Latest Odisha News

BREAKING NEWS

Yearly Archives

2021

କାମାକ୍ଷାନଗର ମକୁଆକାଟେଣୀରେ ବାଇକ୍ ମୁହାଁମୁହିଁ ଧକ୍କା : ଜଣେ ମୃତ, ଜଣେ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ କାମାକ୍ଷାନଗର ମକୁଆକାଟେଣୀରେ ଦୁର୍ଘଟଣା । ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣେ ଗୁରୁତର ଅଛନ୍ତି । ମୃତକ ହେଲେ କାମାକ୍ଷାନଗର ଥାନା ସାରୁଆଳି ଗ୍ରାମର ଗୁରୁଚରଣ ବିଶ୍ବାଳ । ସେହିପରି ଗୁରୁତର ହେଲେ…

ପତ୍ନୀ ଉପରେ ରାଗି ଘରେ ନିଆଁ ଲଗାଇଦେଲା ପତି, ଜଳିପୋଡି ପାଉଁଶ ହୋଇଗଲା ୧୦ ଘର

ସତାରା: ମହାରାଷ୍ଟ୍ରର ସତାରାରେ ଏକ ଅଭାବନୀୟ ଘଟଣା ସମ୍ମୁଖକୁ ଆସିଛି । ପତ୍ନୀ ପଲ୍ଲବୀ ସହ ଝଗଡା ହେବା ପରେ ସଞ୍ଜୟ ପାଟିଲ ନାମକ ବ୍ୟକ୍ତିି ରାଗରେ ନିଜ ଘରେ ନିଆଁ ଲଗାଇ ଦେଇଥିଲା । ନିଆଁ ତାର କରାଳ ରୂପ ଧରିବା ପରେ ଅଟକାଇବା କଷ୍ଟକର ହୋଇ ପଡିଥିଲା । ଏହାର ପ୍ରଭାବରେ ପାଖାପାଖି ୧୦ ଘର ପୋଡି…

ଗଡ଼ିଲା ‘ଆମ ସୁନ୍ଦରଗଡ଼’ ସଚେତନତା ରଥ

ସୁନ୍ଦରଗଡ : ସୁନ୍ଦରଗଡ଼ ଜିଲ୍ଲାର ଲୋକଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଓ ସଚେତନ କରିବା ପାଇଁ ଗଡ଼ିଲା ‘ଆମ ସୁନ୍ଦରଗଡ଼’ ସଚେତନତା ରଥ । ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ସମସ୍ତ…

[ଭିଡିଓ] ଆସୁଛି ଦୀପାବଳୀ, ଚାଲିଛି ପେଟପାଟଣା ପାଇଁ ପ୍ରସ୍ତୁତି

ଓଡିଶା ସମ୍ବାଦ ବ୍ୟୁରୋ: ପାଖେଇ ଆସୁଛି ଦୀପାବଳୀ । ଆଉ କିଛି ଦିନ ପରେ ବଜାରରେ ଦେଖିବାକୁ ମିଳିବ ଗଦାଗଦା ମାଟି ଦୀପ । ଏ ନେଇ କୁମ୍ଭାରମାନେ ବି ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଏହାରି ଭିତରେ ସୋସିଆଲ ମିଡିଆରେ ଗୋଟିଏ ଛୋଟ ଛୁଆର ଭିଡିଓ ଭାଇରାଲ୍ ହୋଇଛି । ଯେଉଁଥିରେ ଖେଳକୁଦ କରିବା…

ଆସନ୍ତାକାଲି ଗୋପାଳପୁରରେ ପହଞ୍ଚିବ ସ୍ବର୍ଣ୍ଣିମ ବିଜୟ ମଶାଲ

ଭୁବନେଶ୍ବର : ୧୯୭୧ ଯୁଦ୍ଧରେ ପାକିସ୍ତାନ ସେନା ବିପକ୍ଷରେ ଭାରତୀୟ ସେନାର ଐତିହାସିକ ବିଜୟକୁ ୫୦ ବର୍ଷ ପୂରଣ ହୋଇଛି । ଏହି ଉପଲକ୍ଷେ ଦେଶବ୍ୟାପୀ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳନ କରାଯାଉଛି । ଭାରତୀୟ ସେନାର ବୀର ଯବାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ସାରା ଦେଶରେ ‘ବିଜୟ ମଶାଲ’ ପରିକ୍ରମା…

ମମିତା ମୃତ୍ୟୁ ମାମଲା : କାଲି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା ଦେଲା ବିଜେପି

କଳହାଣ୍ଡି : ସନସାଇନ୍ ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜ ମାମଲାରl ଗିରଫ ହୋଇଛି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ବଙ୍ଗୋମୁଣ୍ଡା ବ୍ଲକ୍ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁର ଏକ ଆଖୁ କିଆରିରୁ ଗୋବିନ୍ଦକୁ ଗିରଫ କରିଛି ପୋଲିସ । ଏହି ଘଟଣାରେ ଆସନ୍ତାକାଲି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ…

ବିମୁଦ୍ରୀକରଣ କ’ଣ ଜାଣିନଥିଲେ, ଏବେ ସଂଚିତ ପୁଂଜି ବଦଳ ପାଇଁ ଦୃଷ୍ଟିହୀନଙ୍କ ନିବେଦନ

ଓଡିଶା ସମ୍ବାଦ ବ୍ୟୁରୋ: ନୋଟବନ୍ଦୀ ଅବା ବିମୁଦ୍ରୀକରଣକୁ ନେଇ ଦିନେ ଭାରତରେ ହଟଚମଟ ସୃଷ୍ଟି ହୋଇଥିଲା । କୋଟିକୋଟି ଲୋକ ଧନ୍ଦି ହୋଇଥିଲାବେଳେ ଅନେକ ଲୋକ ଅଜାଣତରେ ହଟହଟା ହୋଇଥିଲେ । ହେଲେ ନିକଟରେ ଜଣେ ଦୃଷ୍ଟିହୀନ ବ୍ୟକ୍ତି କିଛି ଅଚଳ ନୋଟକୁ ବଦଳ କରିବାକୁ ନିବେଦନ ଘଟଣା ଏବେ ଖୁବ ଚର୍ଚ୍ଚା…

ଆସନ୍ତାକାଲି ଆର୍ଯ୍ୟନ ଖାନଙ୍କ ଜାମିନ ଶୁଣାଣି

ମୁମ୍ବାଇ : କ୍ରୁଜ୍ ଡ୍ରଗ୍ସ ରେଭ୍ ପାର୍ଟି ମାମଲାରେ ଗିରଫ ଆର୍ଯ୍ୟନ ଖାନଙ୍କର କାଲି ହେବ ଜାମିନ ଶୁଣାଣି । ଆର୍ଯ୍ୟନଙ୍କ ଜାମିନ ନେଇ ଶୁଣାଣି କରିବେ ସେସନ କୋର୍ଟ । ତେବେ ଆସନ୍ତାକାଲି ଆର୍ଯ୍ୟନଙ୍କୁ ଜାମିନ ମିଳୁଛି ନା ପୁଣି ନିରାଶ ହେବାକୁ ପଡିବ ତାଉପରେ ଏବେ ସମସ୍ତଙ୍କ ନଜର ରହିଛି ।…

ମୋଦିଙ୍କୁ ଭେଟିଲେ ଅମିତ ଶାହ , କଶ୍ମୀର ସ୍ଥିତି ନେଇ ଆଲୋଚନା

ଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । କଶ୍ମୀର ବାହାରେ ଲୋକମାନଙ୍କ ଉପରେ କରାଯାଉଥିବା ଆକ୍ରମଣକୁ ନେଇ ଆଲୋଚନା କରିଛନ୍ତି ଉଭୟ ନେତା । ଅମିତ ଶାହ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ…

ଦୁଇଟି ଷ୍ଟେସନରେ ସଂଶୋଧିତ ସମୟରେ ଚଳାଚଳ କରିବ ପ୍ରଶାନ୍ତି ସ୍ପେଶାଲ୍

ଭୁବନେଶ୍ବର : ଯାତ୍ରୀଙ୍କ ସୁବିଧା ପାଇଁ ରେଳବାଇର ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ବାଙ୍ଗାଲୋର ପୂର୍ବ ଓ ବାଙ୍ଗାଲୋର କ୍ୟାଣ୍ଟ ଷ୍ଟେସନରେ ପ୍ରଶାନ୍ତି ସ୍ପେଶାଲ ଟ୍ରେନର ସମୟକୁ ସଂଶୋଧନ କରାଯାଇଛି । ଏହାସହ ଅସ୍ଥାୟୀ ଭାବରେ କୃଷ୍ଣରାଜପୁରମ୍ ଷ୍ଟେସନରେ ହାଓ୍ବାଡ଼ା-ଯଶୋବନ୍ତପୁର…