Latest Odisha News

BREAKING NEWS

Yearly Archives

2021

ପିପିଲି ଉପନିର୍ବାଚନ: ୩ଟି ବୁଥରେ ଇଭିଏମ୍ ଅଚଳ

ପୁରୀ: ପିପିଲି ଉପନିର୍ବାଚନ ଭୋଟ୍ ଗ୍ରହଣରେ ବିଭ୍ରାଟ । ୩ଟି ବୁଥରେ ଇଭିଏମ୍ ଅଚଳ । ନୂଆଶାସନ ପଞ୍ଚାୟତ ଦକ୍ଷିଣସାହିରେ ଇଭିଏମ୍ ଅଚଳ ହୋଇଥିଲା । ୨୦୩ ନମ୍ୱର ବୁଥ୍ ସହିତ ୧୩୯-A ଓ ୧୭୭ ନମ୍ୱର ବୁଥରେ ଇଭିଏମ୍ ଅଚଳ ହୋଇଥିବା ସୂଚନା ମିଳିଛି । ଫଳରେ ପ୍ରଭାବିତ ହୋଇଥିଲା ମତଦାନ । ଫଳରେ…

ଭୋଟ୍ ଦେଉଛି ପିପିଲି: ଉପନିର୍ବାଚନ ପାଇଁ ଚାଲିଛି ମତଦାନ

ପୁରୀ: ଦୁଇ ଦୁଇ ଥର ସ୍ଥଗିତ ରହିବା ପରେ ଆଜି ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ନିଆଯାଉଛି । କୋଭିଡ୍ କଟକଣା ଭିତରେ ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ସନ୍ଧ୍ୟା ୬ଟା ଯାଏ ଚାଲିବ । ସକାଳୁ ସକାଳୁ ବିଭିନ୍ନ ବୁଥରେ ଭୋଟର କୋଭିଡ୍ ଗାଇଡଲାଇନ୍ ଅନୁସାରେ ଧାଡିରେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୫୨ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୨  ମୌଖିକ ପରୀକ୍ଷା ଭାରି ମଜାଦାର। ପାଠ ସହ ଟିକିଏ ହସଖୁସି ରହିବା ବାଞ୍ଛନୀୟ। ପଢାବହିରୁ  ସାଧାରଣ ଜ୍ଞାନ ମିଶେଇ ପ୍ରଶ୍ନ ପଚରାଯାଏ।ଓରାଲ ମ । ସବୁ ଉତ୍ତର କ'ଣ ଠିକ୍ ଥାଏ ? କିଛି ଉତ୍ତର  ଅବାନ୍ତର ଥାଏ।ଆଉ କିଛି …

ମୃତ୍ୟୁ କ’ଣ ଏକ ତାମସା ?

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ ……  ଗତ ସପ୍ତାହରେ ମୁଣ୍ଡଳୀ ବ୍ୟାରେଜଠାରେ ଗଜ ଉଦ୍ଧାର ଅପରେସନ ସମୟରେ ଯେଉଁ ମଟର ବୋଟ ଦୁର୍ଘଟଣା ଘଟିଗଲା ତାହା ଥିଲା ଯେତିକି ହୃଦୟବିଦାରକ ସେତିକି ଚାଞ୍ଚଲ୍ୟକର। ଗଜ ଉଦ୍ଧାରକାରୀ ଓଡ୍ରାଫ ଦଳ ସହ ଅପ୍ରତ୍ୟାଶିତ ଭାବେ ଯୋଡି…

୫୫ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ଆୟୋଜିତ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଅଭିଲେଖାଗାର ପରିସରରେ ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ, ୫୫ତମ ସ୍ୱତନ୍ତ୍ର ସଂସ୍କୃତି ଚର୍ଚ୍ଚା ସମ୍ପାନ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ରଞ୍ଜନ କୁମାର ଦାସଙ୍କ ସଭାପତିତ୍ୱରେ ସୁରେଶ ଚନ୍ଦ୍ର ଦଳାଇ ମୁଖ୍ୟ ଅତିଥି, ପ୍ରାକ୍ତନ ଶାସନ ସଚିବ ମନୋରଞ୍ଜନ…

ଓଡ଼ିଆ ଭାଷା ସାହିତ୍ୟକୁ ଗୌରୀ କୁମାରଙ୍କ ଦାନ ଅତୁଳନୀୟ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ , ସଭାପତି ହୃଷିକେଶ ମଲ୍ଲିକଙ୍କ ପୋୖରହିତ୍ୟରେ , ସ୍ଥାନୀୟ ସଂସ୍କୃତି ଭବନରେ ବାଗ୍ମୀ ଗୌରୀ କୁମାର ବ୍ରହ୍ମାଙ୍କର ରାଜ୍ୟସ୍ତରୀୟ ଶ୍ରଦ୍ଧୋତ୍ସବ ପାଳନ ଉପଲକ୍ଷେ, ଏକ ସାରସ୍ୱତ ସଭା ଆୟୋଜିତ ହୋଇଯାଇଛି। ଏହି ସଭାରେ ବିବେକାନନ୍ଦ ପାଣିଗ୍ରାହୀ…

କୋଟିଆରେ ମାଗଣା ସ୍ବାସ୍ଥ୍ୟ ଶିବିର ସହ ପୋଷଣ ଦିବସ ପାଳିତ, ବାଲ୍ୟ ବିବାହ ରୋକିବାକୁ କରାଗଲା ସଚେତନ

କୋରାପୁଟ : କୋଟିଆରେ ପାଳିତ ହୋଇଛି ମାଗଣା ସ୍ବାସ୍ଥ୍ୟ ଶିବିର ସହ ପୋଷଣ ଦିବସ । ପଟ୍ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଭାଗବତ ମୁର୍ମୁଙ୍କ ଅଧ୍ୟକ୍ଷତାରେ ଏହି ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ କୋଟିଆ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର…

ପୋଲିସ ପଞ୍ଝାରେ ୪ ଆନ୍ତଃରାଜ୍ୟ ଏଟିଏମ୍ ଲୁଟେରା

ନବରଙ୍ଗପୁର : ନବରଙ୍ଗପୁର ପୋଲିସକୁ ସଫଳତା । ପଞ୍ଝାରେ ପଡିଛନ୍ତି ୪ ଆନ୍ତଃରାଜ୍ୟ ଏଟିଏମ୍ ଲୁଟେରା । ଏକ ଏଟିଏମରେ ଏହି ଗ୍ୟାଙ୍ଗ ଟଙ୍କା ହେରଫେର କରୁଥିବା ବେଳେ ଏମାନଙ୍କୁ ଧରିଥିଲା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଉତ୍ତରପ୍ରଦେଶର କମଲ ଖାନ, ଗୋବିନ୍ଦ ଚୌରାସିଆ, ରିତେଶ ସିଂ, ଆକାଶ ସିଂ ।…

ଭିଜିଲାନ୍ସ ଜାଲରେ ଦେବଗଡ ଅବକାରୀ ଅଧୀକ୍ଷକ

ଦେବଗଡ଼ : ଭିଜିଲାନ୍ସ ଜାଲରେ ଦେବଗଡ ଅବକାରୀ ଅଧୀକ୍ଷକ ଅଜିତ ମହାପାତ୍ର । ଅବକାରୀ ଅଧୀକ୍ଷକଙ୍କ ଦେବଗଡ଼ ସ୍ଥିତ ବାସଭବନରେ ରେଡ କରିଛି ଭିଜିଲାନ୍ସ । ଅବକାରୀ ଏଏସଆଇ ମଥୁରା ମୋହନ ପ୍ରଧାନଙ୍କ ଜରିଆରେ ଲାଞ୍ଚ ନେବା ଅଭିଯୋଗରେ ଚଢ଼ାଉ ହୋଇଛି । ମଦ ଭାଟି ମାଲିକଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା…

କିମ୍‍ସରେ ହେଲା ସଫଳ କିଡ୍‍ନୀ ପ୍ରତ୍ୟାରୋପଣ

ଭୁବନେଶ୍ୱର: କିମ୍‍ସରେ ସଫଳ କିଡ୍‍ନୀ ପ୍ରତ୍ୟାରୋପଣ, ସୁସ୍ଥ ହୋଇ ଘରକୁ ଫେରିଲେ ଯୁବକ । ପ୍ରଥମର ଥର ଲାଗି କିମ୍‍ସରେ ସଫଳ କିଡ୍‍ନୀ ପ୍ରତ୍ୟାରୋପଣ କରାଯାଇଛି । କିମ୍‍ସରେ ଜଣେ ୨୩ ବର୍ଷୀୟ ଯୁବକଙ୍କଠାରେ ସଫଳ କିଡ୍‍ନୀ ପ୍ରତ୍ୟାରୋପଣ କରାଯାଇଛି । ଯୁବକ ଜଣକ ସୁସ୍ଥ ହେବା ପରେ ଆଜି ଘରକୁ…