Latest Odisha News

BREAKING NEWS

Yearly Archives

2021

ମଣିଷ ପ୍ରତି ବିପଦ: ଗାଈ, ଘୁଷୁରୀଙ୍କଠାରୁ ମିଳିଲା ମାଇକ୍ରୋ ପ୍ଲାଷ୍ଟିକ

ନୂଆଦିଲ୍ଲୀ: ନିକଟରେ ଏକ ଗବେଷଣାରେ ଗାଈ ଏବଂ ଘୁଷୁରୀଙ୍କ ଶରୀରରୁ ମାଇକ୍ରୋ ପ୍ଲାଷ୍ଟିକର ଉପାଦାନ ମିଳିଛି । ଯାହା କି ମଣିଷ ପାଇଁ ଚିନ୍ତାର କାରଣ ହୋଇପାରେ । ଅଧିକାଂଶ ବ୍ୟକ୍ତି କ୍ଷୀର ପାଇଁ ଗାଈ,ମଇଁଷି ଓ ଘୁଷରୀଙ୍କ ଉପରେ ନିର୍ଭର କରିଥାନ୍ତି । ଆର୍ମଷ୍ଟଡମର ବ୍ରିଜ ୟୁନିଭରସିଟିର…

ଚାକିରୀ କରାଇ ଦେବା ନାଁରେ ୧୪ଲକ୍ଷ ଟଙ୍କା ଠକେଇ

ଝାରସୁଗୁଡା: ଚାକିରୀ କରାଇ ଦେବା ନାଁରେ ୧୪ଲକ୍ଷ ଟଙ୍କା ଠକେଇ ।  ଆଉ ଏହି ଠକେଇର ମାଷ୍ଟର ପ୍ଲାନ୍ କରିଛନ୍ତି ଖୋଦ୍ ଭାଇଭଉଣୀ ।। ୩ ଭାଇଭଉଣୀ ମିଶି କିଛି ଦିନ ଧରି ଚାକିରୀ କରାଇଦେବା ନାଁରେ ଲୁଟପାଟ ଚଳାଇଥିଲେ । ଝାରସୁଗୁଡାର ପୁରୁଣାବସ୍ତି ବାବୁପଡାରେ ରହୁଥିବା ଭାଇଭଉଣୀ ମିଶି ଲୋକଙ୍କୁ…

ସ୍ୱାମୀର ୪୭ ଲକ୍ଷ ଟଙ୍କା ଧରି ଅଟୋରିକ୍ସା ଚାଳକ ସହ ମହିଳା ଚମ୍ପଟ

ଓଡିଶା ସମ୍ବାଦ ବ୍ୟୁରୋ: କୋଟିପତି ବ୍ୟକ୍ତିଙ୍କ ସ୍ତ୍ରୀ ସାଜିଥିଲା ଅଟୋରିକ୍ସା ଚାଳକର ପ୍ରେମିକା । ପ୍ରେମକୁ ସାକାର କରିବା ଲାଗି ମହିଳା ଜଣକ ନିଜଠୁ ୧୩ ବର୍ଷ ସାନ ଅଟୋରିକ୍ସା ଚାଳକ ସହ ଚମ୍ପଟ୍ ମାରିଥିଲେ । ହେଲେ ସାଥିରେ ନେଇଯାଇଥିଲେ ଘରେ ସ୍ୱାମୀ ରଖିଥିବା ନଗଦ ୪୭ ଲକ୍ଷ ଟଙ୍କା ।…

ଜାତୀୟ ଓପନ ଜାଭେଲିନ୍ ଥ୍ରୋ ଚାମ୍ପିୟନଶିପରେ ବାଜି ମାରିଲେ ଓଡିଶାର କିଶୋର

ଭୁବନେଶ୍ୱର: ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ତୃତୀୟ ଜାତୀୟ ଓପନ ଜାଭେଲିନ ଥ୍ରୋ ଚାମ୍ପିୟନଶିପରେ ବାଜି ମାରିଛନ୍ତି ଓଡିଶାର କିଶୋର କୁମାର ଜେନା । କିଶୋରଙ୍କ ଏହା ପ୍ରଥମ ଜାତୀୟ ଟାଇଟଲ । ସେ ୭୪.୨୬ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ସେ ସ୍ୱର୍ଣ୍ଣ ପଦକ ହାସଲ…

[ଭିଡ଼ିଓ] ରଜନୀକାନ୍ତଙ୍କୁ ‘ଦାଦା ସାହେବ ଫାଲକେ’ସମ୍ମାନ

ଦିଲ୍ଲୀ: ସାଉଥ ତଥା ବଲିଉଡର ସୁପରଷ୍ଟାର ରଜନୀକାନ୍ତଙ୍କୁ ସମ୍ମାନଜନକ ‘ଦାଦା ସାହେବ ଫାଲକେ’ ପୁରସ୍କାର । ରଜନୀକାନ୍ତଙ୍କୁ ୬୭ତମ ‘ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ’ରେ ୫୧ତମ ‘ଦାଦା ସାହେବ ଫାଲ୍‌କେ ପୁରସ୍କାର’ ପ୍ରଦାନ କରାଯାଇଛି । ଭାରତୀୟ ଚଳଚ୍ଚିତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ…

ମମିତାଙ୍କ ପରିବାରକୁ ଭେଟିବେ ପୂର୍ବତନ ପୋଲିସ ଡିଜି

ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲା ।  ମଙ୍ଗଳବାର ବଲାଙ୍ଗିର ଯିବ ବିଜେପିର ସ୍ୱତନ୍ତ୍ର ୧୫ ଜଣିଆ ଟିମ୍‌ । ବିଜେପିର ଏହି ଟିମ୍‌ ମମିତାଙ୍କୁ ପାରିବାରାକୁ ଭେଟିବାକୁ ଯିବ । ମମିତାଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେବା ସହ ପରିବାରକୁ ନ୍ୟାୟ ଦେବା ପାଇଁ ଦାବି କାରିବ । ତେବେ ବିଜେପିର…

ପାକିସ୍ତାନକୁ ଗୁପ୍ତ ତଥ୍ୟ ଯୋଗାଉଥିବା ବିଏସଏଫ କନେଷ୍ଟବଳ ଗିରଫ

ଅହମ୍ମଦାବାଦ: ପାକିସ୍ତାନକୁ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ଆଜି ବିଏସଏଫର ଜଣେ କନେଷ୍ଟବଳ ଗିରଫ ହୋଇଛନ୍ତି । ଜମ୍ମୁ-କଶ୍ମୀରର ରାଜୌରୀ ବାସିନ୍ଦା ମହମ୍ମଦ ସଜାଦଙ୍କୁ ଗାନ୍ଧୀନଗରରୁ ଗୁଜରାଟ ଏଟିଏସ ତାଙ୍କୁ ଗିରଫ କରିଥିଲା । ବିଏସଏଫରେ ଯୋଗ ଦେବା ପୂର୍ବରୁ ସଜ୍ଜାଦ ପାକିସ୍ତାନରେ ୪୬ ଦିନ…

କରୋନାରେ ମୃତ କିଟ୍‍ କର୍ମଚାରୀଙ୍କ ପରିବାରକୁ କିଟ୍‍ର ସହାୟତା

ଭୁବନେଶ୍ୱର: କରୋନାରେ ମୃତ କିଟ୍‍ କର୍ମଚାରୀଙ୍କ ପରିବାରକୁ କିଟ୍‍ର ସହାୟତା ।  ପରିବାରର ସଦସ୍ୟମାନଙ୍କୁ ୫ ଲକ୍ଷ ଟଙ୍କାର ଚେକ୍‍ ଓ କିଟ୍‍ ଶିକ୍ଷାନୁଷ୍ଠାନ ସମୂହରେ ନିଯୁକ୍ତି ପାଇଁ ଶ୍ରୀ ସାମନ୍ତ ନିଯୁକ୍ତ ପତ୍ର ପ୍ରଦାନ କରାଯାଇଛି । ମହାମାରୀରେ ଲକ୍ଷାଧିକ ଲୋକଙ୍କ ଅକାଳ ମୃତ୍ୟୁ ହୋଇଛି ।…

ଜମ୍ମୁ-କଶ୍ମୀରରେ ନିଜ ଜୀବନକୁ ବିପଦରେ ପକାଇଲେ ଅମିତ ଶାହ

ଜମ୍ମୁକଶ୍ମୀର  : ଜମ୍ମୁ କଶ୍ମୀର ଗସ୍ତରେ ଯାଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଲେଟ ପ୍ରୁଫ୍‌  କାଢି ସିଧାସଳଖ ଲୋକମାନଙ୍କ ସହ କଥା ହୋଇଛନ୍ତି। ଜମ୍ମୁକଶ୍ମୀରେ ଆତଙ୍କବାଦୀ ମୁକ୍ତ ଅଭିଯାନରେ ଯାଇଛନ୍ତି ଶାହ। ଶାହ ଶ୍ରୀନଗରରେ ଏକ ଜନସଭାରେ ଯୋଗଦେବା ସମୟରେ ସୁରକ୍ଷା ଦୃଷ୍ଟିରୁ…

ଆଇପିଏଲ୍ ୨୦୨୨ରେ ଦୁଇଟି ଟିମ୍, ଅହମଦାବାଦ ଓ ଲଖ୍ନୌ

ଦୁବାଇ: ବେଶ କିଛି ଦିନ ଧରି ଆଇପିଏଲ୍ ୨୦୨୨ରେ ଦୁଇଟି ନୂଆ ଟିମ୍ ଖେଳିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଶେଷରେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଆଇପିଏଲରେ ଦୁଇଟି ନୂଆ ଟିମ୍ ଭାବେ ଅହମଦାବାଦ ଓ ଲଖ୍ନୌ ଫ୍ରାଂଚାଇଜି ସାମିଲ ହୋଇଛନ୍ତି । ଆସନ୍ତା ଆଇପିଏଲ୍ ସିଜିନରେ ମଇଦାନକୁ…