Latest Odisha News

BREAKING NEWS

Yearly Archives

2021

ଆସନ୍ତାକାଲି ପିପିଲି ଉପନିର୍ବାଚନ, ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

ପୁରୀ : ଆସନ୍ତାକାଲି ପିପିଲି ଉପନିର୍ବାଚନ । ଭୋଟର କରିବେ ନେତାଙ୍କ ଭାଗ୍ୟ ପରୀକ୍ଷା । ଏହା ପୂର୍ବରୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ପିପିଲି ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । କିଭଳି ମୁକ୍ତ ଓ ଅବାଧ ନିର୍ବାଚନ ଅନୁଷ୍ଠିତ ହୋଇପାରିବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ଡେଲାଙ୍ଗ ଓ…

ଦେବୀ ପୀଠରେ ଷୋଡଶ ଉପଚାର ପୂଜା

କଟକ: ଶାରଦୀୟ ପୂଜା । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି କଟକ ସହରରେ ଥିବା ଦେବୀ ପୀଠ ଗୁଡିକ । ଆଜି ମାଆଙ୍କ ଷୋଡଷ ଉପଚାର ପୂଜା ଆରମ୍ଭ ହୋଇଯାଇଛି । ସହରର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀଙ୍କ ମନ୍ଦିରରେ ଷୋଡଷ ଉପଚାର ପୂଜା ଆରମ୍ଭ କର ଯାଇଛି । ଗତକାଲି ନଦୀରୁ ଜଳରେ ସହସ୍ରାକୁମ୍ଭାଷେକ ହେବା…

ବିପଦ ସଂକୁଳ ଘୋଷିତ ଶ୍ରୀମନ୍ଦିର କାର୍ଯ୍ୟାଳୟ, ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା

ପୁରୀ: ବହୁଦିନର ତର୍ଜମା ପରେ ଶେଷରେ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ବିପଦ ସଂକୁଳ ଘୋଷିତ କରାଯାଇଛି । ଏହି ଧାରାରେ ପୁରୁଣା କୋଠାରେ ଥିବା ୨୫ଟି ଦୋକାନ ଘରକୁ ଖାଲି କରାଯାଇଛି । ତେବେ ବିସ୍ଥାପିତଙ୍କ ପାଇଁ ଥଇଥାନ ବ୍ୟବସ୍ଥା କରାଯାଇନଥିବାରୁ ଅସନ୍ତୋଷ ବୃଦ୍ଧି ପାଇଛି । ୧୦୦ ବର୍ଷରୁ…

ଝାଡଖଣ୍ଡରୁ ଓଡ଼ିଆକୁ ଦ୍ୱିତୀୟ ଭାଷାର ମାନ୍ୟତାରୁ ବାଦ୍ ଦେବା ପ୍ରସଙ୍ଗ: ଶିକ୍ଷାମନ୍ତ୍ରୀ କହିଲେ ଝାଡଖଣ୍ଡ ସରକାରଙ୍କ ସହ…

ଭୁବନେଶ୍ୱର : ଝାଡ଼ଖଣ୍ଡ ସରକାର ଓଡ଼ିଆ ଭାଷାକୁ ଦ୍ୱିତୀୟ ଭାଷା ମାନ୍ୟତା ତାଲିକାରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାକୁ ବିରୋଧ କରିଛନ୍ତି ଝାଡ଼ଖଣ୍ଡରେ ରହୁଥିବା ଓଡ଼ିଆ ଭାଷାବାସୀ ଲୋକ । ସ୍କୁଲ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହା ଉପରେ ନିଜର ମତ ରଖିଛନ୍ତି ,ଯେ…

ଶ୍ରୀକ୍ଷେତ୍ରରେ ଶାରଦୀୟ ପାର୍ବଣର ଷୋଡ଼ ପୂଜା

ପୁରୀ: ଶ୍ରୀକ୍ଷେତ୍ରରେ ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣର ଷୋଡ଼ପୂଜା । ଗଜପତିଙ୍କ ଶ୍ରୀନହରରେ ଗଜପତି ଦିବ୍ୟସିଂହ ଦେବ ବ୍ରାହ୍ମଣ ମାନଙ୍କୁ ବରଣ କରି ଦୁର୍ଗାପୂଜାର ଶୁଭାରମ୍ଭ କରିଛନ୍ତି । ୧୬ ଦିନ ଧରି ଏହି ପୂଜା ଅନୁଷ୍ଠିତ ହେଉଥିବା ବେଳେ ରାଜଗୁରୁ ପୁରୋହିତଙ୍କୁ ଗଜପତି…

୫ ବର୍ଷ ଯାଏ ପିଲାଙ୍କୁ ମିଳିବ ମାଗଣା ମଧ୍ୟାହ୍ନ ଭୋଜନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର PM-Poshan ଯୋଜନା ଆରମ୍ଭ କରିଛନ୍ତି। କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ଯୋଜନାକୁ ଅନୁମୋଦନ କରାଯାଇଛି। ଏହାଦ୍ୱାରା ସାରା ଦେଶରେ ୧୧.୨ ଲକ୍ଷରୁ ଅଧିକ ସରକାରୀ ଏବଂ ସରକାରୀ ସହାୟକ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି। ଏହି ଯୋଜନା…

ହୀରାକୁଦ ଜଳଭଣ୍ଡାର ମଧ୍ୟରେ ବାଦୁଡି ଦ୍ବୀପ

ସମ୍ବଲପୁର: ହୀରାକୁଦର ଜଳରାଶି ମଧ୍ୟରେ ରହିଛି ରହସ୍ୟମୟ ବାଦୁଡି ଦ୍ବୀପ । ରହସ୍ୟ ଭରା ଏହି ଦ୍ବୀପରେ ରହୁଛନ୍ତି ହଜାର ହଜାର ବିରଳ ବାଦୁଡି । କୌଣସି ଦୈବୀ ଶକ୍ତି ଦ୍ବୀପଟିର ସୁରକ୍ଷା କରୁଥିବା ଯୋଗୁଁ ବାଦୁଡିମାନେ ନିର୍ଭୟରେ ବାସ କରୁଥିବା ବିଶ୍ବାସ କରନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ । ରହସ୍ୟ ଓ…

ଭାରତୀୟଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗୁଛନ୍ତି ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଭୀଷଣ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେ କହିଛନ୍ତି ଯେ ମୋଦୀ ଭାରତୀୟ ନାଗରିକଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗିବା ସହ “ଭାରତୀୟଙ୍କ ଧାରଣା” ଭଙ୍ଗ କରୁଥିବା ଅଭିଯୋଗ କରିଛନ୍ତି। କେରଳର ଏକ ଉଦଘାଟନୀ ଉତ୍ସବରେ ରାହୁଲ ଏହା…

ମୋବାଇଲ ଟର୍ଚ୍ଚ ଲାଇଟରେ ରୋଗୀ ଚିକିତ୍ସା କଲେ ନର୍ସ

କୋରାପୁଟ : ବିଜୁଳି କଟିଲେ ମୋବାଇଲ ଫୋନ୍ ଟର୍ଚ୍ଚ ଲାଇଟରେ ଚାଲୁଛି ଚିକିତ୍ସ। । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଶତ । କୌଣସି ଉପାନ୍ତ ଗ୍ରାମାଞ୍ଚଳରେ ନୁହେଁ । ଖୋଦ୍ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଡାକ୍ତରଖାନାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗତ କାଲି ଝାଡା…

‘ବିଶ୍ୱ ହୃଦୟ ଦିବସ’

ଭୁବନେଶ୍ୱର: ‘ବିଶ୍ୱ ହୃଦୟ ଦିବସ’ । ପ୍ରତି ବର୍ଷ ସେପ୍ଟେମ୍ବର ୨୯ ତାରିଖରେ ‘ବିଶ୍ୱ ହୃଦୟ ଦିବସ’( World heart day) ପାଳନ କରାଯାଏ । ସାଧାରଣ ଲୋକଙ୍କୁ ହୃତପିଣ୍ଡ ସ୍ୱାସ୍ଥ୍ୟ ବାବଦରେ ସଚେତନ କରାଇବା ଲାଗି ଏହି ଦିବସ ପାଳନ ହେଉଛି । ମଣିଷ ଶରୀରର ହାର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା…