Latest Odisha News

BREAKING NEWS

Yearly Archives

2021

ପଶ୍ଚିମ ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ ପୁରୀବାସୀ

ପୁରୀ : କାର୍ତ୍ତିକରେ ପୁରୀବାସୀଙ୍କ ପାଇଁ କୋହଳ ହେଲା ଜଗା ଦର୍ଶନ । ପୁରୀବାସୀଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିରର ପଶ୍ଚିମ ଦ୍ବାର । ଆସନ୍ତା ୧ ତାରିଖରୁ ପଶ୍ଚିମ ଦ୍ବାର ଦେଇ ପୁରୀବାସୀ ଶ୍ରୀମନ୍ଦିରକୁ ପ୍ରବେଶ କରି ଜଗା ଦର୍ଶନ କରିପାରିବେ । ଏନେଇ ଆଜି ବସିଥିବା ବୈଠକରେ ନିଷ୍ପତ୍ତି…

୬ ବର୍ଷ ପରେ ମୈଦାନକୁ ଓହ୍ଲାଇଲେ ଲାଲୁ, ବିଜେପିକୁ କଲେ କଡ଼ା ସମାଲୋଚନା

ପାଟନା : ୬ ବର୍ଷ ପରେ ନିର୍ବାଚନ ମଇଦାନରେ ଲାଲୁ । ଚାରା ଘୋଟାଲା କେସ୍‌ରେ ଜେଲରୁ ଫେରିବା ପରେ ମଇଦାନକୁ ଓହ୍ଲାଇଛନ୍ତି ଲାଲୁ ପ୍ରସାଦ ଯାଦବ । ଲାଲୁ ବିହାର ଫେରିବା ପରେ ରାଜନୀତି ଏବେ ସରଗରମ ହୋଇଛି । ତାରପୁର ଓ କୁଶେଶ୍ବରସ୍ଥାନ ବିଧାନସଭା ନିର୍ବାଚନମଣ୍ଡଳୀ ଅଞ୍ଚଳରେ ଆରଜେଡି ପକ୍ଷରୁ…

ଓଡ଼ିଶା ପରେ ରାଜସ୍ଥାନର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଫସାଇଛି ରହସ୍ୟମୟୀ

ଭୁବନେଶ୍ବର : ଡିଆର୍‌ଡିଓ ତଥ୍ୟ ଲିକ୍‌ ମାମଲାରେ ଆସିଛି ନୂଆ ତଥ୍ୟ । ଓଡ଼ିଶା ପରେ ରାଜସ୍ଥାନରେ ରହସ୍ୟମୟୀଙ୍କ ହନିଟ୍ରାପ୍ର ଶିକାର ହୋଇଛନ୍ତି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ରାଜସ୍ଥାନ ଯୋଧପୁର ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ହନିଟ୍ରାପ୍‌ରେ…

STF ହାତରେ ଧରାପଡ଼ିଲା ଅଭିଯୁକ୍ତ , ହାତୀ ଦାନ୍ତ ଜବତ

ଅନୁଗୁଳ :  ହାତୀଦାନ୍ତ ବିକ୍ରି ବେଳେ ଏସଟିଏଫ୍ ହାତରେ ଧରାପିଡିଲା ଜଣେ ଅଭିଯୁକ୍ତ। ହାତୀ ଦାନ୍ତ ବିକ୍ରି କରିବା ପାଇଁ ଡିଲ କରୁଥିବା ସମୟରେ ଏସଟିଏଫ୍ ଚଢଉ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।।ହାତୀ ଦାନ୍ତ ଶିକାର ପାଇଁ ବ୍ୟବହୃତ ହେଉଥିବା ଜିନିଷ ସବୁ ଜବତ କରିଛି ଟିମ୍।ଅଭିଯୁକ୍ତ ଜଣକ…

ନୂଆ ଦଳ ଗଢ଼ିବେ କ୍ୟାପଟେନ୍ ଅମରିନ୍ଦର ସିଂ

ପଞ୍ଜାବ : ନୂଆ ଦଳ ଘୋଷଣା କରିବେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ । ହେଲେ ପରେ ଦଳର ନାମ ଘୋଷଣା କରାଯିବ । ଏନେଇ ସୂଚନା ଦେଇଛନ୍ତି ଅମରିନ୍ଦର ସିଂହ । ସେହିପରି ନୂଆ ଦଳର ସ୍କ୍ବାଡ ବି ଗଠନ କରିସାରିଛନ୍ତି କ୍ୟାପଟେନ । ଆସନ୍ତାବର୍ଷ ରାଜ୍ୟରେ ବିଧାନସଭା…

ପେଗାସସ୍ ଜାସୁସି ମାମଲାରେ ଯାଞ୍ଚ କରିବ ଏକ୍ସପର୍ଟ କମିଟି

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ପେଗାସସ୍ ଜାସୁସି ମାମଲାରେ ଯାଞ୍ଚକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ମାମଲାର ଯାଞ୍ଚ କରିବ ଏକ୍ସପର୍ଟ କମିଟି । ଫରେନ୍ସିକ, IT ଓ ସାଇବର ଏକ୍ସପର୍ଟଙ୍କୁ ନେଇ ଟିମ୍ ଗଠନ କରାଯାଇଛି । ବିଦେଶୀ ସଂସ୍ଥାଦ୍ବାରା ଦେଶର ନାଗରିକଙ୍କ…

କାଞ୍ଜିପାଣି ଘଟିରେ ଓଲଟିଲା ଅଟୋ, ୫ ବର୍ଷର ଶିଶୁ ସମେତ ୪ ଗୁରୁତର

କେନ୍ଦୁଝର : ତେଲକୋଇ କାଞ୍ଜିପାଣି ଘାଟିରେ ଦୁର୍ଘଟଣା । ଅଟୋ ଓଲଟି ଜଣେ ୫ବର୍ଷର ଶିଶୁ ସହିତ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି । ଆହତ ଶିଶୁ ଜଣକ ପିଟାନାଳୀ ଗାଁର ମିନା ଜୁଆଙ୍ଗଙ୍କ…

ଡ୍ରଗ୍ସ କେସ: କାଲିକୁ ଘୁଂଚିଲା ଆର୍ଯ୍ୟନଙ୍କ ଜାମିନ ଆବେଦନ ଶୁଣାଣୀ

ମୁମ୍ବାଇ: ଡ୍ରଗ୍ସ କେସ ମାମଲାରେ ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନଙ୍କୁ ଆଜି(୨୭ା୧୦) ବି ଜାମିନ ମିଳିଲା ନାହିଁ । ବମ୍ବେ ହାଇକୋର୍ଟ ଆସନ୍ତା କାଲି ୩ଟା ବେଳେ ଏ ନେଇ ଶୁଣାଣୀ କରିବେ । ଉଭୟ ପକ୍ଷ ସେମାନଙ୍କ ଯୁକ୍ତି କୋର୍ଟରେ ଉପସ୍ଥାପନ କରିଛନ୍ତି । ଅକ୍ଟୋବର ୨ରେ କ୍ରୁଜ ରେଭ ପାର୍ଟି…

୧୧ ଫୁଟର ଅଜଗର ଉଦ୍ଧାର

ମୟୂରଭଞ୍ଜ : ଉଦ୍ଧାର ହେଲା ବିରାଟକାୟ ଅଜଗର।୧୧ ଫୁଟ ଲମ୍ବର ଅଜଗର ସାପକୁ  ବାଙ୍ଗିରିପୋଷୀ ବନ ବିଭାଗ ଉଦ୍ଧାର କରିଛି । ସାପଟିର ଓଜନ ପ୍ରାୟ ୧୪ କେଜି ୫ଶହ ଗ୍ରାମ ହେବ ବୋଲି ବନ ବିଭାଗ କହିଛି । ବାଙ୍ଗିରିପୋଷି ବନାଞ୍ଚଳ ଅନ୍ତର୍ଗତ ବଣକାଟି ପଞ୍ଚାୟତର କଣ୍ଟପାଳ ଗାଁର ଏକ ଧାନ ବିଲରୁ ସାପଟିକୁ…

ଯାଜପୁରରେ କରୋନା କଟକଣାରେ ହେବ କାଳୀପୂଜା : ଜିଲ୍ଲାପାଳ

ଯାଜପୁର : ଆସୁଛି କାଳୀପୂଜା । ଯାଜପୁରରେ କାଳୀପୂଜା ନିଡାରମ୍ବର ଭାବେ ପାଳନ କରିବା ନେଇ ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ମଧ୍ୟରେ ଚଳିତ ବର୍ଷ କାଳୀପୂଜାକୁ ପାଳନ କରିବାକୁ ସମସ୍ତ…