Latest Odisha News

BREAKING NEWS

Yearly Archives

2021

‘ରକୀ ଔର୍‌ ରାନୀ କୀ ପ୍ରେମ୍‌ କାହାନୀ’ରେ ଗୀତ ଗାଇବେ ରଣବୀର ଓ ଆଲିଆ

ମୁମ୍ବାଇ: ବଲିଉଡ ଚଳଚ୍ଚିତ୍ର ନିର୍ଦ୍ଦେଶକ କରଣ ଜୋହରଙ୍କ ଆଗାମୀ ଚଳଚ୍ଚିତ୍ର 'ରକୀ ଔର୍‌ ରାନୀ କି ପ୍ରେମ କାହାନୀ'କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ପ୍ରକାଶ ଯେ ରଣବୀର ଏବଂ ଆଲିଆ ରୋମାନ୍ସ କରିବା ସହିତ ଉଭୟ ଏଥିରେ କଣ୍ଠଦାନ ମଧ୍ୟ କରିବେ। ଫିଲ୍ମ ବିଷୟରେ ଏହା ମଧ୍ୟ କୁହାଯାଉଛି ଯେ କରଣ…

ବଡ଼ ଖବର :୩ଟି ନୂଆ କୃଷି ଆଇନ ପ୍ରତ୍ୟାହାର ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ଆଗରେ ନରମିଲେ କେନ୍ଦ୍ର ସରକାର । ବିବାଦୀୟ କୃଷି ଆଇନକୁ ନେଇ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୩ କୃଷି ଆଇନର ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କ ସରକାର ୩ଟି କୃଷି ଆଇନକୁ ପ୍ରତ୍ୟାହାର କରି…

ବାବା ଆଖଣ୍ଡଳମଣି ମନ୍ଦିରରେ ୧୪୪ଧାରା ଜାରି, କଟକଣାରେ ଚାଲିଛି ନୀତି

ଭଦ୍ରକ: ବାବା ଆଖଣ୍ଡଳମଣି ଦୁର୍ଲଭ ହରଗୌରୀ ବେଶରେ ଦର୍ଶନ ଦେବେ । ହେଲେ କୋଭିଡ଼ ନିୟମ ଅନୁଯାୟୀ ୧୪୪ଧାରା ଜାରି କରାଯିବା ସହ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗିଛି । ଏଥିପାଇଁ ସ୍ୱତନ୍ତ୍ର କଟକଣା ଜାରି କରିଛି ପ୍ରଶାସନ । ମଣିବାବାଙ୍କ ସମସ୍ତ ପଞ୍ଚୁକ ନୀତି ସହ ହେବାକୁ ଥିବା ଦୁର୍ଲଭ…

ଭାରତରେ ଦିଆଯିବ କି କରୋନା ଟିକା ର ତୃତୀୟ ଡୋଜ? ରଣନୀତି ପ୍ରସ୍ତୁତ କରୁଛନ୍ତି ମୋଦୀ ସରକାର

ନୂଆଦିଲ୍ଲୀ: ଅନେକ ଦେଶରେ କରୋନାର ବୁଷ୍ଟର୍ ସଟ୍ ଦେବାର ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଏହାକୁ ଅନେକ ଦେଶରେ ବିଚାର କରାଯାଉଛି। ବର୍ତ୍ତମାନ ଭାରତରେ ମଧ୍ୟ ଦୁଇଟି ଡୋଜ ପରେ ଏକ ତୃତୀୟ ଡୋଜ ପାଇଁ ଯୋଜନା କରାଯାଇପାରେ। ଆସନ୍ତା ସପ୍ତାହରେ ଏକ ବୈଠକ ହେବ ଯେଉଁଥିରେ ଏହି ନିଷ୍ପତ୍ତି ନିଆଯିବ…

୫୮୧ ବର୍ଷରେ ଆଜି ଦୀର୍ଘତମ ଆଂଶିକ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର: ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ସଂଗଠିତ ହେବ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ । ଏହା ଉତ୍ତରପୂର୍ବ ଏସିଆ, ଅଷ୍ଟ୍ରେଲିଆ, ଆମେରିକା, ଆଲାସ୍କା ହାଓ୍ୱାଇର କିଛି ଅଂଶ ସମେତ ଉତ୍ତର ୟୁରୋପର କିଛି ଅଞ୍ଚଳରେ ଦୃଶ୍ୟମାନ ହେବ । ଭାରତରେ ଏହା ଦୃଶ୍ୟମାନ ହେବ ନାହିଁ । …

ଭୟଙ୍କର ରୂପ ନେଇପାରେ ଜଳବାୟୁ ପରିବର୍ତ୍ତନ; ବନ୍ୟା ଆଶଙ୍କା ନେଇ ଚେତାବନୀ

ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (IISc) ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି-କାନପୁରର ନୂତନ ଅଧ୍ୟୟନ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ଯୋଗୁ ବଢୁଛି ଗଙ୍ଗା ନଦୀର ପ୍ରବାହ। ଯାହା ପରେ ଅଧିକ ବନ୍ୟା ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଥିବା ସୂଚନା ମିଳିଛି।…

କାର୍ତ୍ତିକ ପୂର୍ଣ୍ଣିମାରେ ବାବା ଧବଳେଶ୍ୱରଙ୍କ ଆଜି ଯୋଗୀ ବେଶ

ଆଠଗଡ଼: ଆଜି କାର୍ତ୍ତିକ ପୂର୍ଣ୍ଣିମା । ଯୋଗୀ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ହେଲେ ଏହି ବେଶକୁ ଦର୍ଶନ କରିପାରିବେନି ଭକ୍ତ । କାର୍ତ୍ତିକ ପୂର୍ଣ୍ଣିମାରେ ଧବଳେଶ୍ୱର ପୀଠରେ ୧୪୪ଧାରା ଲାଗୁ କରାଯାଇଛି । ରାଜ୍ୟ ସରକାରଙ୍କ କୋଭିଡ଼ କଟକଣା ପାଇଁ ଦର୍ଶନ ମନା ରହିଛି । ଆଜିର ଦିନରେ…

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ସୁନାବେଶ, ଦର୍ଶନରୁ ବଞ୍ଚିତ ଭକ୍ତ

ପୁରୀ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଧର୍ମମାସ ମାସର ଶେଷ ଦିନ । ପଞ୍ଚୁକ ବି ସରୁଛି । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ରାଜରାଜେଶ୍ୱର ବେଶ ବା ସୁନାବେଶ ଅନୁଷ୍ଠିତ ହେଉଛି । ମଙ୍ଗଳ ଆଳତି, ଅବକାଶ ନୀତି ପରେ ସୁନାବେଶରେ ଝଟକିବେ ମହାପ୍ରଭୁ । କିନ୍ତୁ ଏହି ଦୁର୍ଲଭ ବେଶ…

କାର୍ତ୍ତିକ ପୂର୍ଣ୍ଣିମାରେ ମାନିଲେନି କଟକଣା, ଜଳାଶୟରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ଭୁବନେଶ୍ୱର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଉଛି । ଚଳିତବର୍ଷ କରୋନା କଟକଣା ଯୋଗୁ ରାଜ୍ୟରେ ଏହି ପରମ୍ପରା ଫିକା ପଡ଼ିଛି । ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଣ ଉପରେ ପ୍ରଶାସନ କଟକଣା ଲଗାଇଥିଲା । ତଥାପି ଲୋକ ପରମ୍ପରା ବଜାୟ ରଖିଲେ । ଜଳାଶୟରେ ବୋଇତ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୨)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୨ ସବୁ ଦୋଷ ଜଣକର ନୁହେଁ ତ କେବେ, ହୋଇ ନପାରେ ବି।କାହାର କମ କାହାର ବେଶି ଥାଇପାରେ। କୁଆଁରୀ ଝିଅଟି ମାଆ ହୋଇଯାଏ ..ମାଂସର ଡାକ ଘାରିଯାଏ।ନେପଥ୍ୟରେ ରହିଯାଆନ୍ତି ଯେଉଁମାନେ ତାଙ୍କୁ କେଉଁ ଶବ୍ଦରେ ବା କହିହେବ। ଦୋଷ…