Latest Odisha News

BREAKING NEWS

Yearly Archives

2021

ଅନୁଗୁଳ ବାଳ ସୁଧାର ଗୃହରେ ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ

ଅନୁଗୁଳ: ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ସାବାଳକ ନୁହେଁ ନାବାଳକ । ପକସୋ କୋର୍ଟଙ୍କ ରାୟ ପରେ ତାକୁ ନୟାଗଡ଼ ଜେଲ ପରିବର୍ତ୍ତେ ଅନୁଗୁଳ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି । ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତକୁ ବାଳ ସୁଧାର ଗୃହକୁ ଅଣାଯାଇଥିଲା । ସେହିପରି…

୩୭ ବର୍ଷରେ ପଦାର୍ପଣ କଲେ ସଂଗୀତର ସର୍‌ଦାର୍‌ ଦିଲ୍‌ଜିତ ଦୋସାଞ୍ଜ

ନୂଆଦିଲ୍ଲୀ: ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜର ଆଜି ଜନ୍ମଦିନ। ଜାନୁଆରୀ ୬ରେ ଦିଲଜିତ ଦୋସାଞ୍ଜ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଦିଲଜିତ ଦୋସାଞ୍ଜ ୬ ଜାନୁୟାରୀ୧୯୮୪ ରେ ପଞ୍ଜାବର ଜଲନ୍ଦର ଜିଲ୍ଲା ଦୋସଞ୍ଜ କାଲାନରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ବଲବୀର ସିଂ ପଞ୍ଜାବ…

ଚିଲିକାକୁ ଏବର୍ଷ ଆସିଛନ୍ତି ରେକର୍ଡ ୧୧ଲକ୍ଷ ୪୨ ହଜାର ପକ୍ଷୀ

ଚିଲିକା: ନୂଆ ରେକର୍ଡ କରିଛି ଚିଲିକା । ଏବର୍ଷ ଚିଲିକାକୁ ଆସିଛନ୍ତି ରେକର୍ଡ ସଂଖ୍ୟକ ପକ୍ଷୀ । ଗତବର୍ଷ ଅପେକ୍ଷା ସଂଖ୍ୟା ବଢ଼ିଛି । ଗଣନା ପରେ ଏହି ତଥ୍ୟ ସାମନାକୁ ଆସିଛି । ଏବର୍ଷ ଚିଲିକାକୁ ଆସିଛନ୍ତି ୧୯୦ ପ୍ରଜାତିର ୧୧ଲକ୍ଷ ୪୨ହଜାର ପକ୍ଷୀ । ଗତବର୍ଷ ଅପେକ୍ଷା ୧ ଲକ୍ଷ ୩୨ ହଜାରରୁ…

ଚିନ୍ତା ବଢ଼ାଉଛି ବୁର୍ଲା କୋଭିଡ ହସ୍ପିଟାଲ; ୨୪ ଘଣ୍ଟାରେ ୫ ରୋଗୀ ମୃତ

ବୁର୍ଲା: ଗୋଟିଏ ପଟେ ରାଜ୍ୟ ତଥା ଦେଶର କରୋନା ରୋଗୀଙ୍କ ସଂଖ୍ୟା କାମୁଥିବା ବେଳେ ମୃତ୍ୟୁ ହାର ମଧ୍ୟ କମିବାରେ ଲାଗିଛି। ଏଭଳି ସ୍ଥିତିରେ ଲୋକେ ସାମନ୍ୟ ଆଶ୍ୱସ୍ତି ଅନୁଭୂତ କରୁଥିବା ବେଳେ କିନ୍ତୁ ଚିନ୍ତା ବଢାଇଛି ବୁର୍ଲା କୋଭିଡ୍‌ ହସ୍ପିଟାଲ୍‌ । ପୁଣି ଏହି ହସ୍ପିଟାଲରେ ୫ ଜଣ କରୋନା…

ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ

କଟକ: ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ଆଉ ଜଣେ ଅଭିଯୁକ୍ତ । ତାକୁ ବାନ୍ଧିଛି କଟକ ଗ୍ରାମାଞ୍ଚଳ ପୋଲିସ । ହତ୍ୟାକାଣ୍ଡ ଘଟଣାରେ ଗିରଫ ଅଭିଯୁକ୍ତ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ବିଜେପି ନେତାଙ୍କୁ ହତ୍ୟା ମାମଲାରେ ଗତକାଲି ୪ଜଣଙ୍କୁ ଗିରଫ କରିଥିଲା…

ବନ୍ଦ ହେଲା ରାଜ୍ୟର ୩୧ଟି ଘରୋଇ କୋଭିଡ ହସ୍ପିଟାଲ

ଭୁବନେଶ୍ୱର: କରୋନା ସଂକ୍ରମଣର ହ୍ରାସ ପାଇବା ପରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ୩୧ଟି ଘରୋଇ କୋଭିଡ୍ ହସ୍ପିଟାଲକୁ ବନ୍ଦ କରାଯାଇଛି । କିନ୍ତୁ ସମ୍ କୋଭିଡ ହସ୍ପିଟାଲ ଓ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲ ଏଥିରୁ ବାଦ ପଡିଛନ୍ତି । ଆସନ୍ତା ଫେବ୍ରୁଆରୀ ୧ ତାରିଖରୁ କୌଣସି କୋଭିଡ ପଜିଟିଭ୍…

କଟକରୁ ନକଲି ଚା’ ପତି ଫ୍ୟାକ୍ଟ୍ରି ଠାବ, ଜଣେ ଅଟକ

କଟକ: ଭେଜାଲ ଜିନିଷର ପେଣ୍ଠଶସ୍ଥଳ ପାଲଟିଛି କଟକ । ନକଲି ଘିଅ, ତେଲ, ସମଲା ଗୁଣ୍ଡ, ପନିର ପରେ ଅପମିଶ୍ରିତ ଚା’ ପତି । କଟକରେ ନକଲି ଚା’ ପତି ଫ୍ୟାକ୍ଟ୍ରି ଠାବ କରିଛି ପୋଲିସ୍‌ । ସଦର ଥାନା ଅନ୍ତର୍ଗତ ମୁକାମେଶ୍ୱର ଗାଁରେ ନକଲି ଚା’ ପତି ଫ୍ୟାକ୍ଟ୍ରି ଠାବ ହୋଇଛି । ଘଟଣାସ୍ଥଳରୁ ପୋଲିସ…

ଜାନୁଆରୀ ୮ରୁ ଖୋଲିବ ଯାଜପୁରରେ ସମସ୍ତ ଧର୍ମାନୁଷ୍ଠାନ

ଯାଜପୁର:ଜାନୁଆରୀ ୮ରୁ ଯାଜପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ସୂଚନା ମିଳିଛି । ଗତ ୨୯ ତାରିଖରୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିବାବେଳେ ଆସନ୍ତା ୮ ରୁ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ନିର୍ଦ୍ଦେଶ…

କେନ୍ଦୁଝରରେ ବାଇକ-ଟ୍ରକ ଧକ୍କା; ବଞ୍ଚିଗଲେ ବାପ-ଝିଅ, ଚାଲିଗଲା ମାଆ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟାଉନ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥସ୍ଥ ଗାନ୍ଧିଛକ ନିକଟରେ ଏକ ବାଇକ୍‌-ଟ୍ରକ୍‌ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ବଡ଼ପଡା ଗ୍ରାମର ଭାଗୀରଥି…

ଚାଲନ୍ତୁ ବୁଲିଯିବା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପଞ୍ଚଲିଙ୍ଗେଶ୍ୱର ପୀଠ

ଭୁବନେଶ୍ୱର: ପଞ୍ଚଲିଙ୍ଗେଶ୍ୱର ଶିବ ମନ୍ଦିର ଓଡ଼ିଶାର ବାଲେଶ୍ୱର ଜିଲାର ନୀଳଗିରି ପାଖରେ ଥିବା ପଞ୍ଚଲିଙ୍ଗେଶ୍ୱରରେ ଅବସ୍ଥିତ । ଏହି ଲିଙ୍ଗଗୁଡ଼ିକର ଦର୍ଶନ କରିବା ପାଇଁ ଜଣକୁ ପାହାଡ଼଼ି ଚଟାଣ ଭିତରେ ବହିଯାଇଥିବା ଝରଣା ପାଣି ଦେଇ ହାତରେ ଛୁଇଁ ଜାଣିବାକୁ ପଡ଼ିବ । ଏଠାରେ ପାହାଡ଼଼ୀ ଝରଣା…