ଗଳ୍ପ:ବୋଉ ଅସୁସ୍ଥ
ସ୍ମୃତି ରଞ୍ଜନ ତ୍ରିପାଠୀ
ଧୁ ଧୁ ଖରାବେଳ, ରାସ୍ତା ଘାଟରେ କେହି କୁଆ କୋଇଲି ନାହାନ୍ତି। ରମାକାନ୍ତ ବାବୁ ବେଧଡକ ଚାଲି ଥାଆନ୍ତି ରାଜରାସ୍ତାରେ। ଆଉ କିଛି ବାଟ ପରେ ଗାଁ କୁ ପକ୍କା ସଡକ ଆସିବ। ବସରୁ ଓଲହେଇ ପୁଣି ଦୁଇ ମାଇଲ ଡାହାଣ କୁ ଗଲେ ଯାଇ ତାଙ୍କ ଗାଁ ଦିଶିବ। ଗ୍ରାମ୍ୟ ସଡକ ଯୋଜନାରେ…