ଅଣ କଶ୍ମୀର ବାସିନ୍ଦାଙ୍କୁ ପୁନର୍ବାର ଧମକ ଦେଲା ୟୁଏଲଏଫ
ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଅଣ କଶ୍ମୀର ବାସିନ୍ଦାଙ୍କୁ ଆଜି ପୁନର୍ବାର ଧମକ ଦେଇଛି ଆତଙ୍କବାଦୀ ସଂଗଠନ ୟୁଏଲଏଫ । ଟି୨୦ ବିଶ୍ୱକପ ଅବସରରେ ଭାରତ-ପାକିସ୍ତାନ ମ୍ୟାଚ ପରେ ଖୁସି ମନାଉଥିବା ୬ଜଣଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଥିଲା । ପାକିସ୍ତାନ ବିଜୟ ହାସଲ କରିବା ପରେ ଶ୍ରୀନଗର ମେଡିକାଲ…