Latest Odisha News

BREAKING NEWS

Yearly Archives

2021

[ଭିଡ଼ିଓ] ବିଜୟାଦଶମୀରେ ମହାପ୍ରଭୁଙ୍କ ସୁନାବେଶ

ପୁରୀ: ବିଜୟା ଦଶମୀରେ ମହାପ୍ରଭୁଙ୍କ ସୁନାବେଶ ।  ଶ୍ରୀମନ୍ଦିରରେ ଆଜି ପବିତ୍ର ଦଶହରା ବା ବିଜୟାଦଶମୀ । ମହାପ୍ରଭୁ ସୁନାବେଶ ବା ରାଜରାଜେଶ୍ୱର ବେଶରେ ସଜ୍ଜିତ ହୋଇଛନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ ନୂଆ ଲୁଗା,୩୨ ମୂର୍ତ୍ତି ସ୍ବର୍ଣ୍ଣ ଅଳଙ୍କାର ଲାଗି ପରେ…

କେନ୍ଦୁଝର ବିମଳା ଫରେଷ୍ଟ ବିଟ୍ ଡିମିରିମୁଣ୍ଡା ଗାଁରେ ୧୨ ଟିକିଆ ହାତୀପଲଙ୍କ ଉପଦ୍ରବ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟରେ ମାତିଛନ୍ତି ହାତୀପଲ । ଭିମକାଣ୍ଡ ପଞ୍ଚାୟତ ଡିମିରିମୁଣ୍ଡା ଗାଁରେ ୧୨ ଟିକିଆ ହାତୀପଲ ଉପଦ୍ରବ କରୁଛନ୍ତି । ଗାଁରେ ଜଙ୍ଗଲି ବାରହାଙ୍କୁ ନେଇ ଲୋକେ ଭୟଭୀତ ଥିବା ବେଳେ, ଏବେ ହାତୀପଲ ଲୋକଙ୍କ ଚିନ୍ତା ବଢ଼ାଇଛି । ଗତକାଲି…

ସରପଞ୍ଚଙ୍କ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଜଗତସିଂହପୁର : ସରପଞ୍ଚଙ୍କ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଶଙ୍ଖେଶ୍ବର ପଞ୍ଚାୟତରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସରପଞ୍ଚଙ୍କ ଭାଇ ହରପ୍ରସାଦ…

[ଭିଡ଼ିଓ] ସ୍ମୃତିରେ କଲାମ.. .

ଓଡ଼ିଶା ସମ୍ବାଦ ବ୍ୟୁରୋ: ବାସ୍ତବକୁ ନେଇ ଜୀଉଁଥିବା ମଣିଷଟିଏ । ଜୀବନରେ କାହାକୁ ହରାଇବା ଯେତିକି କଷ୍ଟକର ..କାହାକୁ ଜିତିବା ଆହୁରି କଷ୍ଟସାଧ୍ୟ .. .ତାଙ୍କର ଉଦାର ମନୋଭାବ ସାଙ୍ଗକୁ ବଳିଷ୍ଠ ବ୍ୟକ୍ତିତ୍ୱ ଯୋଗୁ ଏବେ ବି ଝୁରୁଛି ତାଙ୍କୁ ସାରା ଦେଶ । ଏବେ ବି ସମସ୍ତଙ୍କ ହୃଦୟରେ ସେ ବିରାଜମାନ…

ମହିଳା ସ୍ବୟଂ ସହାୟକଙ୍କ ଲାଗି କାର୍ଯ୍ୟକାରୀ ହେବ ସ୍ବତନ୍ତ୍ର ପୋର୍ଟାଲ

ଭୁବନେଶ୍ବର : ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଲାଗି କାର୍ଯ୍ୟକାରୀ ହେବ ସ୍ବତନ୍ତ୍ର ପୋର୍ଟାଲ । ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛି ଅର୍ଥ ବିଭାଗ । ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗୁଡ଼ିକ ବ୍ୟାଙ୍କରେ ହଜାର ହଜାର କୋଟି ଟଙ୍କାର ନେଣଦେଣ କରୁଛନ୍ତି…

ଅଷ୍ଟମ ଓ ଏକାଦଶ ଶ୍ରେଣୀ ପାଠପଢ଼ା ନେଇ ଜାରି ହେଲା SOP

ଭୁବନେଶ୍ୱର : ଦଶହରା ଛୁଟି ପରେ ସ୍କୁଲରେ ଅଷ୍ଟମ ଓ ଏକାଦଶର ପାଠପଢ଼ା ହେବା ନେଇ ପ୍ରକାଶ ପାଇଲା ଏସଓପି । ସକାଳ ୯ ଟାରୁ ଦିନ ୧୨ ଟା ୩୦ ଯାଏଁ ଅଷ୍ଟମ କ୍ଲାସର ପାଠ ପଢ଼ାହେବ। ଏକାଦଶ ଶ୍ରେଣୀ ପାଠପଢ଼ା ଦିନ ୧୦ ଟାରୁ ସାଢେ ଗୋଟାଏ ଯାଏଁ ହେବ । ଅଷ୍ଟମ କ୍ଲାସ ପିଲାଙ୍କୁ ଆଉ ମଧ୍ୟହ୍ନ ଭୋଜନ ଦିଆଯିବ…

ଶିଳ୍ପୀଙ୍କ ନିଆରା ପ୍ରୟାସ, ବୋତଲରେ ଦେବୀ ଦୁର୍ଗାଙ୍କ କ୍ଷୁଦ୍ର ପ୍ରତିମା

ଭୁବନେଶ୍ୱର: ବୋତଲରେ ଦେବୀ ଦୁର୍ଗାଙ୍କ କ୍ଷୁଦ୍ର ପ୍ରତିମା। ଏହିପରି ନିଆରା କଳାକୃତି କରିଛନ୍ତି ଜଣେ ଓଡ଼ିଆ କଳାକାର ଏଲ୍ ଇଶ୍ୱର ରାଓ। ଖୋର୍ଦ୍ଧା ଜଟଣୀ ଗ୍ରାମରେ ତାଙ୍କର ଘର। ଏବେ ଏହି କଳାକୃତି ନେଇ ଚର୍ଚ୍ଚାର ବିଷୟ ପାଲଟିଛି। କୋଭିଡ଼-୧୯ ପାଇଁ ମା’ଙ୍କ ପ୍ରତିମା ତିଆରି ଆର୍ଶୀବାଦ ଲୋଡ଼ିବା ସହ…

ଗୋର୍ଖା ଅବତାରେ ଆସୁଛନ୍ତି ବଲିଉଡ୍ ଷ୍ଟାର ଅକ୍ଷୟ କୁମାର

ମୁମ୍ବାଇ: ନନଷ୍ଟପ୍ ଫିଲ୍ମ କରିବାରେ ବେଶ ମାହିର ବଲିଉଡ ଖିଲାଡୀ ଅକ୍ଷୟ କୁମାର । ଏ କଥା ସେ ଥରେ କି ଦୁଇଥର ନୁହେଁ ବରଂ ବାରମ୍ବାର ପ୍ରମାଣିତ କରିଆସିଛନ୍ତି । ନିକଟରେ ଫିଲ୍ମ ବେଲ୍ ବେଟମ ରିଲିଜ୍ ହୋଇଥିଲାବେଳେ ଆଗାମୀ ଦିନରେ ଅକ୍ଷୟଙ୍କୁ ଜଣେ ଗୋର୍ଖା ମେଜର୍ ଜେନେରାଲ୍ ଭୂମିକାରେ ଦେଖିବାକୁ…

ଜଗତ ଜନନୀଙ୍କ ବିଜୟା ଦଶମୀ

ବାଲେଶ୍ବର : ଆଜି ହେଉଛି ମା' ଜଗତ ଜନନୀ ଙ୍କ ବିଜୟା ଦଶମୀ। ଆଜିର ଦିନରେ ଅସତ୍ୟ ଉପରେ ସତ୍ୟର ବିଜୟ ହୋଇ ଧର୍ମ ସ୍ଥାପିତ ହୋଇଥିଲା । ମା' ଙ୍କ ବିଦାୟ ଉତ୍ସବକୁ ନେଇ ଖୁବ ଭାବବିହ୍ଵଳ ହୋଇପଡିଛନ୍ତି ଶ୍ରଦ୍ଧାଳୁ। ପରମ୍ପରା ଅନୁଯାୟୀ ମାଙ୍କୁ ନାଲି ସିନ୍ଦୂର, ଅଳତା ଓ ନାଲି ସଙ୍ଖା ପରିଧାନ କରାଇ…

ଆଫଗାନିସ୍ତାନର ସିଆ ମସଜିଦରେ ଭୟଙ୍କର ବିସ୍ପୋରଣ,ଏପର୍ଯ୍ୟନ୍ତ ୩୨ ମୃତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦକ୍ଷୀଣ ଆଫଗାନିସ୍ତାନର କାନ୍ଦାହାର ଠାରେ ଥିବା ସିଆ ମସଜିଦରେ ଭୟଙ୍କର ବିସ୍ପୋରଣ । ଏଥିରେ ୩୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ଗୁରୁତର ଆହତଙ୍କୁ କେନ୍ଦ୍ରୀୟ ମିରୱାଇସ ଡାକ୍ତରଖାନାକୁ ସ୍ତାନାନ୍ତର କରାଯାଇଛି । ଆଜି ମସଜିଦରେ…