Latest Odisha News

BREAKING NEWS

Yearly Archives

2021

ଲଟେରୀ ଜରିଆରେ ମଦ ବ୍ୟବସାୟ ପ୍ରସଙ୍ଗ, ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ

କଟକ : ରାଜ୍ୟରେ ମଦ ଦୋକାନ ଲାଇସେନ୍ସ ଆବଣ୍ଟନ ଲଟେରୀ ମାଧ୍ୟମରେ କରିବାକୁ ସରକାର ନେଇଥିବା ନିଷ୍ପତ୍ତିକୁ କାଏମ ରଖିଛନ୍ତି ହାଇକୋର୍ଟ । ଏଥିସହ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାୟର ସମସ୍ତ ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ । ରାଜ୍ୟ ସରକାର ଗତ ଜାନୁଆରୀ ୭…

ଅମିତ ଶାହଙ୍କୁ ଭେଟିଲେ କ୍ୟାପଟେନ ଅମରିନ୍ଦର, ବିଜେପିରେ ସାମିଲ ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା

ନୂଆଦିଲ୍ଲୀ:କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ। ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଆଜି ସେ ଅମିତ ଶାହଙ୍କୁ ଭେଟିବା ପରେ ସେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି…

ଚର୍ଚ୍ଚିକା ପୀଠରେ ଷୋଡ଼ ଉପଚାର ପୂଜା

ବାଙ୍କୀ: ଆଜି ଠାରୁ ଆରମ୍ଭ ହୋଇଛି ମାଆଙ୍କ ପୀଠରେ ଷୋଡ଼ ଉପଚାର ପୂଜା । ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମାଆ ଚର୍ଚ୍ଚିକାଙ୍କ ପୀଠରେ ଷୋଡ଼ ଉପଚାର ପୂଜା । ମାଆ ଚର୍ଚ୍ଚିକାଙ୍କ ସେବାୟତମାନେ ମହାନଦୀ ରେଣୁକା ଘାଟଠାରୁ ପାଣିଆଣି ମାଙ୍କୁ ସ୍ନାନକରି ସ୍ଵତସ୍ତ୍ର ପୂଜା ରିତିନୀତିରେ ପୂଜାପାଠକରି…

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

ଭୁବନେଶ୍ବର : ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ । ଏଥିରେ ୪୯ ହଜାର ୨୭୯ ଜଣଙ୍କୁ ପରୀକ୍ଷାରେ ରାଙ୍କ ମିଳିଛି । କରୋନା ମହାମାରୀ ଭିତରେ ଏଥର ପରୀକ୍ଷା ଦେଇଥିଲେ ୪୯ ହଜାର ୩୬୦ ଜଣ ଛାତ୍ରଛାତ୍ରୀ । ବି.ଟେକ୍ (ସ୍ପେଶାଲ)ରେ ପୀୟୂଷ ଚନ୍ଦୁକା ଟପ୍ପର ହୋଇଥିବା ବେଳେ, ବି.ଫାର୍ମାରେ ଲକ୍ଷ୍ମୀପ୍ରିୟା…

୪ କେଜି କୁଟୁରା ମାଂସ ଜବତ, ଜଣେ ଗିରଫ

ମୟୂରଭଞ୍ଜ : କୁଟୁରା ମାଂସ ବ୍ୟବସାୟର ପର୍ଦ୍ଦାଫାସ । ବିଶେଷ ସୁତ୍ରରୁ ଖବର ପାଇ ବାରିପଦା ବନାଞ୍ଚଳ ଅଧିକାରୀ ଲଷ୍ମୀଧର ବେହେରାଙ୍କ ତତ୍ୱାବଧାନରେ ଏକ ଦଳ ଚଢଉ କରି ୪ କେଜି କୁଟୁରା ମାଂସ ଜବତ କରିବା ସହ ଅଭିଯୁକ୍ତ ଖେଲା ମାହିଲକୁ ଗିରଫ କରିଛନ୍ତିି । ଅଭିଯୁକ୍ତ ମୟୂରଭଞ୍ଜ ଜିଲ୍ଲା…

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ,ଭରଣ ପୋଷଣ ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ

କଟକ : ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ୫ଟି ତାରିଖରେ ଭରଣ ପୋଷଣ ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସିଆର୍‌ପିସିର ଧାରା ୧୨୫ରେ ଦାୟର ଭରଣ ପୋଷଣ ମାମଲାର ୫ଟି ତାରିଖରେ ଶୁଣାଣି ଶେଷ କରି ରାୟ ପ୍ରକାଶ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏପରି…

ବିଶ୍ବର ୧୨ କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନର ଭୂସ୍ବର୍ଗ ପାଲଟିଛି ପାକିସ୍ତାନ

ନୂଆଦିଲ୍ଲୀ : ବିଶ୍ବର ୧୨ଟି କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନର ଭୂସ୍ବର୍ଗ ପାଲଟିଛି ପାକିସ୍ତାନ । ଏହାମଧ୍ୟରୁ ୫ଟି ତୀବ୍ର ଭାରତ ବିରୋଧୀ ସଙ୍ଗଠନ ଅନ୍ତର୍ଭୁକ୍ତ । ଆତଙ୍କବାଦ ସଂକ୍ରାନ୍ତ ଆମେରିକା କଂଗ୍ରେସ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ଦର୍ଶାଯାଇଛି । ଭାରତ ବିରୋଧୀ ସଙ୍ଗଠନ ମଧ୍ୟରେ…

ଧରାପଡ଼ିଲା ପାକିସ୍ତାନର ହୀନ ଚକ୍ରାନ୍ତ, ମୁଖା ଖୋଲିଦେଲା ଗିରଫ ଆତଙ୍କୀ

ନୂଆଦିଲ୍ଲୀ : ଧରାପଡ଼ିଲା ପାକିସ୍ତାନର ହୀନ ଷଡ଼ଯନ୍ତ୍ର । ଭାରତରେ ଆତଙ୍କୀ ହମଲାର ଯୋଜନା କରିଥିଲା ଇସଲାମାବାଦ । ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ପାକିସ୍ତାନ ସେନା । ଏସବୁ କଥା କହିଛି ଉରିରୁ ଗିରଫ ହୋଇଥିବା ଆତଙ୍କବାଦୀ । ଭାରତରେ ଆତଙ୍କୀ ହମଲା ପାଇଁ ସ୍ଥାନ ଚୂଡାନ୍ତ କରିଥିଲା…

ମା’ ସମଲେଶ୍ବରୀଙ୍କ ପୀଠରେ ଆରମ୍ଭ ହେଲା ଷୋଡ଼ଶ ଉପଚାର ପୂଜା

ସମ୍ବଲପୁର : ଆଜିଠୁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା । ବିଧି ମୁତାବକ ମା ସମଲେଶ୍ବରୀଙ୍କ ସମସ୍ତ ନୀତିକାନ୍ତି କରାଯାଇଥିଲା । ସ୍ନାନ ପରେ ସ୍ବତନ୍ତ୍ର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ମା’ ସମଲେଶ୍ବରୀ । ଷୋଡ଼ଶ ଦ୍ବୀପ…

ପୁରୀ ରେଳ ଷ୍ଟେସନ ପରିଦର୍ଶନ କଲେ ରେଲଓ୍ବେ ବୋର୍ଡର ପିଏସି ସଦସ୍ୟ

ପୁରୀ : ପୁରୀ ରେଳ ଷ୍ଟେସନ ପରିଦର୍ଶନ କରିଛନ୍ତି ରେଲଓ୍ବେ ବୋର୍ଡର ପିଏସି ସଦସ୍ୟ । ରେଲୱେ ବୋର୍ଡର ପିଏସି ସଦସ୍ୟ ଦିଲୀପ ମଲ୍ଲିକଙ୍କ ନେତୃତ୍ବରେ ୬ ଜଣ ସଦସ୍ୟ ପୁରୀ ରେଳ ଷ୍ଟେସନରେ ପହଞ୍ଚିଥିଲେ । ରେଳବାଇର ସର୍ବଭାରତୀୟ ସ୍ତରୀୟ ପାସେଞ୍ଜର ଆମେନିଟିଜ୍ କମିଟି ପୁରୀ ରେଳ ଷ୍ଟେସନ ଆସି…