Latest Odisha News

BREAKING NEWS

Yearly Archives

2021

ରାଜ୍ୟର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା; ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ବୁଧବାର ଦିନ ଲଘୁଚାପ ପ୍ରଭାବ ଯୋଗୁ ରାଜ୍ୟରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ଗୁରୁବାର ସକାଳ ୮.୩୦ ପର୍ଯ୍ୟନ୍ତ କେନ୍ଦୁଝର ଏବଂ ମୟୂରଭଞ୍ଜର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବାର…

ବହୁ ଚର୍ଚ୍ଚିତ ବାଘମ୍ବରି ମଠର ଗାଦିରେ ବସିବେ ବଲବୀର ଗିରି

ଉତ୍ତରପ୍ରଦେଶ : ବହୁ ଚର୍ଚ୍ଚିତ ବାଘମ୍ବରି ମଠର ଉତ୍ତରାଧିକାରୀ ହେବେ ୩୫ ବର୍ଷୀୟ ବଲବୀର ଗିରି। ପଞ୍ଚ ପରମେଶ୍ୱରଙ୍କ ନିଷ୍ପତି କ୍ରମେ ଦାୟିତ୍ୱ ହସ୍ତାନ୍ତର । ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହ ଜନକ ଆତ୍ମହତ୍ୟା ପରେ ଖାଲି ପଡ଼ିଥିଲା ଗାଦି। ସର୍ବସମ୍ମତି କ୍ରମେ ମଠ ପଞ୍ଚପରମେଶ୍ୱର ବଲବୀର…

ରାସ୍ତା ଦୁର୍ଘଟଣାରେ ସାହିତ୍ୟିକଙ୍କ ମୃତ୍ୟୁ

ଅନୁଗୁଳ: ଦୁର୍ଘଟଣାରେ ସାହିତ୍ୟିକଙ୍କ ମୃତ୍ୟୁ । ନୂଆପଡ଼ା ଗାଁର ସାହିତ୍ୟିକ ତ୍ରିଲୋଚନ ପ୍ରଧାନଙ୍କର ମୃତ୍ୟୁ ହୋଇଛି । ସାଇକେଲରେ ଯାଉଥିବା ବେଳେ ପାଲଲହଡା ଖମାର କଲେଜ ନକିଟରେ ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା । ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯୋଇଥିବା ବେଳେ…

ଦୁଇ ଦେଶ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ କରିବା ନେଇ ଭାରତକୁ ତାଳିବାନ ନିବେଦନ

ନୂଆଦିଲ୍ଲୀ: ଆଫଗାନିସ୍ତାନର ଦଖଲ ପରେ ତାଲିବାନ ଭାରତ ସହ ଆନୁଷ୍ଠାନିକ ଆଲୋଚନା କରି ଦୁଇ ଦେଶ ମଧ୍ୟରେ ବିମାନ ସେବା ଆରମ୍ଭ କରିବାକୁ ନିବେଦନ କରିଛି। ଏହାଦ୍ବାରା ତାଲିବାନ ଭାରତ ସହ ସମ୍ପର୍କ ଯୋଡିବାକୁ ଚାହୁଁଥିବା ଜଣାପଡ଼ିଛି। ଦୁଇ ଦେଶ ମଧ୍ୟରେ ହୋଇଥିବା ଏମଓୟୁ ସମ୍ପର୍କରେ ତାଲିବାନ…

ଅକ୍ଟୋବରରେ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର: ଅକ୍ଟୋବରରେ ଏକାଧିକ ଛୁଟି ଯୋଗୁ ବ୍ୟାଙ୍କଗୁଡିକ ୨୧ ଦିନ ବନ୍ଦ ରହିବ। ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବାଗୁଡିକ ପୂର୍ବପରି ଜାରି ରହିବ ବୋଲି ସୂଚନା ମିଳିଛି। ଓଡିଶାରେ ବ୍ୟାଙ୍କଗୁଡିକ ୧୦ ଦିନ ବନ୍ଦ ରହିବ। ଅକ୍ଟୋବରରେ ବିଭିନ୍ନ ରାଜ୍ୟରେ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ…

ହାତୀଗାଁରେ ହାତୀ ଆତଙ୍କ

ନବରଙ୍ଗପୁର: ହାତୀଗାଁରେ ପଶିଲେ ହାତୀ । ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ଦେଖିବାକୁ ମିଳିଛି ହାତୀ ପଲ । ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ସମ୍ବଲପୁର ନିକଟ ହାତୀ ଗାଁ ସଂରକ୍ଷିତ ଜଙ୍ଗଲରେ ହାତୀପଲ ଓଡ଼ିଶା ଜଙ୍ଗଲ ଦେଇ ହାତୀଗାଁ ଭିତରକୁ ପଶି ଆସିଥିଲେ l ଗତକାଲି ରାତିରୁ ଛତିଶଗଡ଼ ଗରିଆବନ୍ଧର…

ପିପିଲି ବଳଙ୍ଗା ଥାନା ବିସ୍ଫୋରଣ ଘଟଣାରେ ଏସଆଇ ନିଲମ୍ବିତ

ପିପିଲି : ପିପିଲି ବଳଙ୍ଗା ଥାନା ବିସ୍ପୋରଣ ଘଟଣାରେ ନିଆଗଲା କାର୍ଯ୍ୟାନୁଷ୍ଠାନ । ମାଲଖାନା ଦାୟିତ୍ୱରେ ଥିବା ମହିଳା ଏସଆଇ ତଅପୋଇ ନାୟକ ନିଲମ୍ବିତ ହୋଇଛନ୍ତିା ସୋମବାର ରାତିରେ ଏହି ବିସ୍ୱୋରଣ ହୋଇଥିଲା । ଏହି ବିସ୍ୱୋରଣ ଏତେ ଭୟଙ୍କର ଥିଲା ଯେ ଥାନାର ଛାତ ଭୁଷୁଡି ପଡ଼ିବା ସହ କାନ୍ଥ ଭୁଷୁଡି…

ଆଜି ପଶ୍ଚିମ ଓଡ଼ିଶାରେ ପୁଅ ଜିଉଁନ୍ତିଆ ଓଷା , ପୂଜା ବଜାରରେ ଭିଡ

ସୋନପୁର : ଆଜି ପୁଅ ଜିଉଁନ୍ତିଆ। ଏଥିପାଇଁ ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ ହୋଇଉଠିଛି । ପୁଅର ମଙ୍ଗଳ କାମନା ପାଇଁ ମା' ମାନେ ଉପାସ କରି ଅତି ନିଷ୍ଠାର ସହ ପାଳନ କରନ୍ତି ଏହି ପର୍ବକୁ । ସୋନପୁର ସହରରେ ମଧ୍ୟ ପୂଜା ସାମଗ୍ରୀ କିଣିବା ପାଇଁ ପାଇଁ ପୂଜା ବଜାରରେ ଭିଡ ଲାଗିଛି । ପୂଜାରେ…

ପାରଳା ACF ମୃତ୍ୟୁ ମାମଲା: ଆସିଲା ୩ ଜଣଙ୍କର ଲାଏ ଡିଟେକସନ୍ ଟେଷ୍ଟ ରିପୋର୍ଟ

ଭୁବନେଶ୍ୱର: ଦୁଇ ମାସ ପରେ ବି ଖୋଲିନି ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ । ଏହାରି ଭିତରେ କ୍ରାଇମବ୍ରାଞ୍ଚର ହସ୍ତଗତ ହୋଇଛି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଗଜପତି ଡିଏଫଓ ସୌମ୍ୟରଞ୍ଜନ ମହାମାତ୍ର ଓ ରୋଷେୟା ମନ୍ମଥ କୁମ୍ଭଙ୍କ ଲାଏ ଡିଟେକସନ୍ ଟେଷ୍ଟ…

DRDO ତଥ୍ୟ ଲିକ୍ ମାମଲା: ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଚାନ୍ଦିପୁର ଆଇଟିଆର ତଥ୍ୟ ଲିକ୍ ମାମଲାରେ ଖୋଳତାଡ ଜାରି ରଖିଛି କ୍ରାଇମବ୍ରାଞ୍ଚ । ରହସ୍ୟମୟୀ ମହିଳାଙ୍କୁ ନେଇ ଅଧିକ ତଦନ୍ତ ଜାରି ରଖିଛି । କିଏ ସେହି ମହିଳା ? କେଉଁଠାରେ ରୁହନ୍ତି ? ଭାରତରେ ନା ବିଦେଶରେ ? ରହସ୍ୟମୟୀଙ୍କ ଠିକଣା ଠାବ ପାଇଁ ଇଣ୍ଟରପୋଲର ସହାୟତା ନିଆଯିବ । ଏହି…