Latest Odisha News

BREAKING NEWS

Yearly Archives

2021

ଟ୍ରେନ୍ ରହଣି ଦାବିରେ ରେଙ୍ଗାଳିଠାରେ ରେଳରୋକ, ୧୨ ଘଣ୍ଟିଆ ବନ୍ଦ ପାଳନ

ସମ୍ୱଲପୁର: ଟ୍ରେନ ରହଣି ଦାବିରେ ରେଳରୋକ । ସମ୍ୱଲପୁର ଜିଲ୍ଲା ରେଙ୍ଗାଲିଠାରେ ଧାନବାଦ-ଏଲଏପି ଟ୍ରେନ୍ ପୁନଃ ରହଣି ଦାବିରେ ଆଜି ରେଳରୋକ କରାଯାଇଛି । ଏହାସହ ନାଗରିକ କ୍ରିୟାନୁଷ୍ଠାନ କମିଟି ଡାକରାରେ ୧୨ ଘଣ୍ଟିଆ ରେଙ୍ଗାଲି ବନ୍ଦ ପାଳନ କରାଯାଉଛି । ସକାଳୁ ସକାଳୁ ନାଗରିକ କ୍ରିୟାନୁଷ୍ଠାନ…

ପିଜି ନାମଲେଖା ପାଇଁ ହେବ ସ୍ପଟ୍ ଆଡମିଶନ, ଜାଣନ୍ତୁ କ‌େବେଠୁ

ଭୁବନେଶ୍ବର: ରାଜ୍ୟର‌ ସରକାରୀ ବିଶ୍ବବିଦ୍ୟାଳୟର‌େ ଖାଲି ପଡିଥିବା ପିଜି ତଥା ସ୍ନାତକ‌ୋତ୍ତର ସିଟ୍ ଗୁଡିକୁ ପୂରଣ କରିବା ଲାଗି ଖୁବଶୀଘ୍ର ସ୍ପଟ୍ ଆଡମିଶନ ହେବ। ଉଚ୍ଚଶିକ୍ଷା ବିଭାଗର ଏକ ବିଜ୍ଞପ୍ତି ଅନୁଯାୟୀ ଜାନୁଆରୀ ୯ରୁ ସ୍ପଟ୍ ଆଡମିଶନ ପାଇଁ କମନ ଆପ୍ଲିକସେନ୍ ଫର୍ମ (ସିଏଏଫ୍)…

ଦେଶର ସବୁ ଜିଲ୍ଲାରେ ଆଜି ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍

ନୂଆଦିଲ୍ଲୀ: କରୋନା ଟିକା ଆସିବା ପୂର୍ବରୁ ଅଭ୍ୟାସ । ଆଜି ଦେଶରେ ଟିକାକରଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍ କରାଯାଉଛି । ଏକାସଙ୍ଗେ ରିହରସାଲ୍ ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ସବୁ ଜିଲ୍ଲା ଓ ମହାନଗର ନିଗମରେ ଡ୍ରାଏ ରନ୍ କରାଯିବ । ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ…

ଦର୍ଶନ ଦେଲେ ବାବା ଧବଳେଶ୍ୱର: ଆଜି ସେବାୟତଙ୍କ ପରିବାର, ୧୧ରୁ ସର୍ବସାଧାରଣ ଦର୍ଶନ

କଟକ: ୯ ମାସ ପରେ ଆଜିଠୁ ଖୋଲିଲା କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ମନ୍ଦିର । ଆଜି ସକାଳ ୬ଟାରୁ ମନ୍ଦିର କପାଟ ଖୋଲିଛି । ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ । କୋଭିଡ୍‌ କଟକଣା ଭିତରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଆଜିଠୁ ପୂଜକଙ୍କ ପରିବାର…

ଆଜିଠୁ ଖ‌ୋଲିଲା ସ୍କୁଲ, କରୋନା କଟକଣା ଭିତର‌େ ୧୦୦ ଦିନ ହେବ ପାଠପଢା

ଭୁବନେଶ୍ବର: ଦୀର୍ଘ ୯ ମାସ ପର‌େ ଶୁକ୍ରବାର ଦିନ ରାଜ୍ୟର‌େ ଖ‌ୋଲିଛି ଶିକ୍ଷାନୁଷ୍ଠାନ। ଯାହାକୁ ନଇେ ଛାତ୍ରଛାତ୍ରୀଙ୍କ ମଧ୍ୟର‌େ ଉତ୍ସାହ ପରିଲିକ୍ଷିତ ହ‌ୋଇଛି। ଦଶମ ଓ ଦ୍ବାଦଶ ଶ୍ରଣେୀ ପାଇଁ ଆଜିଠୁ ଏପ୍ରିଲ୍ ୨୮ ତାରିଖ ଯାଏଁ ପାଠପଢା ହେବ। ସୂଚନା ଅନୁଯାୟୀ ରାଜ୍ୟର ୮ ହଜାର…

ଭଦ୍ରକ ତିହିଡି ବଜାରରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ଭଦ୍ରକ: ବିଳମ୍ବିତ ରାତିରେ ଲାଗିଲା ନିଆଁ । ଭଦ୍ରକ ତିହିଡି ବଜାରରେ ଗତକାଲି ରାତିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଏଥିରେ ୧୦ରୁ ଅଧିକ ଦୋକାନ ଘର ଜଳି ପୋଡ଼ି ଛାରଖାର ହୋଇଛି । ପୋଡ଼ି ପାଉଁଶ ହୋଇଯାଇଛି ଲକ୍ଷାଧିକ ଟଙ୍କାର ଆସବାବପତ୍ର । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ…

ମର୍ଣ୍ଣିଂ ଓ୍ୱାକରେ ଯିବା ବେଳେ ଚାପିଦେଲା ଟ୍ରକ, ଯୁବତୀ ମୃତ

ଯାଜପୁର: ମର୍ଣ୍ଣିଂ ଓ୍ୱାକରେ ଯିବା ବେଳେ ଟ୍ରକ୍ ଧକ୍କା ଦେଲା । ଟ୍ରକ ମାଡ଼ି ଯିବାରୁ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ଆଜି ସକାଳୁ ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ କେତକିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତ ଯୁବତୀଙକ୍ ନାଁ ବର୍ଷାରାଣୀ ଜେନା । ଆଜି ସକାଳେ ନିଜ ସାଙ୍ଗମାନଙ୍କ…

ଇଣ୍ଡିଆନ ବ୍ୟାଙ୍କରେ ଜେନେରେଟର ଜଳିଗଲା, ଅଳ୍ପକେ ବର୍ତ୍ତିଲେ ଗ୍ରାହକ

ବୁଗୁଡା: ଗଞ୍ଜାମର ବୁଗୁଡା ଶାଖ ଇଣ୍ଡିଆନ ବ୍ୟାଙ୍କରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ, ପ୍ରତ୍ୟେକ ଦିନ ଭଳି ଜାନୁୟାରୀ ୭ ତାରିଖ ଦିନ ମଧ୍ୟ ଇଣ୍ଡିଆନ ବ୍ୟାଙ୍କରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗ୍ରାହକଙ୍କ ଲମ୍ବା ଲାଇନ ମଧ୍ୟ ଲାଗିଥିଲା। ହେଲେ ବିଦ୍ୟୁତ ନଥିବା ଯୋଗୁଁ କର୍ମଚାରୀ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ ତା ୮-୧-୨୦୨୧ ଶୁକ୍ରବାର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୧ ମସିହା ଜାନୁଆରୀ ତା ୮ ରିଖ ଶୁକ୍ରବାର ଧନୁ ୨୫ ଦିନ ପୌଷମାସ କୃଷ୍ଣ ପକ୍ଷ ଦଶମୀ ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର ଘାତ ବାର-: ବିଛା ଧନୁ ଓ ମୀନ ରାଶିର ଆଜି: କଳମ୍ଵି ଶାଗ ଖାଇବା ନିଷେଧ ମେଷ…

୮ ମ୍ୟାଚ ପରେ ବିଜୟ ସ୍ୱାଦ ଚାଖିଲା ଓଡିଶା ଏଫସି, ୪-୨ରେ କେରଳ ବ୍ଲାଷ୍ଟର୍ସକୁ ହରାଇଲା

ଭୁବନେଶ୍ୱର: ଗୋଆର ବାମ୍ବୋଲିନ୍‌ଠାରେ ଗୁରୁବାର ଅନୁଷ୍ଠିତ ଆଇଏସଏଲର ଏକ ମ୍ୟାଚରେ ଓଡିଶା ଏଫସି ଚମତ୍କାର ପ୍ରଦର୍ଶନ କରି ୪-୨ ଗୋଲରେ କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରିଛି । କ୍ରମାଗତ ୮ ମ୍ୟାଚ ପରେ ଓଡିଶା ବିଜୟ ସ୍ୱାଦ ଚାଖିଛି । କେରଳ ପକ୍ଷରୁ ଜୋର୍ଡାନ ମୁରେ ମ୍ୟାଚର ୭ମ ମିନିଟରେ ଗୋଲ…