ଦିଲ୍ଲୀରେ ପହଁଚିଲା ସେରମ୍ ଇନଷ୍ଟିଚ୍ୟୁଟ୍ର ଭାକସିନ୍ ଗାଡି
ଦିଲ୍ଲୀ: ଆସନ୍ତା ଜାନୁଆରୀ ୧୬ରୁ ଭାରତରେ ଆରମ୍ଭ ହେବାକୁ ଯାଉଛି କୋଭିଡ ଟିକାକରଣ । ଏହାକୁ ନଜରରେ ରଖି ସେରମ ଇନଷ୍ଟିଚ୍ୟୁଟ୍ ଅପ୍ ଇଣ୍ଡିଆର ପୁଣେ ସ୍ଥିତ ଲ୍ୟାବରୁ ଆସିଥିବା ଭାକସିନକୁ ବିଭିନ୍ନ ସ୍ଥାନକୁ ପଠାଯାଇଥିବା ବେଳେ ପ୍ରଥମେ ଏହା ରାଜଧାନୀ ଦିଲ୍ଲୀରେ ପହଁଚିଛି । ସେଠାରୁ ଦେଶର…