Latest Odisha News

BREAKING NEWS

Yearly Archives

2021

ପୁଣି ମହଙ୍ଗା ହେଲା ତୈଳ ଦର

ନୂଆଦିଲ୍ଲୀ: ଇନ୍ଧନ ମୂଲ୍ୟ ଲିଟର ପିଛା ୩୫ ପଇସା ବୃଦ୍ଧି ହୋଇଥିବାରୁ ଶନିବାର ଦିନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଦେଶର ସର୍ବୋଚ୍ଚ ସ୍ତରକୁ ବୃଦ୍ଧି ପାଇଛି। ବିଜ୍ଞପ୍ତି ଅନୁଯାୟୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୫.୪୯ ଟଙ୍କା ଏବଂ ମୁମ୍ବାଇରେ ଲିଟର ପିଛା ୧୧୧.୪୩ ଟଙ୍କା ରହିଛି।…

ଆଜି ୪୦୦ ତଳକୁ ଖସିଲା ରାଜ୍ୟରେ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଆଜି ୪୦୦ ତଳକୁ ଖସିଲା କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୫୮ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୨୦୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪୯ । ୧୮ ବର୍ଷ ଭିତରେ ଆଉ ୪୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ୨୩ ଜିଲ୍ଲାରୁ ବାହାରିଛନ୍ତି…

ରାୟପୁର ରେଲଓ୍ୱେ ଷ୍ଟେସନରେ ଟ୍ରେନରେ ବିସ୍ଫୋରଣ

ରାୟପୁର: ଛତିଶଗଡ଼ର ରାୟପୁର ରେଲଓ୍ୱେ ଷ୍ଟେସନରେ ବିସ୍ଫୋରଣ । ଟ୍ରେନରେ ବିସ୍ଫୋରଣ ହୋଇଛି । ଏଥିରେ ସିଆରପିଏଫର ୬ ଜଣ ଯବାନ ଆହତ ହୋଇଛନ୍ତି । ସକାଳ ପ୍ରାୟ ୬ଟା ବେଳେ ଏହି ବିସ୍ଫୋରଣ ହୋଇଥିବା କୁହାଯାଉଛି । ସିଆରପିଏଫ ୨୧୧ ବାଟାଲିଅନର ଯବାନମାନେ ସ୍ପେଶାଲ୍ ଟ୍ରେନ୍ ଯୋଗେ ଜମ୍ମୁ ଯାଉଥିଲେ ।…

କଟକରେ ଏନକାଉଣ୍ଟର: ଗୁଳି ଖାଇଲା ଦୁର୍ଦ୍ଦାନ୍ତ ଅପରାଧୀ ରାକା

କଟକ: ଦଶହରା ସରିବା ପରେ କଟକରେ ପୋଲିସର ଏନକାଉଣ୍ଟର । ଆଜି ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗୁଳି କରିଛି କମିଶନରେଟ ପୋଲିସ । ଏଥିରେ ବାଲିକୁଦା ଅଞ୍ଚଳର ହାର୍ଡକୋର୍ କ୍ରିମିନାଲ୍ ରାକା ଓରଫ ରାକେଶ ଦାସ ଆହତ ହୋଇଛି । ରାକାର ଗୋଡ଼ରେ ବାଜିଛି ଗୁଳି । ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼…

ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା

ଭୁବନେଶ୍ୱର: ୭୬ ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ନବୀନଙ୍କ ଦୀର୍ଘ ଜୀବନ କାମନା କରିବା ସହ ଓଡ଼ିଶାବାସୀଙ୍କ ସେବା…

ଚେନ୍ନାଇ ସୁପକିଙ୍ଗସ୍ ଆଇପିଏଲ୍ ଚାମ୍ପିଅନ୍

ସ୍ପୋର୍ଟସ ବ୍ୟୁରୋ (ଓଡ଼ିଶା ସମ୍ବାଦ): ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ପୁଣି ଥରେ ଆଇପିଏଲ୍ ଚାମ୍ପିଅନ୍ ହୋଇଛି ଚେନ୍ନାଇ ସୁପରକିଙ୍ଗସ । କୋଲକାତା ନାଇଟ ରାଇଡର୍ସକୁ ୨୭ ରନରେ ପରାସ୍ତ କରି ଚତୁର୍ଥ ଥର ଆଇପିଏଲ୍ ଟ୍ରଫି ହାତେଇଛି । ଚଳିତ ଆଇପିଏଲ୍ ଫାଇନାଲରେ ଚେନ୍ନାଇ ଓ କୋଲକାତା ଭିତରେ…

ପୁରୀର ଗୋଷାଣୀ ଯାତ୍ରା

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”  ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା’ ବିମଳାଙ୍କର ଶ୍ରୀଜଗନ୍ନାଥଙ୍କ ସହିତ ସମ୍ପର୍କ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ସେ ସମ୍ପର୍କ ମହାପ୍ରଭୁଙ୍କଠାରେ ବୈଷ୍ଣବ ତତ୍ତ୍ୱ ସହିତ ଶାକ୍ତ ଉପାସନା ସମିଶ୍ରଣର ଏକ ଗୂଢ଼଼…

ଅନୁବାଦ କବିତା : ଛକ ବେକେରୀରେ ମଧ୍ୟରାତ୍ରି

ମୂଳ ମରାଠୀ: ଦିଲିପ ଚିତ୍ରେ ଛକ ବେକେରୀରେ ରାତି ଅଧରେ ଡବଲରୁଟି ଆଉ ବଟର-ବିସ୍କୁଟ ସେକାହେଲା ବେଳେ ମୁଁ ମନେ ପକାଏ ପିଲାଦିନର ରେହମାନକୁ ଆଉ ତା’ର ଢଳଢ଼ଳ ଆଖି ମୋ ସହ କ୍ୟାରମ ଖେଳ । ଛକ ବେକେରୀରେ ରାତି ଅଧରେ ଡବଲରୁଟି ଆଉ ବଟର-ବିସ୍କୁଟ ସେକାହେଲା ବେଳେ ମୁଁ ଏକୁଟିଆ ବସି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୮)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୮ ନା ଡାକ୍ତର, ନା କବିରାଜ, ନା ଔଷଧ ନା ପାଣି...ଶୁଖିଲାରେ ବିତୁଥିଲା ଶିଉଳିର ଦିନ।   ସନିଆ ଭାଇ ଦିନେ ମୁଗୁନିକୁ କହିଲା, 'ଚାଲ ତ ଶିଉଳିକୁ ଦେଖାଇ ଆଣିବା ଏଇ ପାଖରେ ଥିବା  ଡାକ୍ତରଖାନାରୁ।' ଗାର  ଡେଇକି ସେ ଯେମିତି…

କବିତା : ବିସର୍ଜନ

ମମତା ବିଶ୍ୱାଳ ପୁହାଣ  ଅସରନ୍ତି ବିଶ୍ୱାସର ସମ୍ମୋହନକୁ ଛୁଇଁ ଦେବୀଟିଏର ଆଜି ବାହୁଡ଼ିବାର ବେଳା। ନିଃଶେଷ ହେଇ ଆସୁଛି ଦେବୀପକ୍ଷର ସ୍ୱପ୍ନ। ଅନ୍ତିମ ଦୃଶ୍ୟପଟକୁ ଘେରି ରହିଛି ଅନ୍ଧାରର ପ୍ରଗାଢ କୋହ, ଅସୁମାରି ଆସ୍ଥାର ସ୍ପନ୍ଦନକୁ ସାଥିରେ ନେଇ ଫେରି ଯାଉଛି ମୃଣ୍ମୟୀ।।…