Latest Odisha News

BREAKING NEWS

Yearly Archives

2021

ଗହଣା ସଫା କରିବା ଆଳରେ ସୁନା ଅଳଙ୍କାର ଲୁଟ୍, ୭ଜଣ ମହିଳା ଅଟକ

ବାଲୁଗାଁ: ଗହଣା ସଫା କରିବାକୁ ଆସି ଲୁଟିଲେ ଅଳଙ୍କାର। ଏପରି ଖବର ସାମ୍ନାକୁ ଆସିଛି ବାଣପୁର ଥାନା ଅନ୍ତର୍ଗତ ବେଙ୍ଗରାଜ ପଲ୍ଲୀ ଗ୍ରାମରୁ। ୭ଜଣ ମହିଳା ଚୁଡ଼ି ବିକ୍ରି ସହ ସୁନା ଅଳଙ୍କାର ସଫା କରିବା ପାଇଁ ଗାଁରେ ବୁଲୁଥିଲେ। ଗାଁର କିଛି ମହିଳା ସେମାନଙ୍କ କଥାକୁ ବିଶ୍ୱାସ କରି ସୁନା,…

ମାଲକାନଗିରି ପୋଲିସକୁ ସଫଳତା, ଜବତ ହେଲା ୨ କ୍ବିଣ୍ଟାଲ ଗଞ୍ଜେଇ, ୩ ଗିରଫ

ମାଲକାନଗିରି : ମାଲକାନଗିରି ପୋଲିସକୁ ବଡ଼ ସଫଳତା । ଚିତ୍ରକୋଣ୍ଡା ଅଞ୍ଚଳରୁ ଛତିଶଗଡକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ନମ୍ବର ନଥିବା ଏକ ତିନି ଚକିଆ ଅଟୋକୁ ଜବତ କରିଛି ପୋଲିସ । ଅଟୋ ଭିତରୁ ୨ କ୍ବିଣ୍ଟାଲ ୩ କେଜି ଚୋରା ଗଞ୍ଜେଇ ଜବତ କରିଛି ପୋଲିସ । ଯାହାର ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ…

ଯାଜପୁର ଧର୍ମଶାଳା ଲୁଣିବାର ଗାଁରୁ ବିପୁଳ ପରିମାଣର ବିସ୍ଫୋରକ ଜବତ

ଯାଜପୁର : ମାଟି ତଳୁ ଜବତ ହୋଇଛି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ । ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଲୁଣିବାର ମୌଜାରେ ମାଟି ତଳୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୋଲିସ । ଜେନାପୁର ପୋଲିସ ଓ ଧର୍ମଶାଳା ତହସିଲଦାରଙ୍କ ଉପସ୍ଥିତିରେ ଲୁଣିବାର ମୌଜାରୁ…

ପୁରୀ ସଦର ଥାନା କୋରୁଅ ଗୋଲାସାହିରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ପୁରୀ : ପୁରୀ ସଦର ଥାନା କୋରୁଅ ଗୋଲାସାହିରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ଏନେଇ ମହିଳାଙ୍କ ବାପଘର ଲୋକେ ଯୌତୁକ ଜନିତ ହତ୍ୟାକାଣ୍ଡ ଦର୍ଶାଇ ସଦର ଥାନାରେ ଅଭିଯୋଗ କରିଛନ୍ତି । ମୃତ ମହିଳା ଜଣକ ହେଲେ ସୁଷମା ମାଛୁଆ । ଗତ ଦୁଇବର୍ଷ ତଳେ ବୈଦିକ ରୀତି ନୀତିରେ କୋରୁଅ ଗୋଲାସାହିର ପ୍ରଶାନ୍ତ…

ଖେରି ଚାଷୀ ହତ୍ୟା ମାମଲା : କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ଫେରାର

ଉତ୍ତରପ୍ରଦେଶ : ଲଖିମପୁର ଖେରି ଚାଷୀ ହତ୍ୟା ମାମଲାକୁ ନେଇ ତେଜୁଛି ରାଜନୀତି । ଗଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ତମାମ ବିରୋଧୀ । ଏହାସହ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଗିରଫ କରିବାକୁ ଦାବି ହୋଇଛି । ହେଲେ ଏବେ ଆଶିଷଙ୍କୁ ନେଇ…

ବିଶ୍ବର ପ୍ରଥମ ମ୍ୟାଲେରିଆ ଟିକାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଅନୁମତି

ନୂଆଦିଲ୍ଲୀ : ବିଶ୍ବର ପ୍ରଥମ ମ୍ୟାଲେରିଆ ଟିକାକୁ ମିଳିଛି ଅନୁମତି । RTS, S-AS01କୁ ଅନୁମତି ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ଏନେଇ ସୂଚନା ଦେଇଛନ୍ତି WHOର ମହାନିର୍ଦ୍ଦେଶକ ଟେଡରସ ଅଧନମ ଘେବ୍ରେସସ । ଏହି ଟିକାକୁ ଅନୁମତି ମିଳିବା ପରେ ବିଶ୍ବରେ ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଏକ…

ଲଖିମପୁର ଖେରି ହିଂସା ମାମଲା : ଯୋଗୀ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ମାମଲାରେ ଗିରଫ ହୋଇଛନ୍ତି ୨ ଅଭିଯୁକ୍ତ । ଘଟଣା ସଂପୃକ୍ତ ଥିବା ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନେ ହେଲେ ଲବକୁଶ ରାଣା ଓ ଆଶିଷ ପାଣ୍ଡେ । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏମାନେ ସମସ୍ତେ କେନ୍ଦ୍ରମନ୍ତ୍ରୀ ଅଜୟ…

ବ୍ରହ୍ମଗିରିରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ

ପୁରୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଜିଲ୍ଲା ବ୍ରହ୍ମଗିରି ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରିଛନ୍ତି । ଜିଲ୍ଲାରେ ୩ ଲକ୍ଷ ୬୪ ହଜାର ହିତାଧିକାରୀ ସ୍ମାର୍ଟକାର୍ଡ ଯୋଜନାରେ ଉପକୃତ ହେବେ । ସେହିପରି ବ୍ରହ୍ମଗିରିରେ ୧ ହଜାର ୬…

ଚୀନ, ପାକିସ୍ତାନ, ରୁଷିଆରେ ଆମେରିକାର ସିଆଇଏ ଏଂଜେଟଙ୍କୁ ହତ୍ୟା କରାଯାଉଛି !

ୱାଶିଂଟନ: ଆମେରିକାର ଗୋଇନ୍ଦ ସଂସ୍ଥା ସିଆଇଏ ଏବେ ଚିନ୍ତାରେ ପଡିଛି । ବିଭିନ୍ନ ଦେଶରେ ସେମାନଙ୍କ ଗୋଇନ୍ଦା ଏଜେଂଟକୁ ହତ୍ୟା କରାଯାଉଛି । ବିଶେଷ କରି ରୁଷିଆ, ଚୀନ, ଇରାନ ଓ ପାକିସ୍ତାନରେ ଏ ଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ଏପରିକି କେତେକ ଏଜେଂଟଙ୍କୁ ଆମେରିକା ପଛରେ ଲଗାଇ…

IIMCର ୨୦୨୧-୨୨ ଶିକ୍ଷାବର୍ଷର ପାଠ୍ୟକ୍ରମ ଆରମ୍ଭ

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ର ୨୦୨୧-୨୨ ଶିକ୍ଷାବର୍ଷର ପାଠ୍ୟକ୍ରମ ଅନ୍‍ଲାଇନ୍‍ ମାଧ୍ୟମରେ ଆରମ୍ଭ ହୋଇଛି । ଗୁରୁବାର ପୂର୍ବାହ୍ଣରେ ଇଂରାଜୀ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ଓ ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ…