Latest Odisha News

BREAKING NEWS

Yearly Archives

2021

କଟକଣାରେ ପରିବର୍ତ୍ତନ, ଡିସେମ୍ବର ୨୫ ଓ ଡିସେମ୍ବର ୩୧ରୁ ଜାନୁଆରୀ ୨ ଯାଏଁ କଟକଣା

ଭୁବନେଶ୍ବର : ବଡ଼ଦିନ ଓ ନୂଆବର୍ଷ କଟକଣାରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଖ୍ରୀଷ୍ଟମାସରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଲାଗୁ ହୋଇଥିବା ବେଳେ ଏଥିରେ ପୁଣି ଥରେ ପରିବର୍ତ୍ତନ କରାଯାଇଛି । ନୂଆ ଗାଇଡ଼ଲାଇନରେ ଅନୁସାରେ, ଡିକେବଳ ଖ୍ରୀଷ୍ଟମାସ ଓ ଜାନୁଆରୀ ୨ ପର୍ଯ୍ୟନ୍ତ…

ଗୋଆ ସହ ମ୍ୟାଚ ଡ୍ର ରଖିଲା ଓଡିଶା ଏଫସି

ଭୁବନେଶ୍ୱର: ଓଡିଶା ଏଫସି ଓ ଏଫସି ଗୋଆ ମଧ୍ୟରେ ଗୋଆର ତିଳକମୈଦାନ ଷ୍ଟାଡିୟମରେ ଅନୁଷ୍ଠିତ ଆଇଏସଏଲ ଫୁଟବଲର ଏକ ରୋମାଂଚକର ମୁକାବିଲା ୧-୧ରେ ଡ୍ର ରହିଛି । ସମ୍ପୂର୍ଣ୍ଣ ମ୍ୟାଚ ସଂଘର୍ଷପୂର୍ଣ୍ଣ ରହିଥିଲା । ମ୍ୟାଚର ୪୨ତମ ମିନିଟରେ ଇଭାନ ଗାରିଡୋ ଗୋଞ୍ଜାଲେଜ ଗୋଆ ପକ୍ଷରୁ ଏକମାତ୍ର ଗୋଲଟି…

କଟକଣାରେ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ୱର: ବଡ଼ଦିନ ଏବଂ ନୂଆବର୍ଷ କଟକଣାରେ ପରିବର୍ତ୍ତନ । ବଡ଼ ଦିନରୁ ଜାନୁଆରୀ ୨ପର୍ଯ୍ୟନ୍ତ କଟକଣା ଘୋଷଣା କରିଥିଲେ ରାଜ୍ୟ ସରକାର । ଏଥିରେ ପୁଣି ଥରେ ପରିବର୍ତ୍ତନ କରିଛନ୍ତି । ନୂଆ ଗାଇଡଲାଇନ୍ ଅନୁସାରେ କେବଳ ଡିସେମ୍ବର ୨୫, ଡିସେମ୍ବର ୩୧ ଏବଂ ଜାନୁଆରୀ ୧ ତାରିଖ ପାଇଁ କଟକଣା ଲାଗୁ…

ଲୋକାର୍ପିତ ହେଲା ଓଟିଡିସିର ‘ଉତ୍କଳ ଅରୋମା’ ଓ ‘ବେକଡ୍ ବୋନଞ୍ଜା’

ଭୁବନେଶ୍ବର : ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ଭୁବନେଶ୍ବର ପାନ୍ଥନିବାସ ପରିସରରେ ଲୋକାର୍ପିତ ହୋଇଛି ଓଡ଼ିଆ ପାରମ୍ପରିକ ଖାଦ୍ୟର ରେଷ୍ଟୁରାଣ୍ଟ ‘ଉତ୍କଳ ଅରୋମା’ ଏବଂ ନିଜସ୍ବ କେକ୍ ଓ ବିସ୍କୁଟ ଆଦି ପ୍ରସ୍ତୁତ ନିମନ୍ତେ ‘ବେକଡ୍ ବୋନଞ୍ଜା’ ୟୁନିଟ୍ । ଏହାସହ ଭୁବନେଶ୍ବର…

ଭାରତୀୟ ବାୟୁସେନା ମିଗ-୨୧ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ ଶହୀଦ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏକ ମିଗ-୨୧ ଯୁଦ୍ଧ ବିମାନ ରାଜସ୍ଥାନର ଜୈସଲମେର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ଏଥିରେ ପାଇଲଟ ଶହୀଦ ହୋଇଥିବା ଜଣାପଡିଛି । ପାକିସ୍ତାନ ସୀମା ନିକଟବର୍ତି ସୁଦାସରୀ ଡେଜର୍ଟ ନ୍ୟାଶନାଲ ପାର୍କ ନିକଟରେ ଏହି ବିମାନଟି ହଠାତ ବୈଷୟିକ ତ୍ରୁଟି ଯୋଗୁ ଖସି…

କନିଷ୍ଠ ପାଣ୍ଡବ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ 'ଗାଁ କଥା' ନିଶ୍ଚିତପୁର ଗାଁରୁ ପ୍ରଥମ ଗ୍ରାଜୁଏଟ୍, ତା ପୁଣି ବିଶ୍ୱବିଦ୍ୟାଳୟରେ ଶ୍ରେଷ୍ଠ ସ୍ନାତକ ଭାବେ ଯେଉଁଦିନ କନିଷ୍ଠ ପାଣ୍ଡବର ନାଁ ଖବରକାଗଜରେ ପ୍ରକାଶ ପାଇଲା, ସେଦିନ ତାକୁ ଲାଗୁଥିଲା, ସେ ଜୀବନରେ ନିଶ୍ଚୟ କିଛି କରିବ। ତେବେ ଏ ଖବର ସେ…

ସଲମାନଙ୍କ ଟାଇଗର ୩ରେ ର’ ଅଫିସର ହେବେ ଶାହାରୁଖ

ମୁମ୍ବାଇ: ସଲମାନ ଖାଁ ଓ କ୍ୟାଟ୍ରିନା କୈଫ ଅଭିନୀତ ଟାଇଗର ୩ଫିଲ୍ମରେ ଶାହାରୁଖ ଖାଁ ନଜର ଆସିବେ । ଫିଲ୍ମ ସହିତ ଜଡିତ ନିକଟତମ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଶାହାରୁଖ ଏହି ଫିଲ୍ମରେ ଜଣେ ର’ ଅଫିସର ଭୂମିକାରେ ଅବତୀର୍ଣ୍ଣ ହେବେ । ସେ ଏହି ଫିଲ୍ମର ୧୨ ଦିନ ଶିଡ୍ୟୁଲ ଶେଷ କରିଛନ୍ତି ।…

ସୋଆର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ବତନ୍ତ୍ର ଡାକ ଟିକେଟ୍ ‘ମାଇ ଷ୍ଟାମ୍ପ’ ଉନ୍ମୋଚିତ

ଭୁବନେଶ୍ବର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୨୫ ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ବତନ୍ତ୍ର ଡାକ ଟିକେଟ ‘ମାଇ ଷ୍ଟାମ୍ପ’ ଉନ୍ମୋଚିତ ହୋଇଛି । ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜ ରଞ୍ଜନ ନାୟକଙ୍କ ଦ୍ବାରା ଏହି ଡାକ ଟିକେଟ ଉନ୍ମୋଚିତ ହୋଇଛି । ୫ ଟଙ୍କା ମୂଲ୍ୟର ଏହି ଡାକ…

୨୬ରେ ହେବାକୁ ଥିବା କଂଗ୍ରେସର ସଦଭାବନା ରାଲି ସ୍ଥଗିତ

ଭୁବନେଶ୍ୱର : ସ୍ଥଗିତ ହେଲା କଂଗ୍ରେସର ସଦଭାବନା ରାଲି । ରାଜ୍ୟ ସରକାରଙ୍କ କରୋନା ଗାଇଡ ଲାଇନ ଆସିବା ପରେ କଂଗ୍ରେସ ସେବା ଦଳ ପକ୍ଷରୁ ଆସନ୍ତା ୨୬ ତାରିଖରେ ହେବାକୁ ଥିବା ସଦଭାବନା ରାଲିକୁ ସ୍ଥଗିତ ରଖାଯାଇଛି ।ଏନେଇ ସୂଚନା ଦେଇଛନ୍ତି ପ୍ରଦେଶ ସେବାଦଳ ଅଧ୍ୟକ୍ଷ ଶ୍ରୀ ଆର୍ଯ୍ୟ କୁମାର…

[ଭିଡ଼ିଓ] ଗୋଲଡେନ୍ ପେଣ୍ଟିଂରେ ନୀରଜ ଚୋପ୍ରାଙ୍କୁ ଚିତ୍ରଶିଳ୍ପୀଙ୍କ ଜନ୍ମ ଦିନ ଶୁଭେଚ୍ଛା

ଭୁବନେଶ୍ୱର: ଗୋଲଡେନ୍ ବୟ ନୀରଜ ଚୋପ୍ରାଙ୍କ ବର୍ଥ ଡେ । ଆଜି ୨୪ ବର୍ଷରେ ପାଦ ଥାପିଛନ୍ତି ନୀରଜ । ଟୋକିଓ ଅଲିମ୍ପିକ୍ସରେ ୨୦୨୧ରେ ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ହାସଲ କରି ସାରା ଦେଶକୁ ଗୌରାବାନ୍ୱିତ କରିଥିଲେ । ତାଙ୍କର ଆଜି ଜନ୍ମ ଦିବସରେ ନୀରଜଙ୍କୁ ଫ୍ୟାନ୍ ମାନଙ୍କର ଅନେକ ଶୁଭେଚ୍ଛାର…