Latest Odisha News

BREAKING NEWS

Yearly Archives

2021

ଭୁବନେଶ୍ବରରେ କ୍ରାଇମ୍ ଗ୍ୟାଙ୍ଗର ଭାଇରାଲ ଭିଡିଓ ଘଟଣା, ୨୯ ଜଣଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ମାତିଛନ୍ତି ଅପରାଧୀ । କେବିଏନ୍ ଗ୍ୟାଙ୍ଗର ଭାଇରାଲ ଭିଡିଓ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ଗ୍ୟାଙ୍ଗର ମୋଟ ୨୯ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ନୟାପଲ୍ଲୀ ଥାନା ପୋଲିସ । ଏହି ଗ୍ୟାଙ୍ଗର ୨ ଜଣ ଅଅଭିଯୁକ୍ତଙ୍କୁ ମିଶାଇ ୭ ଜଣ ଗିରଫ…

ଆକ୍ସନ୍‌ ମୋଡ୍‌ରେ ନୀତିଶ କୁମାର,ବିହାରରେ ମଦ ବନ୍ଦ ନେଇ ୧୬ ନଭେମ୍ବରରେ ବୈଠକ

ବିହାର: ବିହାରରେ ଦୀପାବଳିର ଗୋଟିଏ ଦିନ ପୂର୍ବରୁ ବିଷାକ୍ତ ମଦ ମୃତ୍ୟୁକୁ ନେଇ ମୃତ୍ୟୁକୁ ନେଇ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ପରେ। ଏବେ ଆକ୍ସନ ମୋର୍ଡରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସେ ୧୬ ନଭେମ୍ବରରେ ଏହି ସମ୍ବନ୍ଧରେ ବିଚାର-ବିମର୍ଷ ପାଇଁ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି ।…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଡିଲିଟ କରାଯାଇଥିବା ଡାଟା ପାଇଁ ଆମେରିକାର ସାହାଯ୍ୟ ଲୋଡିଲା ସିବିଆଇ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ୧ ବର୍ଷ ପରେ ମଧ୍ୟ ସିବିଆଇ ଏହାର ଯାଂଚ ଜାରୀ ରଖିଛି । ରିପୋର୍ଟ ମୁତାବକ ସିବିଆଇ ଡିଲିଟ କରାଯାଇଥିବା ସୁଶାନ୍ତଙ୍କ ଡାଟା ହାସଲ କରିବା ଆମେରିକାର ସହଯୋଗ ମାଗିଛି । ଭାରତ ଏବଂ ଆମେରିକା ମଧ୍ୟରେ ନିକଟରେ କରାଯାଇଥିବା ମ୍ୟୁଚୁଆଲ ଲିଗାଲ…

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତିନିଦିନିଆ ଧାରଣା

ଗୁଣୁପୁର: ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକର ପୁଟ୍ଟାସିଂର ରେଜିଂଟାଲ ଗ୍ରାମକୁ ଜିଲ୍ଲା ପ୍ରଶାସନ ତରବରିଆଭାବେ ନୂତନ ପଞ୍ଚାୟତ ଘୋଷଣା କରିଛନ୍ତି। ପୁଟ୍ଟାସିଂ ରେଭିନ୍ୟୁ ଗ୍ରାମକୁ ପଞ୍ଚାୟତ କାର୍ଯ୍ୟାଳୟ ଫେରସ୍ତ କରିବା ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଆଜି…

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଘୂର୍ଣ୍ଣିବଳୟ । ୨୪ଘଣ୍ଟାରେ ନେଇପାରେ ଲଘୁଚାପର ରୂପ, ଉତ୍ତର ତାମିଲନାଡୁରେ ବର୍ଷା ସମ୍ଭାବନା । ରାଜ୍ୟରେ ଶୀତର ଲହର ଆରମ୍ଭ ହୋଇଥିବା ବେଳେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଘୂର୍ଣ୍ଣିବଳୟ । ଏହି…

ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡି ଉପରକୁ ଅଣ୍ଡାମାଡ

ଭବାନୀପାଟଣା: ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡି ଉପରକୁ ଅଣ୍ଡାମାଡ । ଭବାନୀପାଟଣାରେ ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ ହୋଇଛି । ଆଜି ଭବନୀପାଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିଲା । ଏହି କାର୍ଯ୍ୟକ୍ରମ ସାରି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଫେରୁଥିବା ସମୟରେ…

[ଭିଡିଓ] ଦୃଷ୍ଟି ଆଢୁଆଳରେ ଶ୍ରୀ ସ୍ୱପ୍ନେଶ୍ୱର ଶିବ ମନ୍ଦିର

ଦେବଗଡ଼ : ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ସ୍ୱପ୍ନେଶ୍ୱର ଶିବ ମନ୍ଦିର। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ପରା ପଞ୍ଚାୟତର କଙ୍କଡାଝରଣ ଗାଁ ନିକଟରେ ରହିଛି ଶ୍ରୀ ସ୍ୱପ୍ନେଶ୍ୱର ଶିବ ମନ୍ଦିର। ଏହି ମନ୍ଦିରର ସୌନ୍ଦଯ୍ୟ ପ୍ରକୃିତ ପ୍ରେମିଙ୍କୁ ଏଠାକୁ ଆସିବାକୁ ଆନମନା କରେ। ହେଲେ ପ୍ରଚାର ପ୍ରସାର…

ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ କାର୍ଯ୍ୟକ୍ରମ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍

ଭୁବନେଶ୍ୱର: ଆସନ୍ତାକାଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନମୋହନ ରେଡ୍ଡୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓଡ଼ିଶାର…

‘ଚଣ୍ଡିଗଡ଼ କରେ ଆଶିକୀ’ର ଟ୍ରେଲର ରିଲିଜ

ମୁମ୍ବାଇ: ଆୟୁଷ୍ମାନ ଖୁରାନା ଏବଂ ବାନି କପୁରଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର 'ଚଣ୍ଡିଗଡ଼ କରେ ଆଶିକୀ'ର ଟ୍ରେଲର ଆଜି ଅର୍ଥାତ୍‌ ନଭେମ୍ବର ୮ ରେ ମୁକ୍ତିଲାଭ କରିଛି। ଆୟୁଷ୍ମାନ ଏବଂ ବାନି ଟ୍ରେଲରଟି ଭରପୁର ରୋମାନ୍ସରେ ଭରି ରହିଥିବା ଦେଖିବାକୁ ମିଳିଛି। ଏହି ଫିଲ୍ମର ନିର୍ଦ୍ଦେଶନା…

ମମିତା ହତ୍ୟାକାଣ୍ଡକୁ ନେଇ ପୁଣି ବିଜେଡିକୁ ଟାର୍ଗେଟ କଲା କଂଗ୍ରେସ

ଭୁବନେଶ୍ୱର : ମମିତା ହତ୍ୟାକାଣ୍ଡକୁ ନେଇ ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ । କଳାହାଣ୍ଡି ଗସ୍ତ ପୂର୍ବରୁ ବିଜୁ ଜନତା ଦଳ ମୁଖପାତ୍ର ଦୁଇଟି ବହୁ ଚର୍ଚ୍ଚିତ ଘଟଣା ଉପରେ ଭିଡିଓ ଗଣମାଧ୍ୟକୁ ଦେଖାଇ ବିଜୁ ଜନତା ଦଳ ନାରୀ ବିରେଧୀ ନୁହେଁ ବୋଲି କହିବାକୁ ଚେଷ୍ଟା କରିବା ଅତ୍ୟନ୍ତ ହାସ୍ୟସ୍ପଦ…