା ନଗର ଅଞ୍ଚଳରେ ଥିବା ଏକ ବଡ ହୋଲସେଲ ଗୋଦାମରେ ଜିଏସଟି ଟିମ୍‌ର ଅଧିକାରୀ ପହଞ୍ଚି ଗୋଦାମର ଜିନିଷକୁ ଯାଞ୍ଚକରିବା ସହ କାଗଜପତ୍ରକୁ ଦେଖିଥିଲେ । ଗୋଦାମରେ ସିଗାରେଟ,…

ନବରଙ୍ଗପୁରରେ ବ୍ରିଜ ଭୁଶୁଡ଼ିବା ଘଟଣା, କଣ୍ଟ୍ରାକ୍ଟର ବିରୋଧରେ ମାମଲା ରୁଜୁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଏକ ନିର୍ମାଣାଧୀନ ବ୍ରିଜ ଭୁଶୁଡ଼ିବାର ଗୋଟିଏ ଦିନ ପରେ ଜଣେ କଣ୍ଟ୍ରାକ୍ଟର ଏବଂ ଦୁଇ ଇଞ୍ଜିନିୟରଙ୍କ ବିରୋଧରେ ଉମରକୋଟ୍ ଥାନାରେ ମାମଲା ରୁଜୁ ହୋଇଛି। ଉଲ୍ଲେଖଯୋଗ୍ୟ, ରବିବାର ସନ୍ଧ୍ୟାରେ ନବରଙ୍ଗପୁର ଜିଲ୍ଲାରେ ଏକ ନିର୍ମାଣାଧୀନ ବ୍ରିଜର କଂକ୍ରିଟ…