Latest Odisha News

BREAKING NEWS

Yearly Archives

2021

ଏସସିବିରୁ ଡିସଚାର୍ଜ ହେଲେ ବିଦ୍ୟାଶ୍ରୀ

କଟକ: ଆଜି କଟକ ଏସସିବିରୁ ଡିସଚାର୍ଜ ହୋଇଛନ୍ତି ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ । ତେବେ ସେ ପର୍ସନାଲିଟି ଡିଜଅର୍ଡର ରୋଗରେ ପୀଡିତ ଥିବା ମାନସିକ ରୋଗ ଗିଭାଗର ଡାକ୍ତର କହିଛନ୍ତି । ପ୍ରତି ସପ୍ତାହରେ ସେ କାଉନସେଲିଂ ହେବାକୁ ଆସିବେ ବୋଲି ଡାକ୍ତର ପରାମର୍ଶ ଦେଇଥିବା…

ବେସରକାରୀ ଡାକ୍ତରଖାନାମାନଙ୍କୁ ଦିଦିଙ୍କ କଡ଼ା ଚେତାବନୀ; ସରକାରୀ ସ୍ୱାସ୍ଥ୍ୟ କାର୍ଡ ଗ୍ରହଣ ନ କଲେ ବାତିଲ୍‌ ହେବ…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚେତାବନୀ ଦେଇଛନ୍ତି ଯେ ଯଦି କୌଣସି ବେସରକାରୀ ଡାକ୍ତରଖାନା ସରକାରୀ ସ୍ୱାସ୍ଥ୍ୟ କାର୍ଡ ଯୋଜନା ଅଧୀନରେ ରୋଗୀଙ୍କୁ ଚିକିତ୍ସା କରିବାକୁ ମନା କରନ୍ତି ତେବେ ସରକାର ତାଙ୍କ ଘରୋଇ ଡାକ୍ତରଖାନା ଏବଂ ନର୍ସିଂହୋମର ଲାଇସେନ୍ସ ବାତିଲ…

ଭୁବନେଶ୍ୱରରେ ଦିନକରେ ୭ ଆକ୍ରାନ୍ତ ଓ ୭ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରରୁ କରୋନା ସଂକ୍ରମିତ ସଂଖ୍ୟା କମୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ଚିହ୍ନଟ ନୂଆ ୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ କେବଳ ୨ ଜଣ କରୋନା ପଜିଟିଭ…

ପ୍ରଶାସକ ଗଙ୍ଗାଧର ସାହୁଙ୍କ ଲିଖିତ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ବରିଷ୍ଠ ପ୍ରଶାସକ ଗଙ୍ଗାଧର ସାହୁଙ୍କ ଲିଖିତ ପୁସ୍ତକ "ତଥାପି ହଟିନି ଅନ୍ଧାର " ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି। ସ୍ତମ୍ଭକାର ଶ୍ୟାମସୁନ୍ଦର ଅଗ୍ରୱାଲ ପୁସ୍ତକର ସମୀକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପ୍ରଫେସର ଧନେଶ୍ୱର ସାହୁ ସଭାପତିତ୍ୱ…

କଟକରୁ ୧୦.୫ କେଜି ଗଞ୍ଜେଇ ଜବତ, ୨ ଗିରଫ

କଟକ: ଗତକିଛି ଦିନ ହେଲା ଗଂଜେଇର ଚୋରାଚାଲାଣ ବଢିଯାଇଛି । କଟକରୁ ପୁଣି ୧୦ କେଜି ୫ଶହ ଗ୍ରାମ ଗଞ୍ଜେଇ ଜବତ କରିଛି ଚାଉଳିଆଗଞ୍ଜ ପୋଲିସ । ଏଥି ସହ ୨ ଜଣଙ୍କୁ ଗିରଫ କରାଯାଇଛି । ଏକ ଟ୍ରକରେ ଏହି ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ପାଟ୍ରୋଲିଂ ବେଳେ ଏମାନଙ୍କୁ ଧରିଥିଲା । ଗିରଫ…

ପୁରୀରେ ଅପରାଧୀ ଗ୍ୟାଙ୍ଗର ପର୍ଦ୍ଦାଫାସ, ବିପୁଳ ପରିମାଣର ଚୋରା ସାମଗ୍ରୀ ଜବତ

ପୁରୀ : ବଳଙ୍ଗା ପୋଲିସକୁ ସଫଳତା । ଏକ ପେସାଦାର ଅପରାଧୀ ଗ୍ୟାଙ୍ଗକୁ ଗିରଫ କରିବାରେ ସପଳ ହୋଇଛି ପୋଲିସ ବିଭାଗ । ୩ ଜଣ ପେସାଦାର ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଚୋରା ସାମଗ୍ରୀ ଓ ନଗଦ ୬୬ ହଜାର ଟଙ୍କା ଜବତ କରାଯାଇଛି । କିଛି…

ଏଣିକି ୨୦୦ ଟଙ୍କାରେ ମିଳିବ କୋଭିଶିଲ୍ଡ ଟିକା

ନୂଆଦିଲ୍ଲୀ: ଦେଶରେ କରୋନା ଟୀକାକରଣ ଜାନୁଆରୀ ୧୬ ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ପର୍ଯ୍ୟାୟରେ ୩୦ ନିୟୁତ ସ୍ୱାସ୍ଥ୍ୟ କର୍ମୀ ଏବଂ ଆଗଧାଡିର କର୍ମଚାରୀଙ୍କୁ ଏହି ଟିକା ପ୍ରଦାନ କରାଯିବ। ଏହି ସମୟରେ ଦେଶରେ ଥିବା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII)କୁ ଭାରତ…

ଶାସକ ଶ୍ରମିକ ଦଳର ମହାସଚିବ ହେଲେ ରାଷ୍ଟ୍ରପତି କିମ୍‌ ଜୋଙ୍ଗ୍‌ ଉନ୍‌; ଉତ୍ତରକୋରିଆ

ନୂଆଦିଲ୍ଲୀ: ଅଷ୍ଟମ କଂଗ୍ରେସ ଶାସକ ୱାର୍କର୍ସ ପାର୍ଟିର ମୁଖ୍ୟ ଶାସନ ସଚିବ ଭାବେ ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜୋଙ୍ଗ ଉନଙ୍କୁ ମନୋନୀତ କରିଛନ୍ତି। ସୋମବାର, ପ୍ୟୋଙ୍ଗୟାଙ୍ଗର ସରକାରୀ କୋରିଆ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ ରବିବାର ଦିନ ରାଜଧାନୀରେ କଂଗ୍ରେସର ଷଷ୍ଠ…

ବିରୁଷ୍କାଙ୍କ ଘରକୁ ଆସିଲେ ଲକ୍ଷ୍ମୀ

ମୁମ୍ବାଇ: କ୍ରିକେଟର ବିରାଟ କୋହଲୀ ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ଏକ କନ୍ୟା ସନ୍ତାନ ଲାଭ କରିଛନ୍ତି । ଅପରାହ୍ନରେ ଅନୁଷ୍ଟା ଝିଅକୁ ଜନ୍ମ ଦେଇଛନ୍ତି । ଏ ନେଇ ବାପା ବିରାଟ ସୋସିଆଲ ମିଡିଆ ଜରିଆରେ ଫ୍ୟାନମାନଙ୍କୁ ଜଣାଇଛନ୍ତି । ବିରାଟ ଲେଖିଛନ୍ତି ଯେ, 'ଆଜି ଅପରାହ୍ନରେ…

ବାଇଡେନ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ସୁରକ୍ଷା କଡ଼ାକଡି କରିବାକୁ ୱାଶିଂଟନ୍‌ର ମେୟରଙ୍କ ସ୍ୱତନ୍ତ୍ର ପ୍ରସ୍ତାବ

ୱାଶିଂଟନ୍: ଆମେରିକାର କ୍ୟାପିଟଲରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଦ୍ୱାରା ହୋଇଥିବା ହିଂସାତ୍ମକ ଘଟଣା ପରେ ୱାଶିଂଟନ୍‌ର ମେୟର ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଶପଥ ଗ୍ରହଣ ସମାରୋହରେ କଡା ସୁରକ୍ଷା ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏଥିପାଇଁ…