Latest Odisha News

BREAKING NEWS

Yearly Archives

2021

ଓଃ ମାଇ ଗଡ୨ରେ ଅଭିନୟ କରିବେ ରାମାୟଣ ଫେମ୍ ଅରୁଣ ଗୋଭିଲ

ମୁମ୍ବାଇ: ଓଃ ମାଇ ଗଡ ୨ରେ ଲୋକପ୍ରିୟ ସିରିୟଲ ରାମାୟଣରେ ଶ୍ରୀରାମ ଭୂମିକା କରି ଘରେ ଘରେ ପରିଚିତ ହୋଇଥିବା ଅରୁଣ ଗୋଭିଲ ଅଭିନୟ କରିବେ । ଏହି ଫିଲ୍ମରେ ବି ସେ ଶ୍ରୀରାମଙ୍କ ଭୂମିକା କରିବେ । ପ୍ରଡ୍ୟୁସର ଅଶ୍ୱୀନ ବର୍ଦେ ଏବଂ ଅକ୍ଷୟ କୁମାର ଭଗବାନ ରାମଙ୍କ ଭୂମିକା ପାଇଁ ଶେଷରେ ଅରୁଣଙ୍କ…

ଗାଲାକ୍ସି ଆପାର୍ଟମେଣ୍ଟ ଛାଡି ଘର ଭଡା ନେଲେ ଭାଇଜାନ ସଲମାନ ଖାନ

ମୁମ୍ବାଇ : ବଲିଉଡ୍ ଦବଙ୍ଗ ସଲମାନ୍ ଖାନ୍ ସବୁବେଳେ କିଛି ନା କିଛି କରି ବେଶ୍ ଚର୍ଚ୍ଚାରେ ଥାନ୍ତି। ସଲମାନ୍ ନିଜ ପରିବାର ସହ ବାନ୍ଦ୍ରାସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟରେ ରୁହନ୍ତି । ଏତେ ସମ୍ପତି ଥାଇ ମଧ୍ୟ ଏବେ ଭଡା ଘରେ ରହୁଛନ୍ତି ସଲମାନ୍। ଭିଓର୍ସମାନେ ଭାବୁଛନ୍ତି ସଲମାନ୍ ଘର ଭଡା…

ଟି୨୦ ବିଶ୍ୱକପ : ଇତିହାସ ରଚିଲେ ଆୟର୍ଲାଣ୍ଡ ବୋଲର କ୍ୟାମ୍ଫର

ଦୁବାଇ: ଟି୨୦ ବିଶ୍ୱକପରେ ଆଜି ଆୟର୍ଲାଣ୍ଡର ପେସ ବୋଲର କାର୍ଟିସ କ୍ୟାମ୍ଫର ୪ଟି ବଲରେ୪ଟି ଉଇକେଟ ନେଇ ଇତିହାସ ରଚିଛନ୍ତି । ଟି୨୦ରେ ଏହି ଉପଲବ୍ଧି ହାସଲ କରିବାରେ ସେ ତୃତୀୟ ଏବଂ ବିଶ୍ୱକପରେ ପ୍ରଥମ ଖେଳାଳି ପାଲଟିଛନ୍ତି । ଶ୍ରୀଲଙ୍କାର ଲାସିଥ ମାଲିଙ୍ଗା ୨୦୧୯ରେ ନ୍ୟୁଜିଲାଣ୍ଡ ବିପକ୍ଷରେ…

ମୋବାଇଲ ଲୁଟେରା ଗ୍ୟାଙ୍ଗ ପ୍ରେମୀ ଯୁଗଳ

ପୁରୀ: ପୁରୀ ଟାଉନ ଥାନା ପୋଲିସ ଏକ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ମୋବାଇଲ ଲୁଟ କରୁଥିବା ଗ୍ୟାଙ୍ଗ ହେଉଛନ୍ତି ପ୍ରେମୀ ଯୁଗଳ । ପ୍ରେମୀ ଯୁଗଳ ଅଭିନବ ଉପାୟରେ ମୋବାଇଲ ଲୁଟ କରୁଥିଲେ । ଗିରଫ ପ୍ରେମୀ ଯୁଗଳ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀଙ୍କ ମୋବାଇଲ ଲୁଟ କରୁଥିଲେ ।…

ପତ୍ର ତୋଳିବାକୁ ଯାଇଥିବାବେଳେ ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ

କାମାକ୍ଷାନଗର: ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ। ମୃତ ମହିଳା ଜଣକ ହେଲେ ଢ଼େଙ୍କାନାଳ ଜିଲ୍ଲା ରାଇବୋଲ ପଞ୍ଚାୟତ ହାଡ଼ଗଡ଼ି ଗାଁର ପାର୍ବତୀ ପ୍ରଧାନ। ପାର୍ବତୀ ପତ୍ର ତୋଳିବା ପାଇଁ ଗାଁ ପାଖ ମଉଳାଭଣଜା ଜଙ୍ଗଲକୁ ଯାଇଥିଲେ। ପତ୍ର ତୋଳି ଘରକୁ ଫେରିବା ବାଟରେ ହିଁ ବଜ୍ରାଘାତର ଶିକାର…

ରାମ ରହିମଙ୍କୁ ଆଜୀବନ କାରାଦଣ୍ଡାଦେଶ

ଚଣ୍ଡୀଗଡ: ଡେରାସଚ୍ଚା ସୌଦା ପ୍ରମୁଖ ଗୁରୁମିତ ରାମ ରହିମ ଏବଂ ୪ଜଣ ସହଯୋଗୀଙ୍କୁ ରଣଜିତ ସିଂଙ୍କ ହତ୍ୟା ମାମଲାରେ ସିବିଆଇର ସ୍ୱତନ୍ତ୍ର କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏହା ବ୍ୟତୀତ ରାମ ରହିମଙ୍କୁ ୩୧ ଲକ୍ଷ ଟଙ୍କା ଏବଂ ସହଯୋଗୀଙ୍କୁ ୫୦ ହଜାର ଟଙ୍କା ଜରିମାନା ଦେବାକୁ…

ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରବଳ ତୁଷାରପାତ, ରାସ୍ତା ଘାଟ ଚାରିଆଡେ ଜମିଛି ବରଫର ଆସ୍ତରଣ

ଓଡ଼ିଶା ସମ୍ବାଦ ବ୍ୟୁରୋ : ଧଳା ଚାଦରରେ ସଜେଇ ହୋଇଛି ଉତ୍ତରାଖଣ୍ଡ। ଚାରିଆଡେ ତୁଷାରପାତ । ବହୁ ଶିଘ୍ର ଶୀତର ଆଗମନ ହୋଇଛିା ଚଳିତ ବର୍ଷର ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି । ସୋମବାର ହିମାଚଳ ପ୍ରଦେଶର ଲାହଲ-ସ୍ପିଟି ଜିଲ୍ଲାର ଧନଖର ଗ୍ରାମରେ ତୁଷାରପାତ…

୭ ଯୋଡ଼ା ସ୍ବତନ୍ତ୍ର ଟ୍ରେନରେ ସିଜିନ ଟିକେଟକୁ ଅନୁମତି

ଭୁବନେଶ୍ବର : ପ୍ରତିଦିନ ଯାତାୟାତ କରୁଥିବା ରେଳ ଯାତ୍ରୀଙ୍କ ରେଇବାଇ ପଦକ୍ଷେପ । ପୂର୍ବତଟ ରେଳପଥରେ ଆହୁରି ୭ ଯୋଡ଼ା ସ୍ବତନ୍ତ୍ର ଟ୍ରେନରେ ମାସିକ ସିଜିନ ଟିକେଟ୍, ତ୍ରୟମାସିକ ସିଜିନ ଟିକେଟ୍ ସହିତ ଟ୍ରେନ୍ ଯାତ୍ରାକୁ ଅନୁମତି ଦିଆଯାଇଛି । ଏହି ଟ୍ରେନ୍ ଗୁଡିକ ହେଲା - ୦୮୪୩୧/୦୮୪୩୨…

କୋଭାକ୍ସିନକୁ ମିଳିବ କି ଅନୁମୋଦନ ? ୨୬ରେ ବସିବ ବୈଷୟିକ ପରାମର୍ଶଦାତା କମିଟି ବୈଠକ

ନୂଆଦିଲ୍ଲୀ : କୋଭାକ୍ସିନକୁ ଅନୁମୋଦନ ଦେବା ଲାଗି ଆସନ୍ତା ୨୬ରେ ବସିବ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ବୈଷୟିକ ପରାମର୍ଶଦାତା କମିଟି ବୈଠକ । ଏନେଇ ସୂଚନା ଦେଇଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ । ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ କୋଭାକ୍ସିନକୁ ଯଦି…

ବାଂଲାଦେଶରେ ସାମ୍ପ୍ରଦାୟିକ ହିଂସା, ୨୯ରୁ ଅଧିକ ହିନ୍ଦୁଙ୍କ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ବାଂଲାଦେଶ : ବାଂଲାଦେଶରେ ଥମୁନି ସାମ୍ପ୍ରଦାୟିକ ହିଂସା । ଦୁର୍ଗା ପୂଜା ମଣ୍ଡପ, ଇସ୍କନ ମନ୍ଦିରରେ ହମଲା ପରେ କେତେକ ହିନ୍ଦୁ ଲୋକଙ୍କ ଘରେ ନିଆଁ ଲଗାଇ ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି । ପୀରଗଞ୍ଜ ଅଞ୍ଚଳରେ ଏହି ଅଘଟଣ ଘଟିଛି । ଦୁର୍ବୃତ୍ତମାନେ ଶହେରୁ ଅଧିକ ଘରେ ନିଆଁ ଲଗାଇ ଦେଇଥିବା…